THE BYAPINI
Browsing Category

ରାଜ୍ୟ

ଡ୍ରିଙ୍କ ଫ୍ରମ୍ ଟ୍ୟାପ୍‌ ଜଳଯୋଗାଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଡ୍ରିଙ୍କ ଫ୍ରମ୍ ଟ୍ୟାପ୍‌ ଜଳଯୋଗାଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ନୂଆ ୫ଟି ସହର ଏବଂ ଅନ୍ୟ ୧୩ ସହରର ୧୪୯ଟି ଓ୍ବାର୍ଡରେ ଆରମ୍ଭ ହେଉଛି ଡ୍ରିଙ୍କ ଫ୍ରମ ଟ୍ୟାପ୍‌। ଓଡ଼ିଶାରେ ଡ୍ରିଙ୍କ

ଅକ୍ଟୋବର ୧୨ରୁ ୬ଟି ଜିଲ୍ଲାରେ ଗଡିବ ଲକ୍ଷ୍ମୀ ବସ୍

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଲକ୍ଷ୍ମୀ ଯୋଜନାର ବସ୍‌ କର୍ମଚାରୀ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ନିଃସ୍ବାର୍ଥପର ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି । ଏହି ଆଲୋଚନାରେ

ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଦର୍ଶନ ପାଇଁ ପୋଷାକ ଉପରେ କଟକଣା ଲାଗୁ

ପୁରୀ : ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ପ୍ରବେଶ ପାଇଁ ଲାଗୁ କରାଗଲା ନୂଆ ନିୟମ । ଏଣିକି ମନ୍ଦିର ଭିତରକୁ ଯିବା ପୂର୍ବରୁ ଭକ୍ତଙ୍କ ପୋଷାକ ଉପରେ ଦିଆଯିବ ଧ୍ୟାନ । ଶ୍ରୀମନ୍ଦିରକୁ ଆସୁଥିବା ସମସ୍ତ

କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଶିଶୁବଦଳ: ବାପା କହୁଥିଲେ ପୁଅ, ଡିଏନ୍‌ଏ କହିଲା ଝିଅ

ଭୁବନେଶ୍ବର: କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ହୋଇଥିବା ଶିଶୁବଦଳ ଅଭିଯୋଗ ମାମଲାରେ ଆଜି ପୂର୍ଣ୍ଣଛେଦ ପଡ଼ିଛି। ଡିଏନ୍‌ଏ ଟେଷ୍ଟ ରିପୋର୍ଟ ଆସିବା ପରେ ଅଭିଯୋଗକାରୀଙ୍କ ସନ୍ଦେହ ଦୂର ହୋଇଛି। ଡିଏନ୍‌ଏ ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ

ଛାତ୍ର ସଂସଦ ନିର୍ବାଚନ ମାମଲା , ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ

କଟକ: କଲେଜ ଓ ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପ୍ରସଂଗକୁ ନେଇ ଦାୟର ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିବା ସହିତ ନୋଟିସ୍ ଜାରି କରିଛନ୍ତି। ମାମଲାରେ ଏକ ସପ୍ତାହ ଭି‌ତରେ ଜବାବ ରଖିବାକୁ ରାଜ୍ୟ

ଜନତା ମଇଦାନରେ ଚାରିଦିନିଆ ଆଇଟି ଏକ୍ସପୋ ୨୦୨୩ ଆରମ୍ଭ

ଭୁବନେଶ୍ବର: ଆଜିଠାରୁ ଜନତା ମଇଦାନରେ ଚାରିଦିନିଆ ଆଇଟି ଏକ୍ସପୋ ୨୦୨୩ ଆରମ୍ଭ ହୋଇଛି। ଓଡ଼ିଶା ଆଇଟି ସଂଘ (ଆଇଟିଏଓ) ପକ୍ଷରୁ ଆୟୋଜନ କରାଯାଇଥିବା ଏହି ଏକ୍ସପୋକୁ ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଅତିଥି ଭ‌ାବେ ଯୋଗଦେଇ

ବିଜେଡିର ଜନ ପ୍ରତାରଣା ଅଭିଯାନ : ବିଜେପି

ଭୁବନେଶ୍ବର:ଆଜି ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରାଯାଇଥିବାବେଳେ ଏହାକୁ ବିଜେପି ଟାର୍ଗେଟ କରିଛି ।   । ରାଜ୍ୟ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି, ବିଜେଡିର ଜନ ସମ୍ପର୍କ  ଅଭିଯାନ ନୁହେଁ, ଏହା

ବାଡ଼ି ପଛରେ ବଉଳା କୁମ୍ଭୀର, ଉଦ୍ଧାର କଲା ବନବିଭାଗ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଅନ୍ତର୍ଗତ ଚାନ୍ଦିବାଉଁଶମୂଳ ପଞ୍ଚାୟତ ଯଦୁଚନ୍ଦ୍ରପୁର ଗାଁରୁ ପୁଣି ଏକ ବିରାଟ ବଉଳା କୁମ୍ଭୀର ଉଦ୍ଧାର ହୋଇଛି । ରବିବାର ବିଳମ୍ବିତ ରାତିରେ କାଙ୍ଗାଳି ପାତ୍ରଙ୍କ ଘର ପଛପଟରୁ

ବରମୁଣ୍ଡା ନୀଳକଣ୍ଠେଶ୍ଵର ମନ୍ଦିର ପୋଖରୀରେ ବୁଡି ଛାତ୍ର ମୃତ

ଭୁବନେଶ୍ୱର: ବରମୁଣ୍ଡା ନୀଳକଣ୍ଠେଶ୍ଵର ମନ୍ଦିର ପୋଖରୀରେ ବୁଡି ଛାତ୍ର ମୃତ । ମୃତ ଛାତ୍ର ଜଣଙ୍କ ବରମୁଣ୍ଡା ମୁନିସିପାଲ କର୍ପୋରେସନ ହାଇ ସ୍କୁଲର ଛାତ୍ର ଓମ୍ ପ୍ରକାଶ ପ୍ରଧାନ । ଅଷ୍ଟମ ଶ୍ରେଣୀରେ ପଢୁଥିଲେ ଓମ୍ ।

ଓଡ଼ିଶାର ବିକାଶରେ ବିରୋଧୀ ଦଳ ଖୁସି ନାହାନ୍ତି: ନବୀନ

ଭୁବନେଶ୍ୱର: ବିଧାନସଭାରେ ବିରୋଧୀ ଦଳଙ୍କୁ ଜନବିରୋଧୀ କହିବା ପରେ ଏବେ ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀଙ୍କୁ ନିଶାନା କରିଛନ୍ତି । ଆଜି ବିଜେଡିର ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ