THE BYAPINI
Browsing Category

ରାଜ୍ୟ

ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ପାଇଁ ଆସିବ ନୂଆ ନିୟମ : ଶିଳ୍ପ ସଚିବ

ଭୁବନେଶ୍ବର: ଓଡ଼ିଆ ଫିଲ୍ମ ପ୍ରଯୋଜିକା ସନଲିସା ପଟେଲ ଷଷ୍ଠ ଦିନରେ ମଙ୍ଗଳବାର ଧାରଣା ପ୍ରତ୍ୟାହାର କରିଛନ୍ତି। ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ ନେଇ ସେ ଗତ ଗୁରୁବାର (୨୦୨୩ ନଭେମ୍ବର ୨୩) ଠାରୁ ଅନିଦିଷ୍ଟ କାଳ ପାଇଁ ଧାରଣାରେ

ଆଜିଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ନଭେମ୍ବର ୨୦, ୨୧ ଓ ୨୨ ତାରିଖର ଏହି ତିନିଦିନିଆ ଗସ୍ତ କାଳରେ ରାଷ୍ଟ୍ରପତି ବାରିପଦା, ରାଇରଂଗପୁର, ପାହାଡ଼ପୁର, ବାଦାମପାହାଡ଼,

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ହେଲେ ସୁରେଶ ମହାପାତ୍ର

ଭୁବନେଶ୍ବର: ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଭାବେ କାର୍ଯ୍ୟ କରିବେ। ମାର୍ଚ୍ଚ ୧ ତାରିଖରେ ସେ ରାଜ୍ୟ ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆର୍‌ସି) ଅଧ୍ୟକ୍ଷ

ଶନିବାର ଠାରୁ ନନ୍ଦନକାନନ ରୋପୱେ ରେ ମଜା ଉଠାଇବେ ପର୍ଯ୍ୟଟକ ଆଜି ଉଦ୍‌ଘାଟନ

ବାରଙ୍ଗ,୧୭/୧୧: ଦୀର୍ଘ ୧୨ ବର୍ଷ ଅପେକ୍ଷାର ଅନ୍ତ ଘଟିବାକୁଯାଉଛି । ନନ୍ଦନକାନନରେ ଚାଲିବ ରୋପୱେ । ଆଜି ଅପରାହ୍ନ ୪ଟାରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ନନ୍ଦନକାନନ ରୋପୱେକୁ ଉଦ୍ଘାଟନ

ଆବର୍ଜନା ପରିଚାଳନାରୁ ଦିନକୁ ୪ଟନ୍‌ ଗ୍ୟାସ୍‌ ଉତ୍ପାଦନ କରିବ ବିଏମ୍‌ସି

ଭୁବନେଶ୍ବର: ବିଏମ୍‌ସି ପ୍ରତିଷ୍ଠା କରିବାକୁ ଯାଉଛି ୪ଟି ବାୟୋମିଥେନ୍‌ ଗ୍ୟାସ୍‌ ପ୍ଲାଣ୍ଟ। ବିଏମ୍‌ସି ୪ଟି ଜାଗାରେ ଥିବା ଏସ୍‌ଟିପି ପରିସରରେ ଏହି ପ୍ଲାଣ୍ଟ ସ୍ଥାପନ କରିବାକୁ ସ୍ଥିର କରିଛି। ଏହି ୪ଟି ପ୍ଲାଣ୍ଟରେ ଦିନକୁ ୨ଶହ

ଓଡ଼ିଶା ଗସ୍ତରେ ସମୟରେ ରାଇରଙ୍ଗପୁର ଠାରେ ୩ଟି ନୂଆ ଟ୍ରେନର ଶୁଭାରମ୍ଭ ରାଷ୍ଟ୍ରପତି

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୧ତାରିଖରେ ନିଜ ଜନ୍ମମାଟି ରାଇରଙ୍ଗପୁର ଠାରେ ୩ଟି ନୂଆ ଟ୍ରେନର ଶୁଭାରମ୍ଭ କରିବେ । ଟ୍ରେନକୁ ପତାକା ଦେଖାଇ ଉଦଘାଟନ କରିବା ପରେ ସେ ଟ୍ରେନରେ ଯାତ୍ରା କରିବେ ।

ମରୁଡ଼ି ଓ ଚକଡ଼ା ପୋକ କ୍ଷତିଗ୍ରସ୍ତ ଚାଷୀଙ୍କ ଋଣଛାଡ଼ ଦାବୀ

ଭୁବନେଶ୍ୱର: ରାଜ୍ୟର ପାଖାପାଖି ୧୯ଟି ଜିଲାର ୨୦୦ ବ୍ଲକରେ ସ୍ୱଳ୍ପବୃଷ୍ଟି ଜନିତ ସମସ୍ୟା ଯୋଗୁ ଧାନ ବିଲ ଫାଟି ଆଁ କଲାଣି। ଯେଉଁ କେତେକ ସ୍ଥାନରେ ମାଟି ବତର ଅଛି, ସେଠାରେ ଧାନଗଛ ସବୁ ନାଲିଆ ପଡ଼ିଗଲାଣି। ବର୍ତ୍ତମାନ ଖରିଫ ଧାନ

୧୬ ରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ଆରମ୍ଭ

ଭୁବନେଶ୍ୱର: ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଶିଶୁ ଦିବସ ଅବସରରେ ଅନୁଷ୍ଠିତ ହେଉଛି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’। ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଳନ ହେବ ଶିଶୁମେଳା ତଥା ସୁରଭି

ପ୍ରାଥମିକ ଶିକ୍ଷକଙ୍କୁ ମିଳିବ ୮ ଇଞ୍ଚିଆ ଟାବ୍‌ଲେଟ୍‌

ଭୁବନେଶ୍ୱର: ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ଡିଜିଟାଲ କରିବାକୁ ସରକାର ପଦକ୍ଷେପ ନେଇଛନ୍ତି। ଅନ୍‌ଲାଇନରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା ପାଇଁ ଶିକ୍ଷକଙ୍କୁ ଟାବ୍‌ ଦେବାକୁ ନିଷ୍ପତ୍ତି ହୋଇଛି। ଶିକ୍ଷାଦାନ କ୍ଷେତ୍ରରେ ଏହି

ମନ୍ଦିର ପୂଜକଙ୍କୁ ନିର୍ମମ ହତ୍ୟା ,୭ ଗିରଫ

କୋରାପୁଟ: ମନ୍ଦିର ପୂଜକଙ୍କୁ ନିର୍ମମ ଭାବେ ହତ୍ୟା ମାମଲାରେ ୨ ଯୁବତୀଙ୍କ ସମେତ ୭ ଜଣଙ୍କୁ ଟାଉନ୍ ଥାନା ପୁଲିସ ଗିରଫ କରିଛି। ଲୁଟପାଟ୍ ଉଦ୍ଦେଶ୍ୟରେ ପୂଜକଙ୍କୁ ହତ୍ୟା କରାଯାଇଥିବା ଜଣାଯାଇଛି।କୋରାପୁଟ ଜାତୀୟ ରାଜପଥ ବୁଢ଼ୀ