Browsing Category
ରାଜ୍ୟ
ହଜାରେ ତଳକୁ ଖସିଲା ସଂକ୍ରମଣ
ରାଜ୍ୟରେ ହଜାରେ ତଳକୁ ଖସିଲା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୮୫୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୮୧୨୧ ଜଣକୁ ବୃଦ୍ଧି ପାଇଛି ।ତେବେ ଚିହ୍ନଟ ହୋଇଥିବା!-->…
ବୁଧବାର ପ୍ରଥମ ପର୍ୟ୍ୟାୟ ପଞ୍ଚାୟତ ଭୋଟ୍, ଆଜି ସଂଧ୍ୟାରେ ସରିବ ପ୍ରଚାର
ପଂଚାୟତ ନିର୍ବାଚନର ପ୍ରଥମ ପର୍ୟ୍ୟାୟ ପାଇଁ ଆଜି ସରୁଛି ନିର୍ବାଚନ ପ୍ରଚାର । ଏଥିପାଇଁ ଗାଁ ଗାଁରେ ଏବେ ପ୍ରଚାର ତାତି। ଘମାଘୋଟ ପ୍ରଚାରରେ ଗାଁ ଏବେ କମ୍ପୁଛି । ଫେବ୍ରୁଆରୀ ୧୬ରେ ପ୍ରଥମ ପର୍ୟ୍ୟାୟ ମତଦାନ ହେବ । ଫେବ୍ରୁଆରୀ!-->…
ଧୋନୀଙ୍କ ଟିମରେ ଓଡିଆ ପୁଅ, ଶୁଭ୍ରାଂଶୁଙ୍କୁ ୨୦ ଲକ୍ଷରେ କିଣିଲା ଚେନ୍ନାଇ
ଆଇପିଏଲ୍ ନିଲାମରେ ବିକ୍ରି ହୋଇଛନ୍ତି ଓଡିଆ ପୁଅ । ଆଇପିଏଲରେ ଶୁଭ୍ରାଂଶୁ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କ ଟିମ୍ ଅର୍ଥାତ୍ ଚେନ୍ନାଇ ସୁପର୍ କିଙ୍ଗସ୍ ପକ୍ଷରୁ ଖେଳିବେ। ଆଜି ଆଇପିଏଲ୍ ନିଲାମର!-->…
ରାଜ୍ୟରେ ଖସୁଛି ସଂକ୍ରମଣ
ରାଜ୍ୟରେ ଖସୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୧୧୪୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୭୨୬୨ ଜଣକୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୬୯!-->…
ଟ୍ରକକୁ ପଛ ପଟୁ ଧକ୍କା ଦେଲା ଭ୍ୟାନ.. ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ
ଟ୍ରକକୁ ପଛ ପଟୁ ଧକ୍କା ଦେଲା ଓମିନି ଭ୍ୟାନ ।ଫୁଲବାଣୀ ସଦର ଥାନା ଅନ୍ତର୍ଗତ ତାଳପଡାରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ତାଳପଡାରୁ ଭୋଜି ଖାଇ ନିଜ ଘର ଗୁମାଗଡ ସ୍ଥିତ ବାଡିସୁଗା ଯାଉଥିଲେ ଏହି ସମୟରେ ଲାହାବାଡିରେ!-->…
ପ୍ରଚାର ସରିଲେ ଗାଁ ଛାଡ଼ିବେ ନେତା, ଷ୍ଟ୍ରଙ୍ଗ ରୁମରେ ଲାଗିବ ସିସିଟିଭି
ନିର୍ବାଚନ ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ସହ ରାଜ୍ୟ ନିର୍ବାଚନ କମିଶନଙ୍କ ବୈଠକ। ଚୁଡାନ୍ତ ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି କମିଶନ। ନିର୍ବାଚନ କମିଶନଙ୍କ କହିଛନ୍ତି ଯେ, ପ୍ରଚାର ସରିବା ପରେ ରାଜନୈତିକ ଦଳର ଲୋକ କିମ୍ବା!-->…
ତଳମୁହାଁ କରୋନା ସଂକ୍ରମଣ
ଦେଶରେ କମୁଛି ସଂକ୍ରମଣ ବଢ଼ୁଛି ମୃତ୍ୟୁ । ୨୪ ଘଂଟାରେ ୫୦ ହଜାର ୪୦୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮୦୪ ଜଣଙ୍କ ମୃତ୍ୟୁ ହୋଇଛି । ଦୈନିକ ପଜିଟିଭ ହାର ରହିଛି ୩ ଦଶମିକ ୪୮ ପ୍ରତିଶତ ।ଗୋଟିଏ ଦିନରେ ୧ ଲକ୍ଷ ୩୬ ହଜାର ୯୬୨ ଜଣ!-->…
ପୁଣି ଚର୍ଚ୍ଚାରେ ଜାଗ୍ରତିଙ୍କ ଫେସବୁକ୍ ପୋଷ୍ଟ
ପୁଣି ଚର୍ଚ୍ଚାରେ ଅନୁଭବ ମହାନ୍ତିଙ୍କ ବାନ୍ଧବୀ ଜାଗ୍ରତି ଶୁକ୍ଲାଙ୍କ ଫେସବୁକ୍ ପୋଷ୍ଟ । କହିଲେ, ଜଣେ ଅଭିନେତାଙ୍କ ପତ୍ନୀଙ୍କୁ ନେଇ ପରୋକ୍ଷରେ ପ୍ରଶ୍ନ ଉଠାଇଲେ ଜାଗ୍ରତି । ଅଭିନେତାଙ୍କ ଅସୁସ୍ଥ ବୃଦ୍ଧ ପିତା-ମାତା ଦେଢବର୍ଷ ହେଲା!-->…
ଏଥର ବି କୋଭିଡ କଟକଣାରେ ହେବ ଜାଗର
ଏ ବର୍ଷ ବି କୋଭିଡ କଟକଣାରେ ପାଳନ ହେବ ମହାଶିବରାତ୍ରୀ । ମହାଶିବରାତ୍ରୀ ପାଳନ ନେଇ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜଙ୍କ ମହାଦୀପ । ଶାନ୍ତି ଶୃଙ୍ଖଳାରେ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି!-->…
ଓୟୁଏଟି ମହିଳା ସହକାରୀ ପ୍ରଫେସରଙ୍କ ଆତ୍ମହତ୍ୟା
ଫ୍ୟାନରେ ଲୁଗା ଲଗାଇ ଝୁଲି ପଡିଲେ ଓୟୁଏଟିର ମହିଳା ସହକାରୀ ପ୍ରଫେସର । ତାଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତକ ସହକାରୀ ପ୍ରଫେସର ହେଉଛନ୍ତି ଦେବୀପ୍ରସନ୍ନ ଦାସଙ୍କ ପତ୍ନୀ ବାସନ୍ତୀ ଜେନା । ସୂଚନା!-->…