Browsing Category
ରାଜ୍ୟ
ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍
ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ ।ଗତ ୨୪ ଘଣ୍ଟାରେ ରାଜ୍ୟରେ ୮ ହଜାର ୫୨୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୪୯୪୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୩୫୭୯ ପଜିଟି ଚିହ୍ନଟ ହୋଇଛନ୍ତି । ସେହିପରି ୦ରୁ ୧୮ ବର୍ଷ!-->…
ଚାହୁଁ ଚାହୁଁ ଚାଲିଗଲା ୬ ଜୀବନ
ଚାହୁଁ ଚାହୁଁ ଚାଲିଗଲା ୬ ଜୀବନ । ଯାତ୍ରୀବାହୀ ବସ୍କୁ ପଛରୁ ପିଟିଲା ଟ୍ରକ୍। ଫଳରେ ବସ୍ଟି ଓଲଟି ପଡ଼ିଲା। ଏହି ଦୁର୍ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ବିଦୁ ଛକରେ। ଘରୋଇ ବସ୍ ‘ଶାନ୍ତିଲତା’ ଉଦଳାରୁ ଭୁବନେଶ୍ୱର ଯାଉଥିଲା ।!-->…
କରୋନାରୁ ସୁସ୍ଥ ହେବାର ୩ ମାସ ପରେ ତୃତୀୟ ଡୋଜ୍
କରୋନାରୁ ସୁସ୍ଥ ହେବାର ତିନି ମାସ ପରେ ନେଇପାରିବେ ପ୍ରିକସନ୍ ଡୋଜ୍ । କରୋନା ଟିକା ସହ ପ୍ରିକସନ୍ ଡୋଜ୍ ନେଇପାରିବେ । ଏନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛି ଏନଏଚଏମ୍ ବା ଜାତୀୟ ସ୍ୱାସ୍ଥ୍ୟ ମିଶନ ।
!-->!-->!-->…
ରାଜ୍ୟରେ ତଳମୁହାଁ ସଂକ୍ରମଣ..ଦେଶରେ କିନ୍ତୁ ସ୍ଥିତି ଅଣାୟତ୍ତ
ରାଜ୍ୟରେ ତଳମୁହାଁ ହେଉଛି ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୮, ୮୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ସେଥିମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୫୧୨୮ ଓ ଲୋକାଲ୍ କେସ୍ ୩୭୧୭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ!-->…
ବରଯାତ୍ରୀ ଗାଡିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ, ୫ ମୃତ
ସୁବର୍ଣ୍ଣପୁର ଜିଲ୍ଲାର ମହାନଦୀ ସେତୁ ଉପରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ବୋଲେରୋ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ହିଁ ୫ ବୋଲେରୋ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।!-->…
ରାଜ୍ୟରେ ୧୦ ହଜାର ତଳକୁ ଖସିଲା ସଂକ୍ରମଣ
ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୯୮୩୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୬୯୯ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୪୧୩୪ ଜଣ ସ୍ଥାନୀୟ!-->…
ଆଜିଠୁ ୪ ଦିନ ପର୍ଯ୍ୟନ୍ତ ପୁଣି ଭିଜିବ ଓଡ଼ିଶା!
ଆଜିଠୁ ୪ ଦିନ ପର୍ଯ୍ୟନ୍ତ ପୁଣି ଭିଜିବ ଓଡ଼ିଶା। ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି û ଆସନ୍ତା ୨୪ ତାରିଖ ଯାଏ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।!-->…
ବୁଲିବାଇ ଆପ୍ ମାମଲା :ଓଡିଶାରୁ ଜଣେ ଗିରଫ
ବୁଲିବାଇ ଆପ୍ ମାମଲାରେ ଓଡିଶାରୁ ଜଣଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ଏନେଇ ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ସୂଚନା ମିଳିଛି । ଗିରଫ ଅଭିଯୁକ୍ତର ନାଁ ନୀରଜ ସିଂହ ବୋଲି ଜଣାପଡିଛି। ଏହାକୁ ମିଶାଇ ଏହି ମାମଲାରେ!-->…
ମଝି ଆକାଶରେ ବର୍ତ୍ତିଗଲା ବିମାନ,ସାମନାକୁ ଆସିଲା ସତ
ମଝି ଆକାଶରେ ବର୍ତ୍ତିଗଲା ଭୁବନେଶ୍ୱର ବିମାନ । ଜାନୁଆରୀ ୭ ତାରିଖରେ ବେଙ୍ଗାଲୁରୁର ମଝି ଆକାଶରେ ଦୁଇଟି ବିମାନ ମୁହାଁମୁହିଁ ପରିସ୍ଥିତିକୁ ଚାଲି ଆସିଥିଲେ । କିଭଳି ଦୁର୍ଘଟଣାରୁ ବିମାନଟି ଅଳ୍ପକେ ବର୍ତ୍ତିଯାଇଥିଲା, ତାର ସତ ଏବେ!-->…
ଦେଶରେ ୩ ଲକ୍ଷ ଟପିଲା ସଂକ୍ରମଣ..ରାଜ୍ୟରେ ଆଜି ସାମାନ୍ୟ କମିଲା ସଂଖ୍ୟା
ଦେଶରେ ୮ ମାସ ପରେ ୩ ଲକ୍ଷ ପାର କରିଛି ସଂକ୍ରମଣ । ବୁଧବାର ୩ ଲକ୍ଷରୁ ଅଧିକ ପଜିଟିଭ ମାମଲା ସାମନାକୁ ଆସିଛି। ଦେଶରେ ଦିନକରେ ୩,୧୭,୫୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ଗତ ୧୫ ମେ’ରେ ୩ ଲକ୍ଷରୁ ଅଧିକ ମାମଲା!-->…