Browsing Category
ରାଜ୍ୟ
୨୮ ହଜାର ୨୦୦ କୋଟିର ଅତିରିକ୍ତ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ଆରୁଖ୍
ଭୁବନେଶ୍ୱର : ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୩-୨୪ ଆର୍ଥକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି । ମୂଳ ବଜେଟର ଆକାର ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ଥିବାବେଳେ!-->…
ସିଡିଏ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ବର୍ଷେ ବଢ଼ିଲା
କଟକ: ସିଡିଏ ଅଧ୍ୟକ୍ଷ ତଥା ବରିଷ୍ଠ ପ୍ରଶାସକ ଅନିଲ କୁମାର ସାମଲଙ୍କ କାର୍ଯ୍ୟକାଳ ରାଜ୍ୟ ସରକାର ପୁଣି ଏକ ବର୍ଷ ବୃଦ୍ଧି କରିଛନ୍ତି । କଟକ ବଡଡାକ୍ତରଖାନାର ନବୀକରଣ, ଅତ୍ୟାଧୁନିକ କଟକ ନେତାଜୀ ବସ୍ଟର୍ମିନାଲ ନିର୍ମାଣ, ତାଳଦଣ୍ଡା!-->…
ଅକ୍ଟୋବରରେ ରାଜ୍ୟରେ ବାତ୍ୟା ଆଶଙ୍କା
ଭୁବନେଶ୍ୱର: ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ରାଜ୍ୟରେ ବାତ୍ୟା ଆଶଙ୍କା ପ୍ରକାଶ କରିଛି ପାଣିପାଗ ବିଭାଗ । ମୌସୁମୀ ଫେରିବା ସମୟ ପୂର୍ବରୁ ଓଡିଶାକୁ ଦେଖାଗଲାଣି ବାତ୍ୟା ଭୟ । ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ଆଉ ଏକ!-->…
ଆଜି ଠାରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ
ଭୁବନେଶ୍ୱର : ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ଅକ୍ଟୋବର ୪ ତାରିଖ ଯାଏ ଚାଲିବାକୁ ଥିବା ଏହି ସ୍ୱଳ୍ପକାଳୀନ ଅଧିବେଶନରେ ମୋଟ ୮ଟି କାର୍ଯ୍ୟଦିବସ ରହିଛି । ଅଧିବେଶନ ପ୍ରଥମ ଦିନରେ ପୂର୍ବାହ୍ନ ସାଢେ ୯ଟାରେ!-->…
କାଲିଠାରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ସୁରକ୍ଷା ତଦାରଖ କଲେ ଡିଜି
ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଆସନ୍ତା କାଲି (ଶୁକ୍ରବାର) ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ । ସୁରକ୍ଷା ଲାଗି!-->…
ରାଜସ୍ୱ ମନ୍ତ୍ରୀ ପଦ ଛାଡିଲେ ପ୍ରମିଳା ସୁଦାମ ମାରାଣ୍ଡିଙ୍କୁ ମିଳିଳା ଅତିରିକ୍ତ ଦାୟିତ୍ୱ
ଭୁବନେଶ୍ୱର: ପ୍ରମିଳା ମଲ୍ଲିକ ଆଜି ରାଜସ୍ୱ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ବାଚସ୍ପତି ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଫଳରେ ଖାଲି ଥିବା ରାଜସ୍ୱ ବିଭାଗର ଦାୟିତ୍ୱ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଦିଆଯାଇଛି । ସୁଦାମ!-->…
୪୪ ଲକ୍ଷ ୫୬ ହଜାର ଚାଷୀଙ୍କୁ ମିଳିଲା କାଳିଆ ସହାୟତା ରାଶି
ଭୁବନେଶ୍ୱର: ନୂଆଁଖାଇ ପର୍ବ ଅବସରରେ ରାଜ୍ୟର ୪୪ ଲକ୍ଷ ୫୬ ହଜାର ଚାଷୀ ପରିବାରଙ୍କୁ କାଳିଆ ସହାୟତା ଦେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି!-->…
ଚଳିତ ମାସ ୨୪ ତାରିଖରୁ ପୁରୀ-ରାଉଲକେଲା ମଧ୍ୟରେ ଚାଲିବ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ
ପୁରୀ: ଆସନ୍ତା ୨୪ ତାରିଖରୁ ଓଡିଶାରେ ଚାଲିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ । ପୁରୀରୁ ରାଉଲକେଲା ମଧ୍ୟରେ ଏହି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ ବୋଲି ଦକ୍ଷିଣପୂର୍ବ ରେଳପଥ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ଏନେଇ!-->…
ସୁନ୍ଦରଗଡ଼ରେ ପୁଣି ୬ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ
ସୁନ୍ଦରଗଡ: ସୁନ୍ଦରଗଡରେ ଆଉ ୬ ଜଣ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ରବ ଟାଇଫସ୍ ରୋଗ ଚିନ୍ତାର କାରଣ ହୋଇଥିବା ବେଳେ ସୁନ୍ଦରଗଡରେ ସର୍ବାଧିକ ୨୦୬ ସ୍କ୍ରବ୍!-->…
ରମାରଞ୍ଜନ ବଳିୟାରସିଂହ : ଆଗୁଆ ବଜେ୍ଟ, ମନମୁଖି ଘୋଷଣା, ବେପରୁଆ ଖର୍ଚ୍ଚ କାହା ସ୍ୱାର୍ଥରେ ?
ଭୁବନେଶ୍ୱର: ରାଜ୍ୟ ସରକାର ସାମ୍ବିଧାନିକ ବିଧିବ୍ୟବସ୍ଥାର ମନଇଚ୍ଛା ଉଲଘଂନ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ନିର୍ଦ୍ଧାରିତ ସମୟର ୩ ମାସ ପୂର୍ବରୁ ଏବଂ ମାତ୍ର ୧୫% ଅର୍ଥ ବ୍ୟୟ କରି ଅତିରିକ୍ତ ବଜେଟ୍ ଅଣାଇବା!-->…