Browsing Category
ରାଜ୍ୟ
କୋଲକାତାରୁ ପାରାଦୀପର ଯାଉଥିବା ବସରେ ଲାଗିଲା ନିଁଆ
ବାଲେଶ୍ବର: ଶୁକ୍ରବାର ରାତି ପ୍ରାୟ ୯ଟା ବେଳେ କୋଲକାତାଠାରୁ ୧୫୦ କିମି ଦୂର ୧୬ ନମ୍ବର ଜାତୀୟ ରାଜପଥର ଖଡ଼ଗପୁର ଡେବ୍ରା ନିକଟରେ ଶିବମ୍ ଟ୍ରାଭେଲ୍ସର ‘ସଦାନନ୍ଦ’ ନାମକ ଏକ ଏସି ସ୍ଲିପର୍ ବସ୍ ଜଳିଯାଇଥିଲା। ବସ୍ଟି ପଶ୍ଚିମବଙ୍ଗର!-->…
୫୮ ପଦକ ସହ ଜାତୀୟ କ୍ରୀଡ଼ାରେ ଓଡ଼ିଶା ସର୍ବଶ୍ରେଷ୍ଠ ପ୍ରଦର୍ଶନ
କଟକ : ଗୋଆରେ ଆୟୋଜିତ ୩୭ତମ ଜାତୀୟ କ୍ରୀଡ଼ାରେ ଓଡ଼ିଶା ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। ଓଡ଼ିଶା ୧୦ଟି ସ୍ବର୍ଣ୍ଣ, ୧୮ଟି ରୌପ୍ୟ ୩୦ଟି କାଂସ୍ୟ ସହ ୫୮ ପଦକ ଜିତିଛି। ୨୦୨୨ ଗୁଜରାଟ ଜାତୀୟ କ୍ରୀଡ଼ାରେ ଓଡ଼ିଶା ୬ଟି ସ୍ବର୍ଣ୍ଣ,!-->…
ଧନତେରସ୍ରେ ଚମକୁଛି ସୁନା ବଜାର
ଭୁବନେଶ୍ବର: ଧନତେରସ୍ରେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ବିଶ୍ବାସ ରହିଛି। ସେହି ବିଶ୍ବାସକୁ ଆଧାର କରି ଧନତେରସ୍ରେ ବିପୁଳ ସୁନା, ରୁପା ଓ ହୀରା ଗହଣା ବିକ୍ରି ହେଉଛି। ଓଡ଼ିଶାରେ ବର୍ଷତମାମ ଯେତିକି ସୁନା ବିକ୍ରି ହୋଇଥାଏ ତାହାର!-->…
ମିଲେଟ ମିଶନରେ ରାୟଗଡାର ଶ୍ରେଷ୍ଠ ପ୍ରଦର୍ଶନ : ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ
ରାୟଗଡା : ରାୟଗଡା ଜିଲାରେ ମିଲେଟ ମିଶନ ଅଧୀନରେ ମାଣ୍ଡିଆ ଚାଷ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାୟଗଡା ଜିଲାକୁ ପୁରସ୍କୃତ କରିଛନ୍ତି। ଏହି ଜିଲାରେ ମାଣ୍ଡିଆ ଚାଷ ପାଇଁ କୃଷି!-->…
ଆଖିବୁଜିଲା ନନ୍ଦନକାନନର ଏକମାତ୍ର ଆଫ୍ରିକୀୟ ସିଂହୀ ‘ବିନି’
ବାରଙ୍ଗ: ଗୁରୁବାର ସନ୍ଧ୍ୟାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଏକମାତ୍ର ଆଫ୍ରିକୀୟ ସିଂହୁଣୀ ‘ବିନି’ ର ମୃତ୍ୟୁ ହୋଇଛି। ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରୁ ତା’ର ମୃତ୍ୟୁ ହୋଇଛି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତାକୁ ୧୭ ବର୍ଷ!-->…
ବନ୍ୟଜନ୍ତୁଙ୍କ ଉପରେ ସଚେତନତା ସୃଷ୍ଟି କରିବାକୁ ପ୍ରତି ବିଦ୍ୟାଳୟର ଜଣେ ପିଲା ହେବେ ‘ଜୁ ଆମ୍ବାସାଡର’
ଭୁବନେଶ୍ବର: ପ୍ରାଣୀ ଉଦ୍ୟାନ ‘ନନ୍ଦନକାନନ’ ସହ ଯୋଡ଼ିହେବେ ବିଦ୍ୟାଳୟ ଛାତ୍ରଛାତ୍ରୀ। ବିଦ୍ୟାଳୟସ୍ତରରେ ବନ୍ୟଜନ୍ତୁଙ୍କ ଉପରେ ସଚେତନତା ସୃଷ୍ଟି କରିବାକୁ ପ୍ରତି ବିଦ୍ୟାଳୟର ଜଣେ ଲେଖାଏ ଛାତ୍ର/ଛାତ୍ରୀଙ୍କୁ ‘ଜୁ ଆମ୍ବାସାଡର’!-->!-->!-->…
୩୭ତମ ଜାତୀୟ କ୍ରୀଡ଼ାରେ ୫୦ଟି ପଦକ ପାଇଲା ଓଡ଼ିଶା
କଟକ: ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡ଼ାରେ ଓଡ଼ିଶାର ପଦକ ସଂଖ୍ୟା ୫୦ ଛୁଇଁଛି। ବୁଧବାର ଓଡ଼ିଶାକୁ ଗୋଟିଏ ସ୍ବର୍ଣ୍ଣ, ୨ଟି ରୌପ୍ୟ ଓ ୨ଟି କାଂସ୍ୟ ସହ ୫ଟି ପଦକ ମିଳିଛି। ସାଇକଲ ଚାଳନା ମହିଳା ରୋଡରେଶରେ ସ୍ବସ୍ତି ସିଂହ!-->…
ବାହାରକୁ ଯିବା କଥା ସୋସିଆଲ ମିଡିଆରେ ଜଣାନ୍ତୁ ନାହିଁ
ଭୁବନେଶ୍ବର: ରାଜଧାନୀରେ ଥିବା ୨୧ଟି ଆପାର୍ଟମେଣ୍ଟରେ ଗତ ମାସକରେ କଳାକନା ବୁଲାଇଛନ୍ତି ଲୁଟେରା । ସିକ୍ୟୁରିଟି ଗାର୍ଡ ଓ ସିସିଟିଭିକୁ ସେମାନଙ୍କ ଖାତିର ନାହିଁ । କେବଳ ପୋଲିସକୁ ଦୋଷ ନଦେଇ ଲୋକେ ନିଜେ ସଚେତନ ହୁଅନ୍ତୁ । ଘର!-->…
୧୧ ଲକ୍ଷ ଟଙ୍କା ଜରିମାନା ଦେବ ବିଶାଳ ମେଗା ମାର୍ଟ
କଟକ: ରିଟେଲ ଚେନ୍ ‘ବିଶାଳ’ ମେଗା ମାର୍ଟକୁ ୧୧ ଲକ୍ଷ ଟଙ୍କା ଜରିମାନା। ‘ବିଶାଳ’ର ଭୁବନେଶ୍ୱର ସ୍ଥିତ ରସୁଲଗଡ଼ ଓ କଟକ ବିଡାନାସୀ ଷ୍ଟୋର ଉପରେ ଏହି ଜରିମାନା ହୋଇଛି। କଟକ ଜିଲ୍ଲା ଖାଉଟି ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି। ଉଭୟ!-->…
ହରଭଙ୍ଗାରେ ଆମ ଓଡିଶା ନବୀନ ଓଡିଶାର ଶୁଭାରମ୍ଭ
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ ପ୍ୟାରେଡ଼ ପଡିଆରେ ବୁଧବାର ଆମ ଓଡିଶା ନବୀନ ଓଡିଶା ପ୍ରକଳ୍ପର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ହୋଇଯାଇଛି। ହରଭଙ୍ଗା ବିଡ଼ିଓ ସ୍ୱପ୍ନିତା ନାୟକଙ୍କ!-->…