THE BYAPINI
Browsing Category

ରାଜ୍ୟ

କମୁଛି ଦୈନିକ ସଂକ୍ରମଣ

ରାଜ୍ୟରେ ୧୦ହଜାର ୪୮୯ କରୋନା ପଜିଟିଭ ଚିହ୍ନଟ ହୋଇଛି । ଗତକାଲି ତୁଳନାରେ ଆଜି କମିଛି ଦୈନିକ କରୋନା ସଂକ୍ରମଣ । ସେହିପରି ଗତକାଲି ତୁଳନାରେ ରାଜ୍ୟରେ ଟେଷ୍ଟିଂ ସଂଖ୍ୟା ମଧ୍ୟ କମିଛି । ଶୂନରୁ ୧୮ବର୍ଷ ବର୍ଗର ୯୮୨ ଆକ୍ରାନ୍ତ

ଉପରମୁହାଁ କରୋନା ମିଟର

ରାଜ୍ୟରେ ୧୧ ହଜାର ପାର କଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୧୧୧୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଜ୍ଝ ଏମାନଙ୍କ ମଧ୍ୟରୁ ୦ ରୁ ୧୮ ବର୍ଷ ମଧ୍ୟରେ ୧୦୧୬ ଥିବାବେଳେ ସଙ୍ଗରୋଧରୁ ୬୪୭୯ ଜଣ ଓ ୪୬୯୮ ଜଣ ସ୍ଥାନୀୟ

ଆଜି ପାଇଁ ପାନବରଜ ଉଚ୍ଛେଦ ବନ୍ଦ

ଗ୍ରାମବାସୀଙ୍କ ବିରୋଧ ପରେ ଢିଙ୍କିଆରେ ଆଜି ପାଇଁ ପାନବରଜ ଉଚ୍ଛେଦ ବନ୍ଦ । ପାଚେରୀ ଓ ରାସ୍ତା ନିର୍ମାଣ କାମ ଜାରି ରହିବ । ପାନ ବରଜ ଭଙ୍ଗାକୁ ନେଇ ଗତକାଲି ମୁହାଁମୁହିଁ ହୋଇଥିଲେ ପୁଲିସ ଓ ଗ୍ରାମାବାସୀ । ଏବେ ଗାଁରେ ପଇଁତରା

୨୪ ଘଣ୍ଟାର କରୋନା ଗ୍ରାଫ୍

ଦେଶରେ ୨୪ ଘଂଟାରେ ୨ ଲକ୍ଷ ୬୮ହଜାରରୁ ଅଧିକ ସଂକ୍ରମିତ ,୪୦୨ମୃତ୍ୟୁ ରେକର୍ଡ କରାଯାଇଛି । ଗତକାଲି ଠାରୁ ଆଜିର ସଂକ୍ରମଣ ସଂଖ୍ୟା ୪,୬୩୧ ଅଧିକ ରହିଛି। ଦେଶରେ ଦୈନିକ ପଜିଟିଭିଟି ହାର ୧୬.୬୬% ରହୁଛି । ୨୪ ଘଣ୍ଟାରେ ଚିହ୍ନଟ

ଘରୋଇ ସଙ୍ଗରୋଧ ପାଇଁ ମାର୍ଗଦର୍ଶିକା

ଘରୋଇ ସଙ୍ଗରୋଧ ପାଇଁ ଜାରି ହେଲା ମାର୍ଗଦର୍ଶିକା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ମାର୍ଗଦର୍ଶିକା ଜାରି ହୋଇଛି । ସାମାନ୍ୟ ଲକ୍ଷଣ କିମ୍ବା ଲକ୍ଷଣ ବିହୀନ ଲୋକଙ୍କୁ ଘରୋଇ ସଙ୍ଗରୋଧରେ ରହିବାକୁ କୁହାଯାଇଛି । ୬୦

ଢିଙ୍କିଆରେ ପୋଲିସ-ଗ୍ରାମବାସୀ ମୁହାଁମୁହିଁ

ଢିଙ୍କିଆରେ ପୋଲିସ-ଗ୍ରାମବାସୀ ମୁହାଁମୁହିଁ । ଆଜି ଗ୍ରାମବାସୀମାନେ ପାନବରଜକୁ ଯିବା ବେଳେ ଗାଁ ମୁଣ୍ଡରେ ଅଟକାଇଥିଲା ପୋଲିସ । ପ୍ରଶାସନ ପକ୍ଷରୁ ଗାଁର ଚାରିପଟେ ମୁତୟନ ହୋଇଥିବା ପୋଲିସ ନିକଟରେ ଲୋକ ମାଡ଼ି ଆସିବାରୁ ଉତେଜନ

୨୪ ଘଣ୍ଟାର କରୋନା ଗ୍ରାଫ

ଦେଶରେ ୨୪ ଘଂଟା ମଧ୍ୟରେ ୨ ଲକ୍ଷ ୬୪ ହଜାର ୨୦୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ସଂକ୍ରମଣ ହାର ବର୍ତମାନ ୧୪.୭୮ ପ୍ରତିଶତ ରହିଛି । କରୋନା ସଂକ୍ରମଣ ଗତକାଲି ତୁଳନାରେ ୬.୭ ପ୍ରତିଶତ ବଢିଛି । ଗତକାଲି ତୁଳନାରେ ଆଜି ୧୬

କରୋନା ସଂକ୍ରମଣର ବିସ୍ଫୋରଣ..ସ୍ଥିତି ଅସମ୍ଭାଳ

ଦେଶରେ କୋଭିଡ୍‌ର ଦୈନିକ ମାମଲା ୨ ଲକ୍ଷ ଛୁଇଁଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୭ ପ୍ରତିଶତ ଏକ ଲମ୍ବ ଡିଆଁ ମାରିଛି ଭାଇରସ୍‌। ଆଜି ଭାରତରେ ୨,୪୭,୪୧୭ଟି ରେକର୍ଡ଼ସ୍ତରୀୟ କୋଭିଡ୍ ମାମଲା ଚିହ୍ନଟ ହୋଇଛି। ବୁଧବାର ଦେଶରେ ୧,୯୪,୭୨୦ଟି

ଆଜିଠୁ ହାଇକୋର୍ଟ ବନ୍ଦ

କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ଆଜିଠାରୁ ବନ୍ଦ ରହିବ ହାଇକୋର୍ଟ । ରାଜ୍ୟରେ କରୋନା ସଂକ୍ରମଣ ଅପ୍ରତ୍ୟାଶିତ ଭାବେ ବଢିବା ସହିତ ହାଇକୋର୍ଟରେ ବହୁ କର୍ମଚାରୀ କରୋନା ଆକ୍ରାନ୍ତ ହେବା ଘଟଣାକୁ ବିଚାରକୁ ନିଆଯାଇ ସାନି

ଭୁବନେଶ୍ୱର ପାଇବ ପ୍ରଥମ ମହିଳା ମେୟର

ଭୁବନେଶ୍ୱର ପାଇବ ପ୍ରଥମ ମହିଳା ମେୟର । ମହିଳାଙ୍କ ପାଇଁ ସଂରକ୍ଷିତ ରହିଲା ବିଏମସି ମେୟର ପଦ । ପ୍ରଥମଥର ଭୁବନେଶ୍ୱର ମହାନଗର ନିଗମ ଦେଖିବ ମହିଳା ମେୟର । ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି ।