Browsing Category
ରାଜ୍ୟ
ଚାଉଳ କିଣା ପ୍ରସଙ୍ଗକୁ ନେଇ ଏଫସିଆଇ ଅଫିସ୍ ଆଗରେ ଧାରଣା ଦେବ ବିଜେଡି
କେନ୍ଦ୍ର ସରକାର ଉଷୁନା ଚାଉଳ ନ ଉଠାଇବା ପ୍ରତିବାଦରେ ଧାରଣା ଦେବ ବିଜେଡି । ସୋମବାର ପ୍ରେସମିଟ୍ କରି ବିଜୁ ଜନତା ଦଳର ମୁଖପାତ୍ର କେନ୍ଦ୍ର ସରକାର ଉପରେ ବର୍ଷିବା ସହିତ କେନ୍ଦ୍ର ସରକାର କାହିଁକି ବଳକା ଚାଉଳ ନେଉନାହାଁନ୍ତି ସେହି!-->…
ବର୍ଷା ଫେରାଇବେ ନାହିଁ ପାର୍ଲାମେଣ୍ଟ କାର୍ଡ
ବର୍ଷା-ଅନୁଭବ ବିବାଦ ମାମଲାରେ ବର୍ଷାଙ୍କ ପାର୍ଲିଆମେଣ୍ଟ ସ୍ପାଉସ୍ କାର୍ଡ ପ୍ରତ୍ୟାହାର ଉପରେ ସ୍ଥଗିତାଦେଶ ଜାରି କଲେ ହାଇକୋର୍ଟ । କାର୍ଡ ସରେଣ୍ଡର କରିବାକୁ ପାର୍ଲାମେଣ୍ଟ ସଚିବଙ୍କ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ!-->…
ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ
ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ । ଲାଂଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି କଟକ ଜିଲ୍ଲା ନରସିଂହପୁରର ଥାନା ଅଧିକାରୀ । ଏକ ଅସଂରକ୍ଷିତ ଜନଜାତି ଗୋଷ୍ଠୀଙ୍କ ମାମଲାର ସମାଧାନ ପାଇଁ ଆଇଆଇସି ଅଲେଖ ଗରଡିଆ ଲାଂଚ ନେଉଥିଲେ ।!-->…
କୋହଳ ହେଲା ପ୍ରଚାର କଟକଣା
କୋହଳ ହେଲା ପ୍ରଚାର କଟକଣା । ରାଜ୍ୟ ନିର୍ବାଚନ କମିଶନର ଏନେଇ ପ୍ରେସ୍ମିଟ୍ ଜରିଆରେ ସୂଚନା ଦେଇଛନ୍ତି । ପଞ୍ଚାୟତ ନିର୍ବାଚନର ପରିଚାଳନା ଓ କୋଭିଡ଼ କଟକଣାର ଅନୁପାଳନ ନେଇ ଆଜି ଜିଲ୍ଲାପାଳଙ୍କ ସହ ରାଜ୍ୟ ନିର୍ବାଚନ କମିଶନର!-->…
ଦେଶରେ ଲକ୍ଷେ ତଳେ ଦୈନିକ ସଂକ୍ରମଣ.. ରାଜ୍ୟରେ ୨ ହଜାର ତଳେ
ଦେଶରେ ଲକ୍ଷେ ତଳେ ଦୈନିକ ସଂକ୍ରମଣ । ଦିନକରେ ୮୩ ହଜାର ୮୭୬ ନୂଆ ମାମଲା ସାମ୍ନାକୁ ଆସିଛି । ଡେଲି ପଜିଟିଭିଟି ରେଟ୍ ୭ ଦଶମିକ ୨୫ ପ୍ରତିଶତ ରହିଛି । ଗତ ୨୪ ଘଂଟାରେ ୮୯୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ।ଏହାକୁ ମିଶାଇ ଦେଶରେ!-->…
ଆଜିଠୁ ଶ୍ରେଣୀ ଗୃହରେ ପାଠପଢା..କୋଭିଡ ନିୟମ ମାନି ପିଲା କରିବେ କ୍ଲାସ
ଆଜି ଖୋଲୁଛି ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ । ଆଜି ଅଷ୍ଟମରୁ ଉପର ଶ୍ରେଣୀ ଖୋଲିବ । କୋଭିଡ କଟକଣା ମଧ୍ୟରେ ଖୋଲୁଥିବାରୁ ହାଇସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ପ୍ରସ୍ତୁତି କରିଛନ୍ତି । ସ୍କୁଲ ପରିସରକୁ ସଫା କରାଯିବା!-->…
ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସାମ୍ବାଦିକ ମୃତ
ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ କାର୍ୟ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଆଉ ଏଭଳି ଏକ ଦୁଃଖଦ ଖବର କଳାହାଣ୍ଡି ଜିଲ୍ଲାର ମାଓ ଅଧ୍ୟୁଷିତ ମଦନପୁର ରାମପୁର ଅଞ୍ଚଳରୁ ଆସିଛି । ମଦନପୁର ରାମପୁର ଥାନା ଅନ୍ତର୍ଗତ!-->…
ତଳମୁହାଁ ସଂକ୍ରମଣ, ମୃତ୍ୟୁସଂଖ୍ୟା ଉପରମୁହାଁ
ରାଜ୍ୟରେ କମୁଛି ସଂକ୍ରମଣ ହେଲେ କମୁନି ମୃତ୍ୟୁ । ୨୪ ଘଂଟାରେ ୨ ହଜାର ୬୦୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ୩୪୯ଜଣ । ସଂଗରୋଧରୁ ୧୫ଶହ ୨୧ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ହଜାରେ!-->…
ଗଛକୁ ପିଟିଲା ଭ୍ୟାନ୍, ୬ମୃତ
କନ୍ଧମାଳ ଜିଲ୍ଲା ବାଲିଗୁଡା ଖହମଗୁଡା ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କୋଟଗଡ କୁଟିବାଲି ଘାଟିରେ ଗଛକୁ ପିଟିଲା ପିକଅପ୍ ଭ୍ୟାନ୍ । ଘଟଣାସ୍ଥଳରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଜଣ ଆହତ ହୋଇଛନ୍ତି । ସମସ୍ତ!-->…
ତଳମୁହାଁ କରୋନା ଗ୍ରାଫ୍
ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍ । ୩ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ । ୨୪ ଘଂଟାରେ ୨ ହଜାର ୬୯୭ ନୂଆ ଆକ୍ରାନ୍ତ ଚିହ୍ନଟହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୫୬୮ ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୧୨୯ ଜଣ ଚିହ୍ନଟ!-->…