THE BYAPINI
Browsing Category

ରାଜ୍ୟ

ମନ୍ଦିରା ଡ୍ୟାମର ୯ ଗେଟ୍‌ ଖୋଲାଗଲା ବଢ଼ୁଛି ବ୍ରାହ୍ମଣୀର ଜଳସ୍ତର

ରାଉଲକେଲା: ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁୁଁ କାଂଶବାହାଲ ଠାରେ ଥିବା ମନ୍ଦିରା ଡ୍ୟାମର ଜଳସ୍ତର ବୃଦ୍ଧିପାଉଥିବାରୁ ଡ୍ୟାମର ୯ଟି ଗେଟ୍‌ ଖୋଲି ଦିଆଯାଇଛି । ପ୍ରତ୍ୟେକ ଗେଟ୍‌କୁ ୫ ଫୁଟ୍‌ ଲେଖାଏଁ ଖୋଲି ଦିଆଯାଇଥିବାରୁ

ରାଜ୍ୟର ୧୩ଟି ଜଳାଶୟ ଓ ଜଳଭଣ୍ଡାରର ହେବ କାୟା ପରିବର୍ତ୍ତନ

ଭୁବନେଶ୍ୱର : ରାଜ୍ୟରେ ଜଳାଶୟ ଏବଂ ଜଳଭଣ୍ଡାରଗୁଡିକର ପାରିପାର୍ଶ୍ୱିକ ବିକାଶ କରିବାକୁ ବର୍ତ୍ତମାନ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଏହିକ୍ରମରେ ରାଜ୍ୟର ଆଉ ୧୩ଟି ଜଳାଶୟ ଏବଂ ଜଳଭଣ୍ଡାରର ପାରିପାର୍ଶ୍ୱିକ ଉନ୍ନୟନ ପାଇଁ

ଆଜିଠୁ ପୁରୀ – ରାଉଲକେଲା ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଆରମ୍ଭ

ଭୁବନେଶ୍ୱର: ଓଡିଶାରେ ଆଜିଠାରୁ ଗଡିବ ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସ । ଏହା ହେବ ରାଜ୍ୟର ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ । ଦିନ ୧୨ଟା ୪୫ ମିନିଟରେ ଭର୍‌ଚୁଆଲ ମୋଡରେ ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ନୂଆ ବର୍ଷରେ ନୂଆ ଭେଟି ଆଶାରେ ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନଙ୍କ ସହ ଆଲୋଚନା ପରେ ଡିସେମ୍ବର ମାସ ସୁଦ୍ଧା ଦାବୀ ପୂରଣ ପ୍ରତିଶ୍ରୁତି ମିଳିଥିବାରୁ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆନ୍ଦୋଳନ ସ୍ଥଗିତ ରଖାଯିବାକୁ ନିଷ୍ପତ୍ତି

୨ ନେତା ବିଜେଡିରୁ ବହିଷ୍କୃତ

ଭୁବନେଶ୍ୱର: କିଛି ଦିନର ନିରବତା ପରେ ପୁଣି ୨ଜଣ ବହିଷ୍କୃତ । ତିରିଂ ବ୍ଲକ ଅଧ୍ୟକ୍ଷ ପରମେଶ୍ୱର ସମାଡ଼ ଓ ଏସଡିସି ସଦସ୍ୟ ଜାଲେନ ନାଏକ ବିଜେଡିରୁ ବହିଷ୍କୃତ ହୋଇଥିବା ସୄଚନା ମିଳିଛି । ଦଳବିରୋଧୀ କାର୍ୟ୍ୟ ପାଇଁ ଦଳର ସଭାପତି

ଖୋଲିଲା ହୀରାକୁଦର ଆଉ ୨ଟି ଗେଟ୍

ସମ୍ବଲପୁର: ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ବଢୁଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର। ଯାହାକୁ ନଜରରେ ରଖି ହୀରାକୁଦର ଆଜି ଆଉ ୨ଟି ଗେଟ୍‌ ଖୋଲାଯାଇଛି । ଗତ ଦୁଇଦିନର ୨୨ଟି ଗେଟ୍‌ ଖୋଲାଯାଇଥିବା ବେଳେ ଆଜି ଆଉ ୨ଟି ଗେଟ୍

ସ୍କ୍ରବ ଟାଇଫସ୍‌: ବଲାଙ୍ଗୀରରେ ୩୩୭ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗୀର : ସୁନ୍ଦରଗଡ ପରେ ବଲାଙ୍ଗୀରରେ ବ୍ୟାପିଲା ସ୍କ୍ରବ ଟାଇଫସ୍‌ । ବଲାଙ୍ଗୀରରେ ସ୍କ୍ରବ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୩୩୭ରେ ପହଁଚିଛି । ସମଗ୍ର ଜିଲ୍ଲାରେ ଗତ ଅଗଷ୍ଟ ମାସରେ ୧୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଉଥିବା

ପୁରୀ ନୁହଁ ଭୁବନେଶ୍ୱର ଷ୍ଟେସନରୁ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉଦ୍‌ଘାଟନ

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନରୁ ଆସନ୍ତା ୨୪ ତାରିଖ ଦିନ ସାଢ଼େ ୧୨ଟାରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଉଦଘାଟନ କରାଯିବ । ଏହି ଟ୍ରେନ୍‌ ଉଦ୍‌ଘାଟନ ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର

ମୁଣ୍ଡପିଛା ଋଣଭାର ୧୯୧୭୧ ଟଙ୍କାକୁ ହ୍ରାସ: ଅର୍ଥମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବିତ୍ତୀୟ ପରିଚାଳନା ବେଶ୍‌‌ ଶୃଙ୍ଖଳିତ ରହିଥିବା ବେଳେ ଆର୍ଥିକ ସ୍ଥିତି ଏବଂ ଋଣ ପରିଚାଳନା ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଉତ୍ତମ ସ୍ଥିତିରେ ରହିଛି। ରାଜ୍ୟ ମହାଲେଖାଗାରଙ୍କ ପକ୍ଷରୁ ମିଳିଥିବା ସୂଚନା

ହୀରାକୁଦ,୨୨ ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର: ହୀରାକୁଦ ଜଳସ୍ତର ରୁଲ୍‌ କର୍ଭ ଅନୁଯାୟୀ ସର୍ବୋଚ୍ଚ ସୀମା ପାଖରେ ରହିଛି । କ୍ରମାଗତ ଲଘୁଚାପ ବର୍ଷା ଯୋଗୁଁ ଉପରମୁଣ୍ଡରୁ ବ୍ୟାପକ ମାତ୍ରାରେ ପାଣି ଆସୁଛି । ଫଳରେ ସ୍ଥିତିକୁ ଦେଖି ଗୁରୁବାର ୬ଟି ଗେଟ୍‌