THE BYAPINI
Browsing Category

ରାଜ୍ୟ

ଜିଆରଏସଙ୍କ ଘରେ ଭିଜିଲାନ୍ସ ରେଡ୍

ଜିଆରଏସଙ୍କ ଘରେ ଭିଜିଲାନ୍ସ ରେଡ୍ । କଳାହରାହଁଙ୍ଗ ଗ୍ରାମ ପଞ୍ଚାୟତ ଅଫିସର ଗ୍ରାମ ରୋଜଗାର ସେବକ ବାବୁଲି ଚରଣ ପଢ଼ିହାରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାବୁଲିଙ୍କ ୬ଟି ଠିକଣାରେ ରେଡ୍

ଆଜି ମହାପ୍ରଭୁଙ୍କ ପଇତାଲାଗି ନୀତି,୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପଇତାଲାଗି ନୀତି । ଏଥିପାଇଁ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଅପରାହ୍ଣ ୪ଟାରୁ ରାତି ୮ଟା ପର୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଆଜି ଦଶମୀ ତିଥି ଅବସରରେ ଶ୍ରୀଜିଉଙ୍କ ପଇତା

ଦିଗପହଣ୍ଡିରେ ଦୁଇ ଜଣଙ୍କୁ ହତ୍ୟା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚଷାନିମଖଣ୍ଡିରେ ଦୁଇ ଜଣ ବିଜେଡି ନେତାଙ୍କୁ ହତ୍ୟା ଅଭିଯୋଗ । ମୃତକ ହେଉଛନ୍ତି ସରୋଜ ପାତ୍ର ଓ ସୁଦର୍ଶନ ସୁଆର । ରାଜନୈତିକ ଶତ୍ରୁତାରୁ ଦୁଇ ଜଣଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଦୁଇ ଜଣ

ମିଶନ ୨୦୨୪ ପାଇଁ ବିଜେଡିର ମାନସ ମନ୍ଥନ

ମିଶନ ୨୦୨୪ ପାଇଁ ବିଜେଡିର ମାନସ ମନ୍ଥନ । ୨୦୨୪ ସାଧାରଣ ନିର୍ବାଚନ ପାଇଁ ନବୀନ ନିବାସରେ ଆରମ୍ଭ ହେଲା ସାଂଗଠନିକ ସ୍ତରର ବୈଠକ । ଆସନ୍ତା ସୋମବାର ଯାଏଁ ପର୍ୟ୍ୟାୟକ୍ରମେ ନବୀନ ନିବାସରେ ଚାଲିବ ଏହି ବୈଠକ । ଗତ ପଂଚାୟତ ଓ ପୌର

୧୦୦ ଟଙ୍କା ନଦେବାରୁ ମାଆକୁ ମାରିଦେଲା

ମାଆକୁ ମାରିଦେଲା ପୁଅ । ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅନ୍ତର୍ଗତ ହାଟପଡ଼ିଆ ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁର ସରୋଜ ନାଏକ ନିଜ ମାଆ ଶାଳନ୍ଦୀ ନାଏକଙ୍କୁ ମଦ ପିଇବା ପାଇଁ ୧୦୦ ଟଙ୍କା ମାଗିଥିଲା । ମାଆ ଟଙ୍କା

ତତଲା ସହର ପାଲଟିଛି ରାଜଧାନୀ

ଅସହ୍ୟ ଗରମରେ ଛଟପଟ ହେଉଛି ସାରା ଓଡ଼ିଶା ।ଉପକୂଳ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ।ରାଜ୍ୟରେ ଏବେ ସବୁଠାରୁ ତତଲା ସହର ପାଲଟିଛି ରାଜଧାନୀ ଭୁବନେଶ୍ୱର ।ଆଜି ରାଜଧାନୀ ଭୁବନେଶ୍ୱରରେ ଦିନ ସାଢ଼େ ୧୧ଟା

ମାହାଙ୍ଗା ଗଣହତ୍ୟା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ମାହାଙ୍ଗା କୁସୁପୁର ଗଣହତ୍ୟା ଘଟଣାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ରିପୋର୍ଟ ଅନୁସାରେ ମୃତକଙ୍କ ଶରୀରର ଏକାଧିକ ସ୍ଥାନରେ କ୍ଷତ ଚିହ୍ନ ରହିଛି । କ୍ଷତଚିହ୍ନରୁ ସ୍ପଷ୍ଟ ହେଉଛି ହତ୍ୟାକାଣ୍ଡାରେ ଧାରୁଆ ଅସ୍ତ୍ରଶସ୍ତ୍ର ବ୍ୟବହାର

ୱେବସାଇଟରେ ଆଜିଠୁ ମିଳିବ ମାଟ୍ରିକ ଆଡମିଟ କାର୍ଡ

ଆଜିଠୁ ମିଳିବ ମାଟ୍ରିକ ଆଡମିଟ୍ କାର୍ଡ ଦଶମ ଶ୍ରେଣୀ ସମେଟିଭ୍ ଆସେସମେଣ୍ଟ-୨ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଆଜିଠୁ ବୋର୍ଡ ୱେବସାଇଟ୍ ରେ ଉପଲବ୍ଧ ହେବ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନେ ବୋର୍ଡ ୱେବସାଇଟ୍ ରେ ବିଦ୍ୟାଳୟର କୋଡ୍

ଆଜିଠୁ ଖୋଲୁଛି ଲୋକସେବା ଭବନ

ଆଜିଠୁ ଖୋଲୁଛି ଲୋକସେବା ଭବନ । ଜନସାଧାରଣ, ସାମ୍ବାଦିକଙ୍କ ପାଇଁ ଲୋକସେବା ଭବନ ଖୋଲୁଛି । ସ୍ୱୀକୃତିପ୍ରାପ୍ତ ସାମ୍ବାଦିକ ଯାଇପାରିବେ ଲୋକସେବା ଭବନ । କୋଭିଡ ସ୍ଥିତିରେ ସୁଧାର ଆସିବା ପରେ ଗୃହ ବିଭାଗ ପକ୍ଷରୁ ଏହି

ପରଲୋକରେ ପ୍ରଫୁଲ କର, ସବୁ ମହଲରେ ଶୋକର ଛାୟା

ପରଲୋକରେ ପ୍ରଖ୍ୟାତ ସଙ୍ଗୀତଜ୍ଞ ପ୍ରଫୁଲ କର । ୮୩ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି । ଗତକାଲି ରାତି ୧୦ ଟା ୨୦ ମିନିଟ୍ ସମୟରେ ତାଙ୍କର ପରଲୋକ ହୋଇଯାଇଛି । ରାତି ୯ ଟା ପରେ ସେ ରାତ୍ରିଭୋଜନ