Browsing Category
ରାଜ୍ୟ
ପୁଣି ଚିହ୍ନଟ ହେଲେ ୧୪ ଓମିକ୍ରନ ଆକ୍ରାନ୍ତ
ରାଜ୍ୟରେ ବଢୁଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ପୁଣି ଚିହ୍ନଟ ହେଲେ ୧୪ ଆକ୍ରାନ୍ତ । ଆଜିର ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫ରେ ପହଞ୍ଚିଛି । ଏନେଇ ଆଇଏଲଏସ୍ ପକ୍ଷରୁ ସୂଚନା ଦିଆଯାଇଛି!-->…
କାଲିଠୁ ଗଞ୍ଜାମରେ ଧର୍ମାନୁଷ୍ଠାନ ବନ୍ଦ
ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ୁଥିବାରୁ ଗଞ୍ଜାମ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଆସନ୍ତାକାଲିଠୁ ବନ୍ଦ ରହିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଫେବ୍ରୁଆରୀ ପହିଲା ଯାଏ ଏହି କଟକଣା ବଳବତ୍ତର!-->…
ରାଜ୍ୟରେ ୩ କୋଟି ଟପିଲା ପ୍ରଥମ ଡୋଜ ଟିକାକରଣ
ରାଜ୍ୟରେ ୩ କୋଟି ଟପିଲା ପ୍ରଥମ ଡୋଜ ଟିକାକରଣ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଟୁଇଟରରେ ସୂଚନା ଦେଇଛନ୍ତି । ସେ ଟୁଇଟରରେ ଲେଖିଛନ୍ତି, ଟିକାକରଣରେ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି । ରାଜ୍ୟରେ ଏଯାଏଁ ୩!-->…
ନିର୍ବାଚନ ବାବଦରେ ଚୂଡାନ୍ତ ନିଷ୍ପତ୍ତି ନେବେ ଆୟୋଗ
ରାଜ୍ୟ ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ବୈଠକ ପରେ ସ୍ୱତନ୍ତ୍ର ରିଲିଫ କମିଶନ ପ୍ରଦୀପ ଜେନା କହିଛନ୍ତି, କୋଭିଡ ସ୍ଥିତି ନେଇ ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇଛି । ହେଲଥ ୱାର୍କର, ଫ୍ରଣ୍ଟଲାଇନ୍!-->…
କାୟା ମେଲାଉଛି କରୋନା
ସାରା ଦେଶରେ ଆରମ୍ଭ ହୋଇଗଲାଣି ତୃତୀୟ ଲହର । ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୪୧,୯୮୬ କରୋନା ଭାଇରସ୍ ଜନିତ ନୂତନ ସଂକ୍ରମଣ ଓ ୨୮୫ମୃତ୍ୟୁ ରେକର୍ଡ କରାଯାଇଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ!-->…
ସୋମବାରଠାରୁ ବନ୍ଦ ରହିବ ଜଗା ଦର୍ଶନ
ସୋମବାରଠାରୁ ବନ୍ଦ ରହିବ ଜଗା ଦର୍ଶନ । ଶ୍ରୀଜିଉଙ୍କୁ ଦର୍ଶନ କରିବା ଉପରେ ଲାଗିଲା ରୋକ । ଜାନୁଆରୀ ୧୦ ତାରିଖରୁ ୩୧ ତାରିଖ ପର୍ୟ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ମନ୍ଦିର । ସେବାୟତଙ୍କ ପ୍ରସ୍ତାବକ୍ରମେ ଏନେଇ ନିଷ୍ପତ୍ତି!-->…
୧୦ରୁ ବନ୍ଦ ରହିବ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ
କରୋନା ପାଇଁ କଟକଣାକୁ ଆହୁରି କଡ଼ା କଲେ ରାଜ୍ୟ ସରକାର। ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ବନ୍ଦ ଘୋଷଣା କରାଯାଇଛି। ଜାନୁଆରୀ ୧୦ ତାରିଖରୁ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ହେବ। ଏଥିରେ ବୈଷୟିକ!-->…
ଟ୍ଵିନସିଟିକୁ ରାତିରେ ଜଗିବେ ୨୫ ପ୍ଲାଟୁନ ଫୋର୍ସ
ଆଜିଠୁ ଟ୍ବିନସିଟିରେ ଲାଗୁ ହେବ ନାଇଟକର୍ଫ୍ୟୁ । ରାତି ୯ ଟାରୁ ସକାଳ ୫ ଯାଏଁ ଲାଗିବ କଟକଣା । ଫେବ୍ରୁଆରୀ ୧ ଯାଏଁ ବଳବତ୍ତର ରହିବ । କୋଭିଡ ନିମୟ ଭାଙ୍ଗି ଅମାନିଆ ହେଲେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଚେତାବନୀ ଦେଲେ ପୋଲିସ କମିଶନର!-->…
ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ କରୋନା
ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ କରୋନା । ସେ ଗତକାଲି ଲକ୍ଷଣବିହୀନ କରୋନା ସଂକ୍ରମିତ ହୋଇଛନ୍ତି । ସେ ହୋମ ଆଇସୋଲେସନରେ ଥିବାର ସୂଚନା ଦେଇଛନ୍ତି । ଏନେଇ ଟୁଇଟ୍ କରି ନିଜେ ସୂଚନା ଦେଇଛନ୍ତି ମନ୍ତ୍ରୀ ।!-->…
ସଂକ୍ରମଣ ବଢିବାରୁ ବନ୍ଦ ହେଲା ଭିସୁଟ
ବଢିଲା ସଂକ୍ରମଣ, ବନ୍ଦ ହେଲା ଭିସୁଟା ସଂକ୍ରମଣ ବଢିବାରୁ ଅନିଦ୍ଧିଷ୍ଟ କାଳ ପାଇଁ ବନ୍ଦ ହେଲା ଭିସୁଟ୍ । ଗୋଟିଏ ସ୍ଥାନରୁ ଏକାଧିକ ସଂକ୍ରମିତ ଚିହ୍ନଟ ହେବା ପରେ କତୃପକ୍ଷ ବନ୍ଦ କରିଛନ୍ତି । ଏକାକାଳୀନ ୧୮ ଜଣ ସଂକ୍ରମିତ ଚିହ୍ନଟ!-->…