THE BYAPINI
Browsing Category

ରାଜ୍ୟ

ଖୁସି ଖବର: ଆଜି ଇ-ବସରେ ମାଗଣା ସେବା

ଭୁବନେଶ୍ୱର: ରାଜଧାନୀରେ ଯାତାୟାତ କରୁଥିବା ଯାତ୍ରୀମାନଙ୍କ ପାଇଁ ଖୁସି ଖବର । ଭୁବନେଶ୍ୱରରେ ଆଜି ମାଗଣା ଇ-ବସ ଓ ଇ-ରିକ୍ସା ସେବା ମିଳିବ । କ୍ରୁଟର ଇ-ବସ ଓ ଇ-ରିକ୍ସାରେ ଯାତ୍ରୀମାନେ ମାଗଣାରେ ଯାତ୍ରା କରିପାରିବେ ।

ସେମିଳିଗୁଡ଼ାରେ ସର୍ବାଧିକ ବର୍ଷା, ୧୫୮ ମିମି

ଭୁବନେଶ୍ୱର: ମୌସୁମୀ ପ୍ରବାହ ସକ୍ରିୟ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ତେବେ ଗତ ୨୪ ଘଣ୍ଟାରେ କୋରାପୁଟର ସେମିଳିଗୁଡ଼ାରେ ସର୍ବାଧିକ ବର୍ଷା ହୋଇଛି ।  ସିମିଳିଗୁଡ଼ାରେ ଗତ ୨୪୨ ଘଣ୍ଟାରେ ସର୍ବାଧିକ ୧୫୮

ପୋଲ ତଳକୁ ଖସିଲା କାର୍‌, ଅଳ୍ପକେ ବର୍ତ୍ତିଲେ ୫ ଯାତ୍ରୀ

ସୋରୋ: ଭାରସାମ୍ୟ ହରାଇ ୨୦ ଫୁଟ୍‌ ପୋଲ ତଳକୁ ଖସିଲା କାର୍‌ । ଅଳ୍ପକେ ବର୍ତ୍ତିଲେ ୫ ଯାତ୍ରୀ । ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ତଳନଗର ନିକଟରେ ପୋଲ ତଳକୁ ଖସିଲା କାର। ପଶ୍ଚିମବଙ୍ଗ ଖଡ଼ଗପୁରରୁ ଏକ କାରରେ ଦମ୍ପତି ଦୁଇ

ଘୂର୍ଣ୍ଣିବଳୟ ପ୍ରଭାବରେ ଆଉ ଦୁଇ ଦିନ ବର୍ଷା

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇଛି । ଗତ ୨୪ ଘଣ୍ଟାରେ ବାଲେଶ୍ୱରରେ ସର୍ବାଧିକ ୧୨୦ ମିମି ବର୍ଷା ହୋଇଛି । ୧୩ ସହରରେ ପ୍ରବଳ ବର୍ଷିଛି । ଜଡ଼ିତ ଘୂର୍ଣ୍ଣିବଳୟ

ଭିଜିଲାନ୍ସ ଜାଲରେ ଅବକାରୀ ଏଏସଆଇ

ଭୁବନେଶ୍ଵର : ଭିଜିଲାନ୍ସ ଜାଲରେ ବାଲୁଗାଁ ଅବକାରୀ ଏଏସଆଇ। ସୁଦୀପ୍ତ ଦାଶଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ହୋଇଥିବା ସୂଚନା ମିଳିଛି। ଖୋର୍ଦ୍ଧା ଓ ନୟାଗଡ଼ର ୪ଟି ସ୍ଥାନରେ ଚଢ଼ାଉ

ଘଟଗାଁ ତାରିଣୀ ପୀଠରେ ୧୧ ଲକ୍ଷରୁ ଅଧିକ ମାନସିକ ନଡ଼ିଆ ପଡିରହିଛି

କେନ୍ଦୁଝର : ଘଟଗାଁ ମା ତାରିଣୀଙ୍କ ପୀଠକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଦୈନନ୍ଦିନ ହଜାର ହଜାର ନଡିଆ ପହଁଚିଥାଏ । ଆସୁଥିବା ମାନସିକ ନଡିଆ ମା’ତାରିଣୀଙ୍କ ମନ୍ଦିର ପରିସରରେ ଥିବା ଦୁଆରଶୁଣି ମନ୍ଦିରରେ ପିଟାଯିବା ପରେ ଏହାକୁ

ଓଡ଼ିଆ ବିଶ୍ୱବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ,୨ ମାସରେ ନିର୍ମାଣ କାର୍ଯ୍ୟ ଶେଷ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଡିସେମ୍ବର ମାସ ସୁଦ୍ଧା ଓଡିଆ ବିଶ୍ୱବିଦ୍ୟାଳୟର ନିଜସ୍ୱ କୋଠା ନିର୍ମାଣ ଶେଷ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶପୁରୀ: ପବିତ୍ର ଗୁରୁ ଦିବସ ଅବସରରେ ସତ୍ୟବାଦୀ ଠାରେ ସ୍ଥାପିତ ଓଡିଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ନୂତନ ସ୍ନାତକୋତ୍ତର

ଆଜି ଶପଥ ନେଲେ ଓଡିଶା ହାଇକୋର୍ଟର ଦୁଇ ନୂଆ ବିଚାରପତି

କଟକ: ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବରେ ଶପଥ ନେଇଛନ୍ତି ଜଷ୍ଟିସ ଶିବଶଙ୍କର ମିଶ୍ର ଓ ଜଷ୍ଟିସ ଆନନ୍ଦ ଚନ୍ଦ୍ର ବେହେରା । ଉଭୟଙ୍କୁ ଶପଥ ପାଠ କରାଇଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର । ଏହି

ଜଟଣୀ ଖାସମାହଲରେ ୫୩୭ ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ଜମି ପଟ୍ଟା ବଣ୍ଟନ କରିବେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜଟଣୀ ଖାସମାହଲ ଜମି ସମସ୍ୟାର ସମାଧାନ କରି ଲୋକଙ୍କୁ ପଟ୍ଟା ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ. ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ତାଙ୍କର

ବ୍ଲାକ୍‌ ଜ୍ୟାକେଟ୍‌ ଗ୍ୟାଙ୍ଗ୍‌ର ୪ କୁଖ୍ୟାତ ଲୁଟେରା ଗିରଫ

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ସ୍ଥାନରେ ଲୁଟ୍‌ପାଟ କରୁଥିବା ‘ବ୍ଲାକ ଜ୍ୟାକେଟ୍‌’ ଗ୍ୟାଙ୍ଗକୁ ଶେଷରେ କମିସନରେଟ୍‌ ପୁଲିସ ଧରିବାରେ ସଫଲ ହୋଇଛି । ବେଶ୍‌ କିଛିଦିନ ପୁଲିସକୁ ଚକ୍‌ମା ଦେଖାଇବା ପରେ ଏହି ଗ୍ୟାଙ୍ଗ୍‌ର ୪ ସଦସ୍ୟକୁ