Browsing Category
ରାଜ୍ୟ
ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା
ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ମଙ୍ଗଳବାର ଲଘୁଚାପ ସୃଷ୍ଟି ହୋଇ ଏହା ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରିକରାଯାଇଛି । ମାଲକାନଗିରି, କୋରାପୁଟ!-->…
ମହିଳା କର୍ମଚାରୀଙ୍କ ପାଇଁ ଏମ୍ସରେ ଖୋଲିଲା କ୍ରେଚ୍
ଭୁବନେଶ୍ୱର: ମହିଳା କର୍ମଚାରୀମାନଙ୍କୁ ଚାପ ମୁକ୍ତ ଭାବରେ କାମ କରିବାରେ ସହଯୋଗ କରିବା ପାଇଁ ରାଜ୍ୟର ପ୍ରଥମ ଡାକ୍ତରଖାନା ଭାବେ ଭୁବନେଶ୍ୱର ଏଏମ୍ସ ପରିସରରେ ଶିଶୁମାନଙ୍କ ପାଇଁ କ୍ରେଚ୍ ଉଦ୍ଘାଟିତ ହୋଇଯାଇଛି । ରାଜ୍ୟର ପ୍ରଥମ!-->…
କଟକ ବଡ ଡାକ୍ତରଖାନା ଓପିଡିରେ ମଧ୍ୟାହ୍ନଭୋଜନ ବିରତି ରହିବ ନାହିଁ
କଟକ: କଟକ ବଡ ଡାକ୍ତରଖାନା ଓ ଦନ୍ତ ମହାବିଦ୍ୟାଳୟର ଓପିଡି ପାଇଁ ଉଦ୍ଦିଷ୍ଟ ଟିକେଟ୍ କାଉଣ୍ଟରରେ ଆଉ ମଧ୍ୟାହ୍ନଭୋଜନ ବିରତି(ଲଞ୍ଚ ବ୍ରେକ୍) ରହିବନି । ସକାଳ ସାଢେ ୮ଟାରୁ ଅପରାହ୍ନ ସାଢେ ୪ଟା ପର୍ଯ୍ୟନ୍ତ ଓପିଡି ଟିକେଟ୍!-->…
ଶିମିଳିପାଳରେ ଆବିଷ୍କୃତ ହେଲା ୧୧୧୫ ଫୁଟ୍ର ଜଳପ୍ରପାତର
ବାରିପଦା: ଶିମିଳିପାଳ , ସବୁଜ ବନାନୀ ଘେରା ଜୈବବିବିଧତାରେ ଭରା ଏହି ଜାତୀୟ ଉଦ୍ୟାନର ଘଞ୍ଚ ବନାନୀରେ ଏବେ ବି ଏମିତି ଅନେକ ଅନାଲୋଚିତ ସ୍ଥାନ ରହିଛି ଭାବିଲେ ବିସ୍ମୟ ଭଳି ଲାଗୁଛି । ଶିମିଳିପାଳରେ ଆଜି ବି ଏମିତି ଅନେକ ସ୍ଥାନକୁ!-->…
ପ୍ରଥମ ଭାରତୀୟ ଭାବରେ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତି ପାଇଲେ ଅନ୍ତର୍ଜାତୀୟ ଆଇୟୁପିଏସି ପୁରସ୍କାର
ଜଗତସିଂହପୁର : ମୁମ୍ବାଇ ସ୍ଥିତ ଭାବା ଆଣବିକ ଅନୁସନ୍ଧାନ କେନ୍ଦ୍ରର ଓଡିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ରସାୟନ ଶାସ୍ତ୍ରରେ ଉଚ୍ଚକୋଟିର ଗବେଷଣା ପାଇଁ ଆଇୟୁପିଏସି ପୁରସ୍କାର ମିଳିଛି । ଏହି ପୁରସ୍କାର ପାଇବାରେ ସେ!-->…
ଦିଲ୍ଲୀ ଓ ବାଙ୍ଗାଲୋରରେ ଖୋଲିବ ନିମନ୍ତ୍ରଣ ହୋଟେଲ
ଭୁବନେଶ୍ୱର: ଖୁବ୍ ଶୀଘ୍ର ଦିଲ୍ଲୀ ଓ ବାଙ୍ଗାଲୁରୁ ଭଳି ମେଟ୍ରୋ ସିଟିରେ ଖୋଲିବାକୁ ଯାଉଛି ଓଟିଡିସି ଦ୍ୱାରା ପରିଚାଳିତ ହୋଟେଲ ନିମନ୍ତ୍ରଣ । ଏଣିକି ଦିଲ୍ଲୀ ଓ ବାଙ୍ଗାଲୁରୁରେ ରହୁଥିବା ଓଡ଼ିଆ ଲୋକଙ୍କ ସହିତ ସେଠାକାର ଲୋକମାନେ!-->…
କୁମ୍ଭୀର ସଚେତନତା ପାଇଁ ନଦୀରେ ମାଇକ ଯୋଗେ ପ୍ରଚାର କରୁଛି ବନବିଭାଗ
ରାଜନଗର : ଦିନକୁ ଦିନ ଲୋକଙ୍କୁ ଡରାଇବା ଆରମ୍ଭ କରିଛି କୁମ୍ଭୀର ଆକ୍ରମଣ । ଗତ ୭୫ଦିନରେ ୫ ଜଣଙ୍କ ଜୀବନ ନେଲାଣି କୁମ୍ଭୀର । କୁମ୍ଭୀର ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ଯୋଗୁଁ ସବୁ ମହଲରେ ଏହାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି!-->…
କାଲି ଜଗା ଦର୍ଶନ ୫ ଘଂଟା ବନ୍ଦ ରହିବ, ସୂଚନା ଦେଲେ ଶ୍ରୀ ମନ୍ଦିର ପ୍ରଶାସନ
ପୁରୀ : ଆସନ୍ତାକାଲି ମହାପ୍ରଭୁ ଜଗନ୍ନାଥଙ୍କର ଦର୍ଶନ ୫ ଘଂଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲଇ ଶ୍ରୀ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ତେବେ କାଲି ସୋମବାର ଭାଦ୍ରବ-କୃଷ୍ଣ ପଞ୍ଚମୀ ତିଥି ,!-->…
ଆଗାମୀ ୨ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା
ଭୁବନେଶ୍ୱର: ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ରହିଥିବା ଏକ ଘୂର୍ଣ୍ଣିବଳୟ ଯୋଗୁଁ ଆଗାମୀ ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଗାମୀ ୨ ଦିନ ଯାଏଁ ରାଜ୍ୟରେ ପ୍ରବଳ!-->…