THE BYAPINI
Browsing Category

ରାଜ୍ୟ

ପୁଣି ମାଞ୍ଜା ସୂତାରେ କଟିଲା ବେକ

କଟକ : ପୁଣି ମାଞ୍ଜା ସୂତାରେ କଟିଲା ବେକ। ଆହତ ବ୍ୟକ୍ତି ଜଣଙ୍କ ହେଲେ କଟକର ଅକ୍ଷୟ ମହାପାତ୍ର । କଟକ କାଠଯୋଡି ବ୍ରିଜ୍‌ ଉପରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ସେ ତାଙ୍କର କଲ୍ୟାଣ ନଗର

କମିଶନରେଟ୍‌ ପୋଲିସରେ ଅଦଳବଦଳ

ଭୁବନେଶ୍ୱର : କମିଶନରେଟ ପୁଲିସ ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ପୁଲିସ (ୟୁପିଡି)ର ୧୮ ଜଣ ସବ୍‌ ଇନ୍ସପେକ୍ଟର ଓ ୫ଜଣ ଆସିଷ୍ଟାଣ୍ଟ ସବ୍‌ ଇନ୍‌ସପେକ୍ଟର (ଏଏସଆଇ)ଙ୍କ ବଦଳି ହୋଇଛି । ରିଜର୍ଭ ଅଫିସରେ ଥିବା ୧୦ ଜଣ ଏସ୍‌ଆଇ ଓ ୪ଜଣ

୮ରେ କାମଚଳା ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର: ଫେବୃଆରୀ ୫ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । କାମଚଳା ଅଧିବେଶନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଫେବୃଆରୀ ୧୩ ତାରିଖ ପର୍ୟ୍ୟନ୍ତ ଚାଲିବ ଅଧିବେଶନ । ଷୋଡଶ ବିଧାନସଭାର ଏହା ଶେଷ ଅଧିବେଶନ ।

କୋଇଲା ବ୍ୟବସାୟୀଙ୍କ ଘରେ ଆୟକର ରେଡ୍

ସୁନ୍ଦରଗଡ଼: ସୁନ୍ଦରଗଡ଼ର ପ୍ରତିଷ୍ଠିତ କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ଆୟକର ବିଭାଗ ପକ୍ଷରୁ ରେଡ୍ କରାଯାଇଛି। ବ୍ୟବସାୟୀ ଘର ଓ ଶିଳ୍ପାନୁଷ୍ଠାନ ସହିତ ୧୦ଟି ସ୍ଥାନରେ ଇନକମ୍ ଟ୍ୟାକ୍ସ ବିଭାଗ ପକ୍ଷରୁ ରେଡ୍ ହୋଇଛି।

ବିରୋଧୀଙ୍କ ଚକ୍ରାନ୍ତ ଫେଲ, ମହାପ୍ରଭୁଙ୍କ କାର୍ୟ୍ୟରେ ଲାଗିବ ଅର୍ପଣ ଗୁଆ ଚାଉଳ

ପୁରୀ: ମହାପ୍ରଭୁଙ୍କ କାର୍ୟ୍ୟରେ ଲାଗିବ ଅର୍ପଣ ଗୁଆ ଚାଉଳ। ଅର୍ପଣ ରଥରେ ସଂଗୃହିତ ସମସ୍ତ ସାମଗ୍ରୀକୁ ସସମ୍ମାନେ ଗ୍ରହଣ କରିବ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ । ଶ୍ରୀଜିଉଙ୍କ ପାଇଁ ଭକ୍ତ ଦେଇଥିବା ଚାଉଳ, ଗୁଆ, ଶ୍ରୀଫଳକୁ

ଡଙ୍ଗା ବୁଡ଼ି ୧୨ ଛାତ୍ରଛାତ୍ରୀ ମୃତ୍ୟୁ

ଗୁଜରାଟ: ଗୁଜରାଟ ଭଦୋଦରା ହର୍ଣ୍ଣି ହ୍ରଦରେ ଦୁଃଖଦ ଘଟଣା ଘଟିଯାଇଛି। ହର୍ଣ୍ଣି ହ୍ରଦରେ ଏକ ଡଙ୍ଗା ବୁଡ଼ି ଯିବାରୁ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୨ ଛାତ୍ରଛାତ୍ରୀ ଓ ୨ ଶିକ୍ଷକ ଥିବା ସୂଚନା ମିଳିଛି । ୬ଜଣ

୨୭ରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ

ସମ୍ବଲପୁର: ସମ୍ବଲପୁର ସମଲେଇ ମନ୍ଦିର ରୁପାନ୍ତରଣ ପ୍ରକଳ୍ପ ଜାନୁଆରୀ ୨୭ ତାରିଖରେ ଲୋକାର୍ପଣ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଲେଇ ମନ୍ଦିର ଆସି ପୂଜାରେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି । ଏହାକୁ ଦୃଷ୍ଟିରେ ରଖି ବିଜେଡି

ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ରେ ମହିଳାଙ୍କ ପାଇଁ ୫୦% ରିହାତି

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ ସେବାର ଶୁଭାରମ୍ଭ କରିଛନ୍ତି । ଏହି ବସ୍‌ଗୁଡିକ ଜିଲ୍ଲା ସଦରମହକୁମାରୁ ଭୁବନେଶ୍ୱର ଦେଇ ଶ୍ରୀକ୍ଷେତ୍ର ପୁରୀକୁ ଚାଲିବ । ଏହି ଅବସରରେ

ରାଜ୍ୟ ସରକାରଙ୍କ ଘୋଷଣା,୨୨ ତାରିଖ ଅଧା ଦିନ ଅଫିସ୍‌ ଛୁଟି

ଭୁବନେଶ୍ୱର: ୨୨ ତାରିଖ ଅଧା ଦିନ ଅଫିସ୍‌ ଛୁଟି। ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଲାଲାଙ୍କ ପବିତ୍ର ପ୍ରାଣ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ୨୨ ଜାନୁଆରୀ ୨୦୨୪ ଦିନ ଅପରାହ୍ନ ୨.୩୦ ପର୍ୟ୍ୟନ୍ତ ରାଜ୍ୟ ସରକାରଙ୍କ ଅଧିନସ୍ଥ ସମସ୍ତ ସରକାରୀ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ବାଇକ୍‌ ଆରୋହୀ ମୃତ

ବାଲେଶ୍ୱର: ବାଲେଶ୍ୱର କମର୍ଦ୍ଦା ଥାନା ଉଲୁଡ଼ା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ଜଣଙ୍କ ଜୀବନ । କମର୍ଦ୍ଦା ଥାନା ଉଲୁଡ଼ା ଛକ ନିକଟରେ ବିଳମ୍ବିତ ରାତିରେ ରାସ୍ତାକଡ଼ରେ ଏକ ଟ୍ରକ ଛିଡା ହୋଇଥିଲା । ଏହି ସମୟରେ