Browsing Category
ରାଜ୍ୟ
ପାଇକ ଏକାଡେମୀ ପ୍ରତିଷ୍ଠା ନେଇ ରାଜନୀତି ତେଜିଲା
ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ପାଇକ ଏକାଡେମୀ ପ୍ରତିଷ୍ଠା ନେଇ ଓଡିଶା ସରକାରଙ୍କ ନିଷ୍ପତ୍ତିକୁ ବିରୋଧୀ ବିଜେପି ଓ କଂଗ୍ରେସ କଡା ସମାଲୋଚନା କରିବା ସହ ଏହା ଏକ ରାଜନୈତିକ ଚାଲ୍ ବୋଲି ଅଭିଯୋଗ କରିଛନ୍ତି । ବିରୋଧିମାନେ!-->…
ଓଡ଼ିଶାରେ ବଢ଼ୁଛି ଆତ୍ମହତ୍ୟା ହାର , ପ୍ରତିଦିନ ୧୫ ଜଣ ହରାଉଛନ୍ତି ପ୍ରାଣ
ଭୁବନେଶ୍ୱର: ସମଗ୍ର ଦେଶରେ ଆତ୍ମହତ୍ୟା ହାର ଚିନ୍ତାଜନକ ହେଲା ବେଳେ ଓଡ଼ିଶାରେ ବାର୍ଷିକ ହାରାହାରା ୧୨.୩ ପ୍ରତିଶତ ଲୋକ ଆତ୍ମହତ୍ୟା କରୁଛନ୍ତି ଯାହାକି ଭାରତର ହାରରାରି ହାର ଠାରୁ ଅଧିକ ବୋଲି ଜଣାପଡିଛି । ଏଥିମଧ୍ୟରୁ ଯୁବବର୍ଗ!-->…
ନିର୍ଦ୍ଦିଷ୍ଟ ଗୋଷ୍ଠୀ ପଇସା ଦେଇ ଓଡ଼ିଶା କଂଗ୍ରେସକୁ କିଣି ରଖିଛନ୍ତି : ସୁରେଶ ରାଉତରାୟ
ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ନିଜ ଦଳ ଉପରେ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି । କାରଣ ହେଉଛି କଂଗ୍ରେସ ଦଳ ପକ୍ଷରୁ ମନ୍ମଥ ରାଉତରାୟଙ୍କୁ ନିଲମ୍ବନ କରାଯାଇଛି । ନିକଟରେ ସେ କଂଗ୍ରେସ ଟିକେଟ୍ରୁ!-->…
ଆସନ୍ତା ୧୨ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା
ଭୁବନେଶ୍ୱର : ଆସନ୍ତା ୧୨ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ । ରାଜ୍ୟରେ ୩ ଦିନ ଧରି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୧୨ ତାରିଖ ବେଳକୁ!-->…
ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ
ଭୁବନେଶ୍ୱର: ଓଡ଼ିଶାରେ ପାଇକ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର ନିମନ୍ତେ ରାଜ୍ୟ ସରକାର ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାକୁ!-->…
ଡିସେମ୍ବର ୧୪ ପର୍ଯ୍ୟନ୍ତ ବଢ଼ିଲା ଆଧାର ଅପେଡେଟ୍ ସମୟସୀମା
ନୂଆଦିଲ୍ଲୀ : ପୁଣିଥରେ ୩ ମାସ ପର୍ଯ୍ୟନ୍ତ ବୃଦ୍ଧିପାଇଛି ୟୁନିକ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ଆଧାର ଅପଡେଟ କରିବା ସମୟସୀମା । ପୂର୍ବରୁ ମାଗଣାରେ ଆଧାର ଅପଡେଟ୍ କରିବା ପାଇଁ ସେପ୍ଟେମ୍ବର ୧୪!-->…
ହଠାତ୍ ଆକାଉଣ୍ଟକୁ ଆସିଲା ଲକ୍ଷାଧିକ ଟଙ୍କା ବ୍ୟାଙ୍କରେ ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ ମୁତୟନ
ଆଳି : ଆଳି ବାଟିପଡା ଗ୍ରାମ୍ୟବ୍ୟାଙ୍କ ଶାଖାରେ ହଠାତ ଶହ ଶହ ଲୋକଙ୍କ ଭିଡ ଜମିଛି । ଲୋକମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ହଜାର ହଜାର ଟଙ୍କା ଜମା ହୋଇଥିବା ନେଇ ମୋବାଇଲକୁ ବାର୍ତ୍ତା ଆସିବା ପରେ ଆଜି ଆଳିର ଏକ ବ୍ୟାଙ୍କରେ ଗ୍ରାହକଙ୍କ!-->…
୧୬ରେ ନେତାଜୀ ବସ୍ ଟର୍ମିନାଲ୍ର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
କଟକ: ଚଳିତ ମାସ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ନେତାଜୀ ବସ୍ ଟର୍ମିନାଲ (ସିଏନବିଟି)ର ଉଦ୍ଘାଟନ କରିବେ । ଏତଦ୍ବ୍ୟତୀତ କଟକ ସହରରେ ନୂତନ ଭାବେ ଗଢିଉଠିଥିବା ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର!-->…
ବାଣୀବିହାରରେ ‘ୱି ଷ୍ଟାଣ୍ଡ ଫର ପାଣ୍ଡିଆନ ସାର’ ପୋଷ୍ଟର
ଭୁବନେଶ୍ୱର: ଗତ କିଛି ମାସ ହେଲା ରାଜ୍ୟରେ ୫-ଟି ସଚିବଙ୍କୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି ସହ ଶାସକ ବିଜେଡିର କଥା କଟାକଟି ଜୋରସୋରରେ ଚାଲିଛି । ପ୍ରସଙ୍ଗ କେବଳ ଗୋଟିଏ । ତାହ ହେଲା ୫-ଟି ସଚିବ । ତେବେ ଏହି ପ୍ରସଙ୍ଗ!-->…
ଆଜି ନୂଆଖାଇ ପାଇଁ ସ୍ଥିର ହେବ ଲଗ୍ନ
ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଗୁରୁବାର ସମ୍ବଲପୁରରେ ଲଗ୍ନ ନିର୍ଘଣ୍ଟ ସ୍ଥିର କରାଯିବ । ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ପରିସରରେ ବ୍ରହ୍ମମଣ୍ଡପ ପଣ୍ଡିତ ମହାସଭା ଦ୍ବାରା ଚଳିତ ରାଶି ନକ୍ଷତ୍ର ଅନୁସାରେ!-->…