Browsing Category
ରାଜ୍ୟ
‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟର ମା’, କିଶୋରୀ ଝିଅ ଓ ଶିଶୁମାନଙ୍କ ଉପଯୁକ୍ତ ପୁଷ୍ଟିସାଧନ ଉଦ୍ଦେଶ୍ୟରେ ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ କରିଛନ୍ତି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ!-->…
ପୂଜା ମଣ୍ଡପ ଚାରପଟ ପରିଷ୍କାର ରଖିଲେ ୨୦ ହଜାର ଟଙ୍କା ପୁରସ୍କାର
ରାଉରକେଲା: ସାରା ରାଜ୍ୟରେ ଏବେ ପାର୍ବଣର ମାହୋଲ । ଆଦ୍ୟପୂଜ୍ୟ ଗଣେଶଙ୍କ ପୂଜା ପରେ ଆରମ୍ଭ ହେବ ପାର୍ବଣ ଋତୁ । ରାଉରକେଲା ସହରରେ ବି ପାର୍ବଣ ମାହୋଲ । ଗଣେଶ, ଦୁର୍ଗା, ଲକ୍ଷ୍ମୀ ଓ କାଳୀ ପୂଜା ପାଇଁ ପ୍ରସ୍ତୁତ ହେଲେଣି ମଣ୍ଡପ ।!-->…
ଆହୁରି ୨ ଦିନ ଧରି ଲାଗି ରହିବ ବର୍ଷା ଆଜି ୫ ଜିଲ୍ଲାକୁ ରେଡ୍ ଓ ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
ଭୁବନେଶ୍ୱର: ଘନୀଭୁତ ହେଉଛି ଲଘୁଚାପ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନେବ ଲଘୁଚାପର ରୂପ ନେବ ଓ ପରେ ପରେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶା ଏବଂ ଦକ୍ଷିଣ ଛତିଶଗଡ ଦେଇ ଅତିକ୍ରମ କରିବ । ଏହି ଲଘୁଚାପ!-->…
ବାଦାମବାଡି ଓ ଲିଙ୍କ ରୋଡ୍ ଠାରେ ବେଆଇନ୍ ଲିଙ୍ଗନିରୂପଣ କେନ୍ଦ୍ରରେ ଚଢ଼ାଉ, ୨ ଗିରଫ
କଟକ: କନ୍ୟାଭୃଣ ହତ୍ୟା ରୋକିବା ପାଇଁ ସରକାର ସମସ୍ତ ପ୍ରକାର ଚେଷ୍ଟା ଓ କଡା ଆଇନ୍ ପ୍ରଣୟନ କରିବା ସତ୍ତେ୍ୱ ବେଆଇନ୍ ଭାବରେ ଲିଙ୍ଗ ନିରୂପଣ ଏବେ ବି ଜାରି ରହିଛି । କଟକ ସହରର ବାଦାମବାଡି ଓ ଲିଙ୍କ ରୋଡ ଭଳି ଅଞ୍ଚଳରୁ ବେଆଇନ୍!-->…
ଯଯାତି କେଶରୀଙ୍କ ନାମରେ ନାମିତ ହେବ ଯାଜପୁର ମେଡିକାଲ କଲେଜ
ଯାଜପୁର: ପ୍ରାଚୀନ ଓଡ଼ିଶାର ପ୍ରସିଦ୍ଧ ସୋମବଂଶୀ ଶାସକ ମହାରାଜା ଯଯାତି କେଶରୀଙ୍କ ନାମରେ ନାମିତ ହେବ ଯାଜପୁର ମେଡିକାଲ କଲେଜ ଓ ହସ୍ପିଟାଲ । ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ମେଡିକାଲ!-->…
‘ଆୟୁଷ୍ମାନ ଭବ’ ଅଭିଯାନର ଶୁଭାରମ୍ଭ କଲେ ରାଷ୍ଟ୍ରପତି
ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭର୍ଚୁଆଲ୍ ମୋଡ୍ରେ ସାରା ଦେଶରେ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ‘ଆୟୁଷ୍ମାନ ଭବ’ ଅଭିଯାନର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ!-->…
କଟକ ନେତାଜୀ ବସ୍ ଟର୍ମିନାଲ ଉଦଘାଟନୀ ବିବାଦ, ବାଦାମବାଡି ବସଷ୍ଟାଣ୍ଡ ବ୍ୟବସାୟୀ ମହାସଂଘର ଗଣଧାରଣା
କଟକ: ସେପ୍ଟେମ୍ବର ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ନେତାଜୀ ବସ୍ ଟର୍ମିନାଲ (ସିଏନବିଟ)କୁ ଉଦ୍ଘାଟନ କରିବେ ବୋଲି ସୂଚନା ମିଳିବା ପରେ ଧିରେ ଧିରେ ସ୍ଥାନୀୟ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ!-->…
ଚଳିତ ବର୍ଷରୁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୫ ନୂଆ ପୁରସ୍କାର
ଭୁବନେଶ୍ୱର: ଚଳିତ ବର୍ଷ ଠାରୁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୫ ନୂଆ ପୁରସ୍କାର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଥିବା ଜଣାପଡିଛି । ଏନେଇ ରୂପରେଖ ପ୍ରସ୍ତୁତ ସରିଛି ଓ ଖୁବଶୀଘ୍ର ଏ ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ!-->…
ବଦଳିଲେ ୧୦୬ ଜଣ ବିଡିଓ ଓ ୧୮୯ ଜଣ ତହସିଲଦାର
ଭୁବନେଶ୍ୱର : ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀମାନଙ୍କ ସ୍ତରରେ ଏକ ବଡ଼ ଧରଣର ଅଦଳ ବଦଳ କରାଯାଇଛି । ରାଜ୍ୟର ବିଭିନ୍ନ ବ୍ଲକରେ ବିଡିଓ ଓ ତହସିଲଦାର ଭାବେ କାର୍ଯ୍ୟ କରୁଥିବା ଓଏଏସ୍ମାନଙ୍କ ସହିତ ଡେପୁଟି କଲେକ୍ଟରମାନଙ୍କର!-->…
ଡେଙ୍ଗୁ ସଚେତନତା ପାଇଁ ରାଜଧାନୀରେ ‘ଘର ଘର ସମ୍ପର୍କ ଅଭିଯାନ’
ଭୁବନେଶ୍ୱର: ରାଜଧାନୀରେ ଗତ ୮ ଦିନରେ ୬ଶହ ଆକ୍ରାନ୍ତ ଚିହ୍ନଟ ହେଲେଣି । ଡେଙ୍ଗୁ ମୁକାବିଲା ପାଇଁ ବିଏମ୍ସି ଯାହା ପ୍ରସ୍ତୁତି କରିଥିଲା ତାହା ଆଶାନୁରୂପ ଫଳ ଦେବାରେ ସଫଳ ହୋଇନାହିଁ । ଫଳରେ ଏବେ ଘରେ ଘରେ ଡେଙ୍ଗୁ ଆକ୍ରାନ୍ତ!-->…