Browsing Category
ରାଜ୍ୟ
ବାସନ୍ଦ ବିରୋଧରେ ଆବେଦନ କରିବେ ଦୂତି
ନୂଆଦିଲ୍ଲୀ : ଦେଶର ଦ୍ରୁତତମ ଧାବିକା ଓଡ଼ିଶାର ଦୂତି ଚାନ୍ଦ ଦୌଡ଼କୁଦରୁ ୪ ବର୍ଷ ବାସନ୍ଦ ହୋଇଛନ୍ତି। ଡୋପିଙ୍ଗ୍ ବା ନିଷିଦ୍ଧ ଔଷଧ ସେବନ ଅପରାଧ ଯୋଗୁଁ ଦୂତିଙ୍କୁ ବାସନ୍ଦ କରାଯାଇଛି। ଚଳିତବର୍ଷ ଜାନୁଆରୀ ୩!-->!-->!-->!-->!-->!-->!-->…
ଏଥର ରଥଯାତ୍ରାରେ ସାମିଲ ହେବେ ଭକ୍ତ ହୋଇପାରେ ପ୍ରବଳ ଗହଳି
ଜୁଲାଇ ୧ରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା । ରଥ ଯାତ୍ରାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଜି ପ୍ରସ୍ତୁତି ବୈଠକ ବସିଥିଲା । ଏହି ବୈଠକ ଶେଷ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଜିଲ୍ଲାପାଳ । ୨ ବର୍ଷ ପରେ!-->…
ଅଗ୍ନିଶମ କର୍ମଚାରୀଙ୍କ ଛୁଟି ବାତିଲ୍
ସମ୍ଭାବ୍ୟ ବାତ୍ୟା ପାଇଁ ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ୍ । ପ୍ରତି ଜିଲ୍ଲା ହେଡ୍ କ୍ୱାର୍ଟରରେ ଆବଶ୍ୟକ ସାମଗ୍ରୀ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ!-->…
ସମ୍ଭାବ୍ୟ ବାତ୍ୟା ନେଇ ପ୍ରସ୍ତୁତି
ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଏସଆରସିଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ବୈଠକ ହୋଇଛି । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି ଏସ୍ଆରସି ।ବିପଦ!-->…
ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତ ରୁହ, ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଚିଠି
ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଏସଆରସିଙ୍କ ଚିଠି । ୧୮ ଜିଲ୍ଲାର ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଚିଠି ଲେଖିଛନ୍ତି । ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ,!-->…
ଫସିଲେ ପ୍ରାଣୀଧନ ନିରୀକ୍ଷକ
ଭିଜିଲାନ୍ସ ଜାଲରେ ଭୁବନେଶ୍ବର ରଘୁନାଥପୁର କଳାରାହାଙ୍ଗର ପ୍ରାଣୀଧନ ନିରୀକ୍ଷକ । ପ୍ରାଣୀଧନ ନୀରିକ୍ଷକ ଜଗନ୍ନାଥ ରାଉତଙ୍କ ବାସଭବନରେ ରେଡ୍ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖୋର୍ଦ୍ଧା ଓ କଟକ!-->…
ପୂର୍ବତନ ସରପଞ୍ଚଙ୍କୁ ନିର୍ମମ ହତ୍ୟା
ପୂର୍ବତନ ସରପଞ୍ଚଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବ୍ଲକର ୨୭ ନମ୍ବର ଜୋନ୍ ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମର ପୂର୍ବତନ ସରପଞ୍ଚ ଓ ପୂର୍ବତନ!-->…
ରାଜଧାନୀରେ ରାତି ଅଧରେ ଫୁଟିଲା ଗୁଳି
ରାଜଧାନୀରେ ଗହଣା ଦୋକାନୀଙ୍କୁ ଗୁଳି । । ରାତି ଅଧରେ ବ୍ୟବସାୟ ସାରି ଘରମୁହାଁ ହେଉଥିବା ବ୍ୟବସାୟୀଙ୍କୁ ଟାର୍ଗେଟ କରୁଛନ୍ତି ଲୁଟେରା। ସାମନ୍ତରାପୁର ଛକରେ ହୋଇଛି ଗୁଳିମାଡ଼ । ଦେବୀ ଦୁର୍ଗା ଜୁଏଲାରୀ ମାଲିକ ଓ କାରିଗର ଲୁଟ୍ର!-->…
କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡକରା
କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀରୁ ଆସିଛି ଡାକରା । ପିସିସିର ନୂଆ ସଭାପତି ଘୋଷଣା ଚର୍ଚ୍ଚା ଭିତରେ ଆସନ୍ତା ୫ ତାରିଖରେ ଦିଲ୍ଲୀ ରାଜ୍ୟ କଂଗ୍ରେସ ବିଧାୟକଙ୍କ ସହ ଆଲୋଚନା କରିବେ ରାହୁଲ ଗାନ୍ଧୀ । ଦଳୀୟ ସଂଗଠନ ଉପରେ ହେବ!-->…
ପବିତ୍ର ଅକ୍ଷୟ ତୃତୀୟା: ଅଖିମୁଠି ଅନୁକୂଳ, ରଥ ନିର୍ମାଣର ହେବ ଅନୁକୂଳ
ଆଜି ପବିତ୍ର ଅକ୍ଷୟ ତୃତୀୟା ।ଏହି ଦିନ ଚାଷୀ ଅଖିମୁଠି ଅନୁକୂଳ କରିଥାନ୍ତି । ତେଣୁ ଏହାକୁ କୃଷିଭିତ୍ତିକ ପର୍ବ ବା କୃଷକଙ୍କ ପର୍ବ ବୋଲି କୁହାଯାଏ । ଚାଷୀ ଆଜି ନିଜ ବିଲରେ ଅଖିମୁଠି ବିହନ ବୁଣି ମାଲକ୍ଷ୍ମୀ ପୂଜାର୍ଚନା ସହ!-->…