THE BYAPINI
Browsing Category

ରାଜ୍ୟ

୭ ତାରିଖରୁ ଖୋଲିବ ସ୍କୁଲ ଏବଂ କଲେଜ

ରାଜ୍ୟରେ ଆସନ୍ତା ୭ ତାରିଖରୁ ଖୋଲିବ ସ୍କୁଲ ଏବଂ କଲେଜ । ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଫେବ୍ରୁଆରୀ ୭ ତାରିଖରୁ ଅଷ୍ଟମ ଶ୍ରେଣୀରୁ ଉପରକୁ ସମସ୍ତ ସ୍କୁଲ ଖୋଲିବାକୁ ଥିବା ବେଳେ ୧୪ରୁ କେଜିରୁ

ଡିଜିଙ୍କ ନିକଟରେ ଫେରାଦ ହେଲା ବିଜେପି

ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ପୋଲିସ ଡିଜିଙ୍କ ନିକଟରେ ଫେରାଦ ହେଲା ବିଜେପି ।ନିର୍ବାଚନୀ ହିଂସା ନେଇ ପୋଲିସ ଡିଜିଙ୍କୁ ଭେଟିଲା ବିଜେପି ଟିମ । ପୋଲିସ ଡିଜି ଏସକେ ବଂସଲଙ୍କୁ ଭେଟି ବିଜେପି ଦେଇଛି ଦାବି ପତ୍ର ।

ସମିତି ସଭ୍ୟ ପ୍ରାର୍ଥୀ ନିଖୋଜ, ରାସ୍ତାରୁ ମିଳିଲା ମଟରସାଇକେଲ ଓ ଚପଲ

ପୁସିଂ କାର୍ଡ ଛପାଇବାକୁ ଯାଇ ସମିତି ସଭ୍ୟ ପ୍ରାର୍ଥୀ ଗାଏବ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକରେ ଏପରି ଘଟଣା ଦେଖିବାକୁ ମିଳିଛି। ନିଖୋଜ ପ୍ରାର୍ଥୀଜଣକ ହେଲେ ନୂଆଗାଁ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା ।

କରୋନା: କେଉଁ ଜିଲ୍ଲାରୁ କେତେ ପଜିଟିଭ?

ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୬୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୫୧୫ ଜଣ ଅଛନ୍ତି। ୨,୧୧୫ ଜଣ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ବାକି ୧୫୧୪ଟି ହେଉଛି ଲୋକାଲ୍

ତଳକୋର୍ଟଙ୍କ ରାୟକୁ କାଏମ୍‌ ରଖିଲେ ହାଇକୋର୍ଟ

ବ୍ରହ୍ମପୁର ବହୁ ଚର୍ଚ୍ଚିତ ତପସ୍ୱିନୀ ଦାଶ ଓ ଡାକ୍ତର ସୁମିତ ସାହୁ ମାମଲାରେ ତଳ କୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ଓଡ଼ିଶା ହାଇକୋର୍ଟ। ପ୍ରତିମାସ ୧୦ ତାରିଖ ସୁଦ୍ଧା ଭରଣପୋଷଣ ବାବଦକୁ ଡାକ୍ତର ସୁମିତ ତପସ୍ୱିନୀଙ୍କୁ ମାସିକ ୧୭

କମୁଛି ଦୈନିକ ସଂକ୍ରମଣ, ବଢୁଛି ମୃତ୍ୟୁସଂଖ୍ୟା

ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୪୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୪୩୬ ଜଣ ଅଛନ୍ତି। ସେହିପରି ୨,୦୧୨ ଜଣ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ବାକି ୧,୪୩୮ ଟି ହେଉଛି

ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସରେ ନିଆଁ

ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ । ଟ୍ରେନଟି ପୁରୀ ଫେରୁଥିବା ବେଳେ ମହାରାଷ୍ଟ୍ର ନନ୍ଦୁରବାର ଷ୍ଟେସନରେ ଅଗ୍ନିକାଣ୍ଡ ହୋଇଥିଲା । ଦିନ ପାଖାପାଖି ୧୦ଟା ୩୦ରେ ଟ୍ରେନର ଥିବା ପ୍ୟାଂଟ୍ରି କାରରେ ନିଆଁ ଲାଗିଯାଇଥିଲା ।

୩ ମେୟର ପଦ ପାଇଁ ପ୍ରକାଶ ପାଇଲା ଚୂଡ଼ାନ୍ତ ସଂରକ୍ଷଣ ତାଲିକା

ପଞ୍ଚାୟତ ନିର୍ବାଚନ ପରେ ପରେ ହେବ ପୌର ନିର୍ବାଚନ। ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଏହିକ୍ରମରେ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମେୟର ପଦବୀ ପାଇଁ ସଂରକ୍ଷଣ ତାଲିକା ଚୂଡ଼ାନ୍ତ ହୋଇଛି। ନଗର ଉନ୍ନୟନ ବିଭାଗ ପକ୍ଷରୁ ଏନେଇ

କମୁଛି କରୋନା ସଂକ୍ରମଣ

ରାଜ୍ୟରେ କମୁଛି କରୋନା ସଂକ୍ରମଣ । ୨୪ ଘଂଟା ଭିତରେ ୪ ହଜାର ୮୪୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି । ଏମାନଙ୍କ ମଧ୍ୟରୁ ଶୁନରୁ ୧୮ ବର୍ଷ ଭିତରେ ୬୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨ହଜାର ୮୦୯ ଜଣ ସଂଗରୋଧରୁ ଚିହ୍ନଟ ହୋଇଥିବା

ପୁଣି ଲେଉଟିଲା ଶୀତ

ରାଜ୍ୟକୁ ପୁଣି ଲେଉଟିଲା ଶୀତ û ଆସନ୍ତା ଦୁଇ ଦିନ ଏପରି ତାପମାତ୍ରା ରହିବ ଓ ପ୍ରବଳ ଶୀତ ଅନୁଭୂତ ହେବ ।ଆଜି ୧୩ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କଳାହାଣ୍ଡି, କନ୍ଧମାଳ, ନୂଆପଡା, ବରଗଡ, ବଲାଙ୍ଗୀର,