Browsing Category
ରାଜ୍ୟ
ଆଜି ରାଜଧାନୀ ଭୁବନେଶ୍ୱରର ୭୪ ତମ ପ୍ରତିଷ୍ଠା ଦିବସ
ଆଜି ରାଜଧାନୀ ଭୁବନେଶ୍ୱରର ୭୪ ତମ ପ୍ରତିଷ୍ଠା ଦିବସ । ଭୁବନେଶ୍ୱର ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା । ତେବେ ତିନି ଦିନ ଧରି ପ୍ରତିଷ୍ଠା ଦିବସ ପାଳନ କରାଯିବ । ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି,!-->…
ବିଧାୟକଙ୍କ ଗାଡିକୁ ଆକ୍ରମଣ
ଲୋଇସିଂହାର ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ିକୁ ଆକ୍ରମଣ । ବଲାଙ୍ଗିର- ସମ୍ବଲପୁର ଜାତୀୟ ରାଜପଥ ୨୬ରେ ବୁର୍ଡା ଛକରେ ବିଧାୟକଙ୍କ ଗାଡ଼ି ଉପରକୁ ଦୁଇ ଜଣ ଯୁବକ ଢେଲା ପଥର ମାଡ଼ କରିଛନ୍ତି । ଏହା ସହ ବିଧାୟକଙ୍କ!-->…
ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ
ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ । ଆସନ୍ତା ଏପ୍ରିଲ ୧୮ ତାରିଖରୁ ସାମ୍ବାଦିକ ଓ ସାଧାରଣ ଲୋକମାନେ ଲୋକସେବା ଭବନ ଯାଇପାରିବେ । କେବଳ ପାସ୍ ଥିବା ସାମ୍ବାଦିକ ମାନଙ୍କୁ ଲୋକସେବା ଭବନକୁ ପ୍ରବେଶ ଅନୁମତି ମିଳିବ ।!-->…
ପୁରା ପରିବାରକୁ ମାରିଦେଲା ଭାଇ
କଟକ ଜିଲ୍ଲା କୁସୁପୁର ପଞ୍ଚାୟତ କୁସୁପୁର ଗାଁରେ ବିଭତ୍ସ ହତ୍ୟାକାଣ୍ଡା । ବଡ ଭାଇର ପୁରା ପରିବାରକୁ ନିପାତ କରିଦେଇଛି ସାନ ଭାଇ । ଜମିବାଡି ବିବାଦକୁ ନେଇ ରାତିରେ ବଡ ଭାଇ ଅଲେଖ ସାହୁ, ତାଙ୍କ ସ୍ତ୍ରୀ ରଶ୍ମୀ ରେଖା,!-->…
ଯୋଡ଼ାରେ ଜାରି ରହିବ ୧୪୪ ଧାରା
କେନ୍ଦୁଝର ଯୋଡାରେ ଜାରି ରହିବ ୧୪୪ ଧାରା । ପୁରା କେନ୍ଦୁଝର ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି । ଯୋଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ଉତେଜନାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିବା ସୂଚନା!-->…
ବଦଳିଲେ ଗୁଇନ୍ଦା ନିର୍ଦ୍ଦେଶକ… ଲଳିତ ଦାସ ହେଲେ ଗୃହ ବିଭାଗ ଓଏସଡି
ରାଜ୍ୟ ସରକାର ଆଜି ଗୁଇନ୍ଦା ନିର୍ଦ୍ଦେଶକଙ୍କୁ ବଦଳାଇ ଦେଇଛନ୍ତି। ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଥିବା ଲଳିତ ଦାସଙ୍କୁ ଗୃହ ବିଭାଗର ଓଏସ୍ଡି ଭାବେ ବଦଳି କରାଯାଇଛି। ଏହା ସହିତ ଏଡିଜିପି ଆର୍.ପି କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ!-->…
ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଲୋକାର୍ପିତ
ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲିକପ୍ଟରରେ ପୁରୀରେ ପହଞ୍ଚିବା ପରେ ସୁରକ୍ଷା ବଳୟରେ ମୁଖ୍ୟମନ୍ତ୍ରୀ ସଭା ସ୍ଥଳକୁ ଯାଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ପୁରୀ!-->…
ଏବେ ବି ମହାନଦୀରେ ୨ ନିଖୋଜ
କଟକ ମହାନଦୀରେ ବୁଡ଼ି ଘଟଣାରେ ଚାଲିଛି ସର୍ଚ୍ଚ ଅପରେସନ୍ । ଏବେ ବି ନିଖୋଜି ଥିବା ଦୁଇ ଜଣଙ୍କୁ ଖୋଜାଖୋଜି କରାଯାଉଛି । ଆଜି ବି ଓଡ୍ରାଫ୍ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଚାଲିଛି । ଗାଧୋଇବାକୁ ଯାଇ କଟକ ମହାନଦୀରେ!-->…
ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ
ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ । ପିଏମଜି ଅଫିସ ସମ୍ମୁଖରେ ବୀଭତ୍ସ ହତ୍ୟା । ସ୍ୱାମୀ-ସ୍ତ୍ରୀ ଓ ପିଲା ଶୋଇଥିବା ବେଳେ କରାଯାଇଛି ମରଣାନ୍ତକ ଆକ୍ରମଣ । ଆକ୍ରମଣରେ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଓ ଛୋଟ ପିଲା ଗୁରୁତର!-->…
ପ୍ରଥମ ଦିନରେ ବୁଷ୍ଟର ଡୋଜ୍ ନେଲେ ୧୪୭ ଜଣ
ପ୍ରଥମ ଦିନରେ ରାଜ୍ୟରେ ଘରୋଇ ହସ୍ପିଟାଲରେ ୧୪୭ ଜଣ ନେଇଛନ୍ତି ବୁଷ୍ଟର ଡୋଜ୍ । କରୋନା ବିରୋଧୀ ଲଢେଇରେ ଆଉପାଦେ ଆଗେଇବା ସହ ରବିବାରଠାରୁ ଘରୋଇ ହସ୍ପିଟାଲରେ କରୋନାର ବୁଷ୍ଟର ଡୋଜ୍ ଦେବାକୁ ଘଷଣା କରିଥିଲେ କେନ୍ଦ୍ର ସରକାର ।!-->…