THE BYAPINI
Browsing Category

ରାଜ୍ୟ

ଗିରିବାଳା କଂଗ୍ରେସର କଟକ ମେୟର ପ୍ରାର୍ଥୀ

କଟକ ମେୟର ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଗିରିବାଳା ବେହେରାଙ୍କୁ କଟକ ମହାନଗର ନିଗମର ମେୟର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପୌର ନିର୍ବାଚନ ନେଇ ବସିଥିବା ବୈଠକରେ କଂଗ୍ରେସ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଏହାସହ

ପୌର ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନ

ଆଜିଠୁ ପୌର ନିର୍ବାଚନ ନାମାଙ୍କନ । ରାଜ୍ୟର ୧୦୬ଟି ପୌରସଂସ୍ଥା ଓ ୩ ଟି ମହାନଗର ନିଗମରେ ନିର୍ବାଚନ ନେଇ ଆଜିଠୁ ନାମାଙ୍କନ ଆରମ୍ଭ ହେବ । ମହାନଗର ନିଗମ, ପୌରପାଳିକା ଓ ଏନ୍ ଏସିର ମେୟର, ପୌରାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲର

ହାରିଗଲେ ପୂର୍ବତନ ମନ୍ତ୍ରୀ

ପଞ୍ଚାୟତ ନିର୍ବାଚନରେ ପରାଜିତ ହେଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା । ସମତି ସଭ୍ୟ ପଦ ପାଇଁ ଲଢ଼େଇ କରି ପରାସ୍ତ ହେଲେ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତ୍ରୀ ଅଞ୍ଜଳି ବେହେରା । ଅଞ୍ଜଳି ନିଜ ନିକଟତମ

ଟ୍ରକ ସହ କାର ଧକ୍କା,ଘଟଣାସ୍ଥଳରେ ୫ ମୃତ

ଅନୁଗୁଳ ପାଲଲହଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ସହ କାର ଧକ୍କା ଯୋଗୁଁ ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ସମସ୍ତ ହେଲେ ଇଂଜିଡି ଥାନା ଗାଁର । ଘଟଣାସ୍ଥଳରେ ପୋଲିସ ପହଂଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ପବିତ୍ର ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବପୀଠ

ଆଜି ଜାଗର ତଥା ମହାଶିବରାତ୍ରୀ । ଏଥିପାଇଁ ସମସ୍ତ ଶୈବପୀଠ ଚଳଚଂଚଳ । ହିନ୍ଦୁ ଧର୍ମରେ ମହାଶିବରାତ୍ରୀକୁ ମହାଆଡମ୍ବରରେ ପାଳନ କରନ୍ତି । ବିଗତ ଦୁଇ ବର୍ଷ ହେବ କରୋନା ପାଇଁ ବିଭିନ୍ନ ନିୟମ ଭିତରେ ମହାଶିବରାତ୍ରୀ ପାଳନ ହେଉଛି

ବିରୋଧୀଙ୍କୁ ପଛରେ ପକାଇ ଟ୍ରେଣ୍ଡରେ ଆଗରେ ବିଜେଡି

ତୃତୀୟ ଦିନର ଗଣତି ଜାରି । ତୃତୀୟ ଦିନରେ ୨୩୧ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ତେବେ ଅପରାହ୍ନ ୪ଟା ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ବିଜେଡି ୨୧୦ଟି ଜୋନରେ ଆଗୁଆ ରହିଛି, ବିଜେପି ୧୫ ଏବଂ କଂଗ୍ରେସ ୬ଟି

ଆଜି ଭୋଟ ଗଣତିର ତୃତୀୟ ଦିନ

ଆଜି ଭୋଟ ଗଣତିର ତୃତୀୟ ଦିନ । ଭୋଟ୍ ଗଣତିର ପ୍ରଥମ ଦୁଇ ଦିନରେ ବିଜେଡି ଭଲ ପ୍ରଦର୍ଶନ କରିଛି । ପ୍ରଥମ ଦିନରେ ୩୧୫ ଜିଲ୍ଲା ପରିଷଦ ଜୋନରେ ଗଣତି ହୋଇଥିଲା । ସେଥିରୁ ବିଜେଡି ୨୮୨ ଆସନରେ ବିଜୟୀ ହୋଇଛି । ବିଜେପିକୁ ମିଳିଛି ୧୫ଟି

ପ୍ରଥମ ଦିନର ୨୫୬ ଜୋନର ଆସିଲା ଫଳାଫଳ..୨୩୦ ଜୋନରେ ବିଜେଡି ବିଜୟୀ

ପଞ୍ଚାୟତ ପ୍ରଥମ ଦିନରେ ବିଜେଡି ସପକ୍ଷରେ ଜନମତ ଯାଇଛି । ଆସିଲା ପ୍ରଥମ ଦିନର ୩୧୫ ଜୋନରୁ ୨୫୬ର ଫଳାଫଳ । ବିଜେଡି ୨୩୦ ଜୋନରେ ବିଜୟୀ ହୋଇଛି । କଂଗ୍ରେସ ୧୨ଟି ଜୋନରେ ବିଜୟୀ ହୋଇଛି । ସେହିପରି ବିଜେପି ୧୦ଟି ଜୋନରେ ବିଜୟୀ ହୋଇଛି

ପଞ୍ଚ ।ୟତ ଲଢେଇ: ଦ୍ୱିତୀୟ ଦିନର ଭୋଟ ଗଣତି

ପଞ୍ଚାୟତ ଫଇସଲାର ଦ୍ୱିତୀୟ ଦିନ । ଆଜି ୩୦୫ ଜିଲ୍ଳା ପରିଷଦ ଜୋନ୍ ପାଇଁ ଚାଲିଛି ଭୋଟ ଗଣତି । ଗଣତିର ଦ୍ୱିତୀୟ ଦିନରେ ରାଜ୍ୟର ୩୦୫ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍ ଗଣତି ହେବ ।ପ୍ରଥମ ଦିନର ଗଣତିରେ ବିଜେଡି ଆଗୁଆ ରହିଛି ।

ବହୁ ଆଗରେ ବିଜେଡି, ପଛରେ ପଡିଯିବେ କି ବିରୋଧୀ?

ରାଜ୍ୟରେ ଆଜିଠାରୁ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁସାରେ ସମସ୍ତ ରାଜନୈତିକ ଦଳଠାରୁ ଆଗରେ ରହିଛି ବିଜୁ ଜନତା ଦଳ । ଆଜି ୩୧୫ ଜୋନରେ ଭୋଟ ଗଣତି ହେଉଛି