THE BYAPINI
Browsing Category

ରାଜ୍ୟ

ଗିରିବାଳା କଂଗ୍ରେସର କଟକ ମେୟର ପ୍ରାର୍ଥୀ

କଟକ ମେୟର ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଗିରିବାଳା ବେହେରାଙ୍କୁ କଟକ ମହାନଗର ନିଗମର ମେୟର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପୌର ନିର୍ବାଚନ ନେଇ ବସିଥିବା ବୈଠକରେ କଂଗ୍ରେସ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଏହାସହ…

ପୌର ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନ

ଆଜିଠୁ ପୌର ନିର୍ବାଚନ ନାମାଙ୍କନ । ରାଜ୍ୟର ୧୦୬ଟି ପୌରସଂସ୍ଥା ଓ ୩ ଟି ମହାନଗର ନିଗମରେ ନିର୍ବାଚନ ନେଇ ଆଜିଠୁ ନାମାଙ୍କନ ଆରମ୍ଭ ହେବ । ମହାନଗର ନିଗମ, ପୌରପାଳିକା ଓ ଏନ୍ ଏସିର ମେୟର, ପୌରାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲର…

ହାରିଗଲେ ପୂର୍ବତନ ମନ୍ତ୍ରୀ

ପଞ୍ଚାୟତ ନିର୍ବାଚନରେ ପରାଜିତ ହେଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା । ସମତି ସଭ୍ୟ ପଦ ପାଇଁ ଲଢ଼େଇ କରି ପରାସ୍ତ ହେଲେ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତ୍ରୀ ଅଞ୍ଜଳି ବେହେରା । ଅଞ୍ଜଳି ନିଜ ନିକଟତମ…

ଟ୍ରକ ସହ କାର ଧକ୍କା,ଘଟଣାସ୍ଥଳରେ ୫ ମୃତ

ଅନୁଗୁଳ ପାଲଲହଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ସହ କାର ଧକ୍କା ଯୋଗୁଁ ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ସମସ୍ତ ହେଲେ ଇଂଜିଡି ଥାନା ଗାଁର । ଘଟଣାସ୍ଥଳରେ ପୋଲିସ ପହଂଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।…

ପବିତ୍ର ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବପୀଠ

ଆଜି ଜାଗର ତଥା ମହାଶିବରାତ୍ରୀ । ଏଥିପାଇଁ ସମସ୍ତ ଶୈବପୀଠ ଚଳଚଂଚଳ । ହିନ୍ଦୁ ଧର୍ମରେ ମହାଶିବରାତ୍ରୀକୁ ମହାଆଡମ୍ବରରେ ପାଳନ କରନ୍ତି । ବିଗତ ଦୁଇ ବର୍ଷ ହେବ କରୋନା ପାଇଁ ବିଭିନ୍ନ ନିୟମ ଭିତରେ ମହାଶିବରାତ୍ରୀ ପାଳନ ହେଉଛି…

ବିରୋଧୀଙ୍କୁ ପଛରେ ପକାଇ ଟ୍ରେଣ୍ଡରେ ଆଗରେ ବିଜେଡି

ତୃତୀୟ ଦିନର ଗଣତି ଜାରି । ତୃତୀୟ ଦିନରେ ୨୩୧ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ତେବେ ଅପରାହ୍ନ ୪ଟା ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ବିଜେଡି ୨୧୦ଟି ଜୋନରେ ଆଗୁଆ ରହିଛି, ବିଜେପି ୧୫ ଏବଂ କଂଗ୍ରେସ ୬ଟି…

ଆଜି ଭୋଟ ଗଣତିର ତୃତୀୟ ଦିନ

ଆଜି ଭୋଟ ଗଣତିର ତୃତୀୟ ଦିନ । ଭୋଟ୍ ଗଣତିର ପ୍ରଥମ ଦୁଇ ଦିନରେ ବିଜେଡି ଭଲ ପ୍ରଦର୍ଶନ କରିଛି । ପ୍ରଥମ ଦିନରେ ୩୧୫ ଜିଲ୍ଲା ପରିଷଦ ଜୋନରେ ଗଣତି ହୋଇଥିଲା । ସେଥିରୁ ବିଜେଡି ୨୮୨ ଆସନରେ ବିଜୟୀ ହୋଇଛି । ବିଜେପିକୁ ମିଳିଛି ୧୫ଟି…

ପ୍ରଥମ ଦିନର ୨୫୬ ଜୋନର ଆସିଲା ଫଳାଫଳ..୨୩୦ ଜୋନରେ ବିଜେଡି ବିଜୟୀ

ପଞ୍ଚାୟତ ପ୍ରଥମ ଦିନରେ ବିଜେଡି ସପକ୍ଷରେ ଜନମତ ଯାଇଛି । ଆସିଲା ପ୍ରଥମ ଦିନର ୩୧୫ ଜୋନରୁ ୨୫୬ର ଫଳାଫଳ । ବିଜେଡି ୨୩୦ ଜୋନରେ ବିଜୟୀ ହୋଇଛି । କଂଗ୍ରେସ ୧୨ଟି ଜୋନରେ ବିଜୟୀ ହୋଇଛି । ସେହିପରି ବିଜେପି ୧୦ଟି ଜୋନରେ ବିଜୟୀ ହୋଇଛି…

ପଞ୍ଚ ।ୟତ ଲଢେଇ: ଦ୍ୱିତୀୟ ଦିନର ଭୋଟ ଗଣତି

ପଞ୍ଚାୟତ ଫଇସଲାର ଦ୍ୱିତୀୟ ଦିନ । ଆଜି ୩୦୫ ଜିଲ୍ଳା ପରିଷଦ ଜୋନ୍ ପାଇଁ ଚାଲିଛି ଭୋଟ ଗଣତି । ଗଣତିର ଦ୍ୱିତୀୟ ଦିନରେ ରାଜ୍ୟର ୩୦୫ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍ ଗଣତି ହେବ ।ପ୍ରଥମ ଦିନର ଗଣତିରେ ବିଜେଡି ଆଗୁଆ ରହିଛି ।…

ବହୁ ଆଗରେ ବିଜେଡି, ପଛରେ ପଡିଯିବେ କି ବିରୋଧୀ?

ରାଜ୍ୟରେ ଆଜିଠାରୁ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁସାରେ ସମସ୍ତ ରାଜନୈତିକ ଦଳଠାରୁ ଆଗରେ ରହିଛି ବିଜୁ ଜନତା ଦଳ । ଆଜି ୩୧୫ ଜୋନରେ ଭୋଟ ଗଣତି ହେଉଛି…