Browsing Category
ରାଜ୍ୟ
ବ୍ରାହ୍ମଣୀରୁ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର
ରାଜନଗର: ପୁଣି ଥରେ କୁମ୍ଭୀର ଆତଙ୍କ ଖେଳାଇ ଦେଇଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଞ୍ଚଳରେ । ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ସମୟରେ ଜଣେ ଜଣେ ବୟସ୍କ ବ୍ୟକ୍ତିଙ୍କୁ କୁମ୍ଭୀର ଟାଣିନେଇଛି । ପୀଡିତ ଜଣଙ୍କ ହେଉଛନ୍ତି ରାଜନଗର ବ୍ଲକ!-->…
ଆସନ୍ତା ୧୮ରେ ପାର୍ଥୀପତ୍ର ୨୧ରେ ହେବ ଓଡ଼ିଶାର ବାଚସ୍ପତି ନିର୍ବାଚନ
ଭୁବନେଶ୍ୱର: ସେପ୍ଟେମ୍ବର ମାସ ୨୧ ତାରିଖରେ ଓଡିଶା ବିଧାନସଭାରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ଜଣାପଡିଛି । ଆସନ୍ତା ମାସ ୧୮ ତାରିଖରେ ପ୍ରାର୍ଥୀପତ୍ର ଦାଖଲ ହେବ । ୨୦୨୩ ମେ ମାସ ୧୨ ତାରିଖରେ ପୂର୍ବତନ!-->…
୨ ତାରିଖରୁ ରାଜ୍ୟରେ ହେବ ବର୍ଷା
ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଏହା ପ୍ରଭାବରେ ୨ ତାରିଖରୁ ରାଜ୍ୟରେ ବର୍ଷା ହେବ । ୪ରୁ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ । ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା!-->…
ଦିବ୍ୟାଙ୍ଗ ଓ ଅସୁସ୍ଥ ଛାତ୍ରଛାତ୍ରୀଙ୍କ ଘରକୁ ଦିଆଯିବ ମଧ୍ୟାହ୍ନ ଭୋଜନର ରାସନ ଆକାଉଣ୍ଟକୁ ଯିବ ଟଙ୍କା
ଭୁବନେଶ୍ୱର: ଦିବ୍ୟାଙ୍ଗ ଓ ଅସୁସ୍ଥ ଛାତ୍ରଛାତ୍ରୀଙ୍କ ଶାରୀରିକ ବିକାଶ ପାଇଁ ଖାଦ୍ୟର ଆବଶ୍ୟକତାକୁ ବିଚାରକରି ୬ରୁ ୧୪ ବର୍ଷର ଅସୁସ୍ଥ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଘରେ ମଧ୍ୟାହ୍ନ ଭୋଜନ ରାସନ୍ ପହଞ୍ଚାଇବାକୁ ସରକାର!-->…
ରାଜ୍ୟରେ ସ୍ରିମ୍ ସ୍କିମ୍ ଯୋଜନାରେ ଗ୍ରାମାଞ୍ଚଳର ଛୋଟ ଉଦ୍ୟୋଗୀ ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ
ଭୁବନେଶ୍ୱର: କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରରେ ନୂତନ ଯୋଜନାମାନ ଲାଗୁ କରାଇ ଯୁବବର୍ଗଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ପାଇଁ ସରକାର ଗୁରୁତ୍ୱ ପ୍ରଦାନ କରିଛନ୍ତି । ଜାତୀୟ କ୍ଷୁଦ୍ର ଶିଳ୍ପ ଦିବସ ଅବସରରେ ଶିଳ୍ପ ବିଭାଗ!-->…
ଅଗଷ୍ଟ ୩୧ ତାରିଖ ଠାରୁ ଭୁବନେଶ୍ୱରରୁ ଉତ୍କେଲାକୁ ପ୍ରଥମ ଯାତ୍ରୀବାହୀ ବିମାନ ଉଡ଼ିବ
ଭବାନୀପାଟଣା: ଆସନ୍ତା ଅଗଷ୍ଟ ୩୧ ତାରିଖ ଗୁରୁବାର ଦିନ ଉତ୍କେଲା ବିମାନବନ୍ଦରର ଶୁଭ ଉଦ୍ଘାଟନ ହେବ । ଭୁବନେଶ୍ୱରରୁ ଉତ୍କେଲାକୁ ପ୍ରଥମ ଯାତ୍ରୀବାହୀ ବିମାନ ଉଡ଼ିବ । ଏଥିପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ!-->…
ଶିମିଳିପାଳରେ ମହାବଳ ବାଘ ଶରୀରର ରଙ୍ଗ ହଳଦିଆ ରୁ ପାଲଟୁଛି କଳା
ବାରିପଦା: ଜୈବ ବିବିଧତା ପାଇଁ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ଶିମିଳିପାଳ ଅଭୟାରଣ୍ୟରେ ପ୍ରକୃତି ବିପରୀତ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଶିମିଳିପାଳ ଅଭୟାରଣ୍ୟରେ ଥିବା ମହାବଳ ବାଘ ଏବେ ଚିନ୍ତାର କାରଣ ପାଲଟିଛନ୍ତି ।!-->…
ଭୁବନେଶ୍ୱର ପାଇବ ପୂର୍ବାଞ୍ଚଳ ଜୋନାଲ ସ୍ମାର୍ଟ ସିଟି ପୁରସ୍କାର
ଇନ୍ଦୋର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ମାର୍ଟ ସିଟି ମିଶନ ଅଧୀନରେ ଆୟୋଜିତ ହୋଇଥିବା ଇଣ୍ଡିଆ ସ୍ମାର୍ଟ ସିଟି ପୁରସ୍କାର ପ୍ରତିଯୋଗିତା (ଆଇଏସ୍ଏସି)ର ଚତୁର୍ଥ ସଂସ୍କରଣ ଅଧୀନରେ ମଧ୍ୟପ୍ରଦେଶ ଶ୍ରେଷ୍ଠ ପ୍ରଦର୍ଶନ କରିଛି ।!-->…
୩୦ରୁ ମଞ୍ଚେଶ୍ୱର ତୃତୀୟ ଟ୍ରାକ୍ରେ ଗଡିବ ଟ୍ରେନ୍
ଚନ୍ଦ୍ରଶେଖରପୁର: ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ରୋଡ-ବାରଙ୍ଗ ତୃତୀୟ ରେଳ ଲାଇନ୍ କାମ ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ୬.୪ କିମି ବିଶିଷ୍ଟ ଏହି ରେଳ ଲାଇନ୍ରେ ଟ୍ରାକ୍ ବିଛା ଶେଷ ହୋଇଥିବା ବେଳେ ଭୁବନେଶ୍ୱର ରେଳ!-->…
ରାଜ୍ୟରେ ୩୧ ତାରିଖରୁ ପୁଣି ବଢିବ ବର୍ଷା
ଭୁବନେଶ୍ୱର: ଆସନ୍ତା ୩୧ ତାରିଖରୁ ରାଜ୍ୟରେ ପୁଣି ବର୍ଷାର ପରିମାଣ ବଢ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଉପାନ୍ତରୁ ଉପକୂଳ ସବୁଠି ବର୍ଷିବ । ଉତ୍ତର-ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲା ପ୍ରଭାବିତ ହେବ । ଓଡ଼ିଶା!-->…