THE BYAPINI
Browsing Category

ରାଜ୍ୟ

ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ହେବେ ଶିବଶଙ୍କର ମିଶ୍ର ଓ ଆନନ୍ଦ ଚନ୍ଦ୍ର ବେହେରା

ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ମଙ୍ଗଳବାର ଦିନ ଆଇନଜୀବୀ ଶିବଶଙ୍କର ମିଶ୍ର ଓ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଆନନ୍ଦ ଚନ୍ଦ୍ର ବେହେରା ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଶ୍ରୀ ମିଶ୍ର ଓ ଶ୍ରୀ ବେହେରାଙ୍କ

କାଲିଠାରୁ ଆରମ୍ଭ ଅକ୍ଟୋବର ୭ରେ ସରିବ +୩ ନାମଲେଖାର ଦ୍ୱିତୀୟ ପର୍ଯ୍ୟାୟ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଡିଗ୍ରି କଲେଜ ଓ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆସନ୍ତା ୪ ତାରିଖରୁ ଆରମ୍ଭ ହେବ । ସେପ୍‌ଟେମ୍ବର ୪ରୁ ୧୩ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଆବେଦନ କରିବେ

ଆଜିଠାରୁ ୧୦୯୮ ନୁହେଁ ଡାଏଲ କରନ୍ତୁ ୧୧୨

ଖୋର୍ଦ୍ଧା: ଆଜିଠାରୁ ଆଉ କାମ କରିବନି ୧୦୯୮ ଟୋଲ ଫ୍ରି ନମ୍ବର । ବାଲ୍ୟବିବାହ, ଶିଶୁ ଚାଲାଣ, ଶିଶୁ ଶ୍ରମିକ ନିୟୋଜନ ଆଦି ରୋକିବା, ଅନାଥ ଶିଶୁଙ୍କୁ ଉଦ୍ଧାର କରି ପ୍ରଶାସନ ହେଫାଜତରେ ଦେବା ଆଦି କାମରେ ପ୍ରମୁଖ ଭୂମିକା ନିର୍ବାହ

ସରକାରଙ୍କ ଘୋଷଣା: ମାଗଣା ମେଡିକାଲ୍‌, ଇଞ୍ଜିନିୟରିଂ ପଢ଼ିବେ ମେଧାବୀ ଅନୁସୂଚିତ ଜାତି ଓ ଜନଜାତି ଶିକ୍ଷାର୍ଥୀ

ଭୁବନେଶ୍ୱର: ସରକାରୀ ମେଡିକାଲ୍‌ ଓ ଇଞ୍ଜିନିୟରିଂ କଲେଜରେ ପାଠ ପଢ଼ୁଥିବା ସମସ୍ତ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ସମସ୍ତ ଛାତ୍ରଛାତ୍ରୀ ଏଣିକି ସମ୍ପୂର୍ଣ୍ଣ ମାଗଣାରେ ପାଠ ପଢ଼ିବେ ବୋଲି ସୂଚନାମିଳିଛି । ମୁଖ୍ୟମନ୍ତ୍ରୀ ମେଧାବୀ

ତାଳଚେର ବିଧାୟକଙ୍କ ଅଫିସ୍‌ ହତାରେ ବୋମା

ତାଳଚେର: ଆଜି ସକାଳେ ତାଳଚେରର ବିଜେଡି ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଅଫିସ୍‌ ହତା ଭିତରୁ ଏକ ବୋମା ଉଦ୍ଧାର ହୋଇଛି । ତାଳଚେର ନନ୍ଦିରା ଭରତପୁରସ୍ଥିତ କ୍ୟାମ୍ପ ନିକଟସ୍ଥ ଗେଟ ପାଖରେ ବିଧାୟକଙ୍କ ସମର୍ଥନମାନେ ଏହି ବୋମାକୁ

‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ କମିଟି ଗଠନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଏକ ଦେଶ ଏକ ନିର୍ବାଚନ ବ୍ୟବସ୍ଥା କାର୍ଯ୍ୟକାରୀ କରାଇବା ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସଭାପତିତ୍ୱରେ କେନ୍ଦ୍ରସରକାର ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ କମିଟି ଗଠନ କରିଛନ୍ତି । ଏହି କମିଟି ଭାରତର

ନନ୍ଦନକାନନରେ ନୂଆ ସଦସ୍ୟ , ସୁନେଲି ତାମାରିନ୍‌ ଓ ଗୁଣ୍ଡୁଚି ମାଙ୍କଡ

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଛନ୍ତି ନୂଆ ସଦସ୍ୟ । ଏମାନେ ହେଲେ ହଳେ ସୁନେଲି ହାତିଆ ତାମାରିନ୍‌ ମାଙ୍କଡ ଓ ହଳେ ଗୁଣ୍ଡୁଚି ମାଙ୍କଡ । ମାଙ୍କଡ ପ୍ରଜାତିର ୨ ହଳ ଆକର୍ଷଣୀୟ ବନ୍ୟପ୍ରାଣୀଙ୍କୁ ହାଇଦ୍ରାବାଦ୍‌ ସ୍ଥିତ

କେନ୍ଦ୍ରାପଡାରେ ଆଉଜଣଙ୍କ ଜୀବନ ନେଲା କୁମ୍ଭୀର

ରାଜନଗର: କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଅଞ୍ଚଳରେ ଏବେ କୁମ୍ଭୀର ଆକ୍ରମଣ ଲୋକମାନଙ୍କ ମନରେ ଆତଙ୍କ ଖେଳାଇ ଦେଇଛି । ଗତକାଲି ପେଣ୍ଠ ବେଳାଭୂମିକୁ ଯାଇଥିବା ରାସ୍ତା ଉପରେ କୁମ୍ଭୀର ବୁଲୁଥିବା ବେଳେ ଆଜି ବ୍ରାହ୍ମଣୀ ନଦୀ କୂଳରୁ

ରାଜ୍ୟ ସରକାରଙ୍କ ବିରୋଧରେ ସାମ୍ବିଧାନିକ ବ୍ୟବସ୍ଥା ଉଲ୍ଲଘଂନ ଅଭିଯୋଗ: ୩ ସପ୍ତାହରେ ଜବାବ ଦୋବକୁ ହାଇକୋର୍ଟଙ୍କ…

କଟକ: ସରକାର ତୃଣମୂଳ ସ୍ତରରେ ପ୍ରକଳ୍ପ କାର୍ଯ୍ୟକାରୀ କରିବା ସମୟରେ ସାମ୍ବିଧାନିକ ବିଦ୍ଧି ବ୍ୟବସ୍ଥାର ବିରୋଧାଚରଣ କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ‘ଆମ ଓଡିଶା ନବୀନ ଓଡିଶା’ଅଧୀନରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେବା

ଭୁବନେଶ୍ୱରୁ ଉତ୍‌କେଲା ଆରମ୍ଭ ହେଲା ବିମାନ ଚଳାଚଳ, ଟିକେଟର ମୂଲ୍ୟ ୧୦୪୦ଟଙ୍କା

ଭୁବନେଶ୍ୱର: ଭୁବନେଶ୍ୱରରୁ କଳାହାଣ୍ଡିର ଉତକେଲାକୁ ଆଜିଠାରୁ ବିମାନ ଚଳାଚଳ ଆରମ୍ଭ ହୋଇଛି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗ୍ୱାଲିୟରରୁ ଭର୍‌ଚୁଆଲ ମୋଡ୍‌ରେ ଏବଂ ଭୁବନେଶ୍ୱରରେ