THE BYAPINI
Browsing Category

ରାଜ୍ୟ

ଆଜି ରାଜ୍ୟ କ୍ୟାବିନେଟ୍ : ଆସିପାରେ ମେଟ୍ରୋ ଟ୍ରେନ୍ ଓ କ୍ୟାଡର ପୁନର୍ଗଠନ ପ୍ରସ୍ତାବ

ଭୁବନେଶ୍ବର : ଗୁରୁବାର ସନ୍ଧ୍ୟା ୬ଟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ୍ ବୈଠକରେ ଏଥର ମୁଖ୍ୟମନ୍ତ୍ରୀ ମତ୍ସ୍ୟ ଉଦ୍ୟୋଗୀ ଯୋଜନାର

ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ସାମ୍ପ୍ରସାରିତ ବିଲଡିଂ ଉଦଘାଟନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ସାମ୍ପ୍ରସାରିତ ବିଲଡିଂ ଉଦଘାଟନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ହେବା ନେଇ ମୁଖ୍ୟମନ୍ତ୍ରୀ ନବୀନ

ଅତ୍ୟାଧୁନିକ ଓପିଟିସିଏଲ ଟେକ୍ ଟାୱାରର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତ୍ୟାଧୁନିକ ଓପିଟିସିଏଲ ( ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିଃ ) ଟେକ ଟାୱାର ଲୋକାର୍ପଣ କରିଛନ୍ତି । ୫୫ କୋଟି ଟଙ୍କାରେ ନିର୍ମିତ

ଇଣ୍ଡିଆନ ଆଇଡଲ୍‌‌ ମଞ୍ଚରେ ଓଡ଼ିଆ ଡାକ୍ତର ରୋହନ୍‌‌ ବିଶ୍ୱାଳଙ୍କୁ ଗୋଲ୍ଡେନ୍‌ ଟିକଟ

ଭୁବନେଶ୍ୱର: ଇଣ୍ଡିଆନ୍‌ ଆଇଡଲ୍‌ ମଞ୍ଚରେ କମାଲ କରିଛନ୍ତି ଓଡ଼ିଆ ପୁଅ ଡାକ୍ତର ରୋହନ୍‌‌ ବିଶ୍ୱାଳ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ରୋହନ୍‌ ୧୪ତମ ଇଣ୍ଡିଆନ ଆଇଡଲ୍‌ ଅଡିସନ୍‌ରେ ଗୋଲ୍ଡେନ୍‌ ଟିକଟ ହାତେଇ ଥିଏଟର୍‌

ଚୁକ୍ତିଭିତ୍ତିକ କଣ୍ଡକ୍ଟରଙ୍କ ଚାକିରି ନିୟମିତ ପ୍ରସଙ୍ଗରେ ଓଏସଆରଟିସିଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

କଟକ: ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସଆରଟିସି)ରେ ୨୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରୁଥିବା ଚୁକ୍ତିଭିତ୍ତିକ କଣ୍ଡକ୍ଟରଙ୍କ ଚାକିରି ନିୟମିତ ପ୍ରସଂଗରେ ହାଇକୋର୍ଟ ଜବାବ ତଲବ କରିଛନ୍ତି। ମାମଲାରେ ରାଜ୍ୟ ବାଣିଜ୍ୟ ଓ

ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଘୂର୍ଣ୍ଣିବଳୟ ଆସନ୍ତା ୩୬ ଘଣ୍ଟାରେ ଲଘୁଚାପ ରୂପ ନେବ

ଭୁବନେଶ୍ବର :ଅକ୍ଟୋବର ମାସ ଦେଶରେ ବିଶେଷକରି ଓଡ଼ିଶାରେ ବାତ୍ୟା ଋତୁ ଭାବେ ଜଣାଶୁଣା । ୧୯୯୯ ମହାବାତ୍ୟା, ୨୦୧୩ ଫାଇଲିନ, ୨୦୧୪ର ହୁଡହୁଡ ବା ୨୦୧୮ର ତିତିଲି ବାତ୍ୟା ଏହି ଅକ୍ଟୋବର ମାସରେ ହିଁ ଆସିଥିଲା ଓ ଓଡ଼ିଶାରେ ବ୍ୟାପକ

ଶୁକ୍ରବାରରୁ ରାଜଧାନୀରେ ପରିବା ବିକ୍ରି ବନ୍ଦ: ମହାସଂଘ

ଡେଙ୍ଗୁରା ପିଟି ନିଶ୍ଚିତ କଲା : ଶୁକ୍ରବାରରୁ ରାଜଧାନୀରେ ପରିବା ବିକ୍ରି ବନ୍ଦ ଜିଦ୍‌ରେ ଅଟଳ ମହାସଂଘ ଭୁବନେଶ୍ୱର: ଆସନ୍ତା ୨୦ ତାରିଖ ଠାରୁ ଭୁବନେଶ୍ବର‌ରେ ପରିବା ବିକ୍ରି ବନ୍ଦ ରହିବା ନେଇ ରାଜଧାନୀ କଞ୍ଚା ପରିବା ମହାସଂଘ

କର୍ତ୍ତବ୍ୟରେ ଅବହେଳା ବନ୍ଦ ହେଲା ୩ ଡାକ୍ତରଙ୍କ ଦରମା

ବ୍ରହ୍ମପୁର: ଘର କଟକରେ, ଚାକିରି ବ୍ରହ୍ମପୁର ଏମ୍‌କେସିଜି ବଡ଼ଡାକ୍ତରଖାନାରେ। ଇଚ୍ଛା ହେଲେ ଆସୁଥିଲେ, ନହେଲେ ନାହିଁ। ବାରମ୍ବାର ତାଗିଦ୍‌ ସତ୍ତ୍ବେ ନସୁଧୁରିବାରୁ ଏବେ ଡାକ୍ତରଖାନା କର୍ତ୍ତୃପକ୍ଷ କର୍ତ୍ତବ୍ୟରେ ଅବହେଳା କରୁଥିବା

ଜବତ ବାଣ ଓ ମଦ ଚୋରାଚାଲାଣ,ହୋମଗାର୍ଡ ଗିରଫ

ଖୋର୍ଦ୍ଧା: ଜବତ ବାଣ ଓ ମଦକୁ ଜଣେ ହୋମଗାର୍ଡ ଅନ୍ୟ ପୁଲିସ୍ କର୍ମଚାରୀଙ୍କ ଜାଣତରେ ଥାନାରୁ ଚୋରାଚାଲାଣ କରୁଥିବା ନେଇ ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନାର ହୋମଗାର୍ଡ ତଥା ଡ୍ରାଇଭର ପ୍ରକାଶ

ମହାଳୟା ଅବସରରେ ପିଣ୍ଡଦାନ, ପୁରୀରେ ପ୍ରବଳ ଭିଡ଼

ପୁରୀ: ଆଜି ପବିତ୍ର ମହାଳୟା । ଏହି ଅବସରରେ ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ପାଇଁ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ । ଏଥିପାଇଁ ପୁରୀରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଶ୍ରୀମନ୍ଦିର ଉତ୍ତରଦ୍ବାର ନିକଟରେ ଶ୍ରଦ୍ଧାଳୁ