Browsing Category
ରାଜ୍ୟ
ସ୍କ୍ରବ୍ ଟାଇଫସ୍ , ସୁନ୍ଦରଗଡ଼ରେ ଆଉ ୩ ପଜିଟିଭ୍
ସୁନ୍ଦରଗଡ଼: ଜିଲ୍ଲାରେ ଆଉ ୩ ସ୍କ୍ରବ୍ ଟାଇଫସ୍ ପଜିଟିଭ ଚିହ୍ନଟ । ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲାରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଇ ୨୯୫ରେ ପହଞ୍ଚିଛି । ୪୭ଟି ରକ୍ତ ନମୁନା ପରୀକ୍ଷା ପରେ ୩ଜଣ ଆକ୍ରାନ୍ତ ମେଡିକାଲ ଓ ଜିଲ୍ଲା!-->…
ଏସସିବିରେ ହେଲା ମୋବାଇଲ ଆଲୁଅରେ ଚିକିତ୍ସା
କଟକ: ଏସ୍ସିବି ଡାକ୍ତରଖାନାରେ ବିଜୁଳି କାଟକୁ ନେଇ ଅଭାବନୀୟ ସ୍ଥିତି ଦେଖାଦେଇଛି । ଏକ କେବଲ୍ ଲାଇନ୍ରେ ସମସ୍ୟା ହେବାରୁ ମେଡିସିନ୍ ବିଭାଗର ଷଷ୍ଠ ୟୁନିଟ୍ ୱାର୍ଡ ସମେତ ଆନାଟୋମି ବିଭାଗ ଏବଂ ପୋଷ୍ଟମମର୍ଟମ୍ ରୁମ୍!-->…
ତିନିଗୁଣା ବଢ଼ିଲା ଭୁବନେଶ୍ୱର-ଉତ୍କେଲା ବିମାନ ଭଡ଼ା
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାବାସୀଙ୍କ ବହୁ ପ୍ରତୀକ୍ଷିତ ସ୍ୱପ୍ନ ଉତ୍କେଲା ଏୟାରଷ୍ଟ୍ରିପ୍କୁ ବିମାନବନ୍ଦରରେ ରୂପାନ୍ତରିତ କଲେ ସରକାର । ଗତ ଅଗଷ୍ଟ ୩୧ ତାରିଖରେ ପ୍ରଥମ କରି ଏହି ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ଚଳାଚଳ!-->…
ଅକ୍ଟୋବର ୫ ଯାଏଁ ବଢ଼ିଲା ମାଟ୍ରିକ୍ ଫର୍ମ ପୂରଣ ତାରିଖ
କଟକ: ମାଟ୍ରିକ ପରୀକ୍ଷା ପାଇଁ ଅନ୍ଲାଇନ୍ ଫର୍ମ ଫିଲ୍ଅପ୍ ସମୟସୀମାକୁ ମାଧ୍ୟମିକ ଶିକ୍ଷା ପରିଷଦ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଥିବା ଜଣାପଡିଛି । ଏହି ସମୟସୀମା ବଢ଼ଇଥିବା ନେଇ ଆଜି ପରିଷଦ ପକ୍ଷରୁ ପ୍ରେସ୍!-->…
ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ କମିଟି ବୈଠକ, ୧୯ଟି ପ୍ରକଳ୍ପକୁ ଅନୁମୋଦନ
ଭୁବନେଶ୍ୱର: ୧୨୨ତମ ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ କମିଟି ବୈଠକରେ ୧୯ଟି ପ୍ରକଳ୍ପକୁ ଅନୁମୋଦନ । ମୋଟ୍ ୩ ହଜାର ୬ ଶହ ୬୩ କୋଟି ଟଙ୍କା ବିନିଯୋଗରେ ଏହି ପ୍ରକଳ୍ପଗୁଡ଼ିକ ପ୍ରତିଷ୍ଠା ହେବ । ଏହାଦ୍ବାରା ପ୍ରାୟ ୧୩!-->…
ବଢ଼ିଲା ହୀରାକୁଦ ଜଳଭଣ୍ଡାର ୭ ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ
ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ ହୋଇଥିବା ବେଳେ ଶୁକ୍ରବାର ସନ୍ଧ୍ୟା ୬ଟାରେ ଜଳସ୍ତର ୬୩୦ ଫୁଟ ଛୁଇଁଛି । ଫଳରେ ୭ଟି ସ୍ଲୁଇସ୍ ଗେଟ୍ ବାଟେ ଜଳ ନିଷ୍କାସନ ହେଉଛି । ହୀରାକୁଦ ଜଳଭଣ୍ଡାରକୁ!-->…
ରତ୍ନ ଭଣ୍ଡାରକୁ ଅଳଙ୍କାର ତାଲିକା ପାଇଁ ହେବ ଉଚ୍ଚ଼ସ୍ତରୀୟ କମିଟି: ହାଇକୋର୍ଟ
କଟକ: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଭିତରେ ଥିବା ମୂଲ୍ୟବାନ ସୁନା ଗହଣା ଓ ଅନ୍ୟ ସଂପତ୍ତିର ତାଲିକା ପ୍ରସ୍ତୁତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚ଼ସ୍ତରୀୟ କମିଟି ଗଠନ ଉପରେ ଗୁରୁତ୍ୱ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ଶ୍ରୀମନ୍ଦିର!-->…
ଜଷ୍ଟିସ୍ ବିଦ୍ୟୁତ୍ ରଂଜନ ଷଡ଼ଙ୍ଗୀ ହାଇକୋର୍ଟର ମୁଖ୍ୟ ବିଚାରପତି
କଟକ: ହାଇକୋର୍ଟର ବରିଷ୍ଠତମ ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ୍ ରଂଜନ ଷଡ଼ଙ୍ଗୀ ୨୦୨୩, ଅକ୍ଟୋବର ୪ ତାରିଖରୁ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଦାୟିତ୍ୱରେ ରହିବେ । ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଅକ୍ଟୋବର ୩!-->…
ସୋଆ କୃଷି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍)ରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ ଦ୍ୱାରା ଶୁକ୍ରବାର ଡିଗ୍ରୀ ପ୍ରଦାନ!-->…
ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ବିଧାନସଭାରୁ ସସ୍ପେଣ୍ଡ
ଭୁବନେଶ୍ୱର: ବିଧାନସଭାରେ ଗୃହର ମଧ୍ୟଭାଗରେ ପ୍ରଥମେ ହୋହଲ୍ଲା କରି ପରେ ବାଚସ୍ପତିଙ୍କ ପୋଡିୟମକୁ ଡାଲି ଫିଙ୍ଗି ସସ୍ପେଣ୍ଡ ହୋଇଛନ୍ତି ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ଓ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ।!-->…