Browsing Category
ରାଜ୍ୟ
ସେନା କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଜାନୁଆରୀ ୧୫ ତାରିଖ ଅର୍ଥାତ୍ ଆଜି ସେନା ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ସେନା କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି,!-->…
ମାର୍ଚ୍ଚ ୧୫ରୁ ପ୍ରଥମରୁ ଅଷ୍ଟମ ସମ୍ମେଟିଭ ଆସେସ୍ମେଣ୍ଟ
ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷା ବା ସମ୍ମେଟିଭ ଆସେସ୍ମେଣ୍ଟ-୨ ମାର୍ଚ୍ଚ ୧୫ରୁ ୨୦ତାରିଖ ମଧ୍ୟରେ ହୋଇପାରେ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ୟ୍ୟକ୍ରମ!-->…
ମାଞ୍ଜାସୂତା ଲାଗି ୨ ଆହତ
କଟକ: ସୋମବାର ସକାଳୁ ସକାଳୁ କଟକରେ ଚାଇନା ଗୁଡ଼ି ସୂତା ଲାଗି ୨ ବାଇକ ଆରୋହୀ ଆହତ ହୋଇଛନ୍ତି। ୨ ଯୁବକଙ୍କ ଘର ନିଆଳିରେ ହୋଇଥିଲା ବେଳେ ବାଇକ ଯୋଗେ କଟକ ଆସିବା ସମୟରେ ଅଘଟଣ ଘଟିଛି। ଏଥିରେ ଜଣେ ଯୁବକଙ୍କ ବେକରେ ଲାଗିଲା!-->…
ବ୍ୟାଗରୁ ଶିଶୁ ଉଦ୍ଧାର
ଚମ୍ପୁଆ: ପୁଣି ଅଲୋଡା ହେଲା ଶିଶୁକନ୍ୟା । ବସଷ୍ଟାଣ୍ଡରେ ପଡିଥିବା ଏକ ପାଷ୍ଟିକ ବ୍ୟାଗରୁ ଚାରିମାସର ଶିଶୁକୁ ଉଦ୍ଧାର କଲେ ବସ୍ ହେଲପର । ଚମ୍ପୁଆରର ଥିବା ବସଷ୍ଟାଣ୍ଡରେ ଗାଡିପଛ ପଟେ ଥିବା ପଡିଥିବା ଏକ ପାଷ୍ଟିକ ବ୍ୟାଗ ମଧ୍ୟରୁ!-->…
ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ଆସନ୍ତା ଜାନୁଆରୀ ୧୭ ତାରିଖ ଦିନ ପୁରୀଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଏହାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାନୁଆରୀ ୧୭ ତାରିଖକୁ ସରକାରୀ ଛୁଟି!-->…
ମକର ସଂକ୍ରାନ୍ତି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ଆଜି ସାରା ରାଜ୍ୟରେ ହର୍ଷୋଲ୍ଲାସରେ ପାଳନ ହେଉଛି ପବିତ୍ର ମକର ସଂକ୍ରାନ୍ତି। ମକର ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାପ୍ରଭୁ!-->…
ଆଜିଠୁ ପରିକ୍ରମା ମହାଯଜ୍ଞ
ପୁରୀ : ଆଜିଠୁ ପରିକ୍ରମା ମହାଯଜ୍ଞ । ପାଖେଇ ଆସୁଛି ସେହି ବହୁ ପ୍ରତିକ୍ଷିତ ମୂହୁର୍ତ୍ତ। ଦିନକ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ । ଆଜିଠାରୁ ଅଖଣ୍ଡ ଦୀପ ସ୍ଥାପନ ସହ ଆରମ୍ଭ ହୋଇଯିବ ଯଜ୍ଞ ବିଧି। ଏଥିସହ!-->…
୧୭ରୁ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଆସନ୍ତା ୧୭ ଓ ୧୮ ତାରିଖରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୧୭ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜର କିଛି ସ୍ଥାନରେ!-->…
ଆଜି ପବିତ୍ର ମକର ସଂକ୍ରାନ୍ତି
ଭୁବନେଶ୍ୱର: ଆଜି ପବିତ୍ର ମକର ସଂକ୍ରାନ୍ତି । ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କୁ ଲାଗି ହେବ ମକର ଚୂଳ । ଆଜିଠୁ ସୂର୍ୟ୍ୟଙ୍କ ଉତ୍ତରାୟଣ, ସେଥିପାଇଁ ଆଜି ଜିନର ଗୁରୁତ୍ବ ରହିଛି । ଘରେ ଘରେ ମକର ଚାଉଳ ପୂଜା ହେବା ପରମ୍ପରା ରହିଛି ।!-->…
ରେଳଧାରଣାରୁ ମିଳିଲା ମୃତଦେହ
ବଲାଙ୍ଗୀର: ରେଳଧାରଣାରୁ ମୃତଦେହ ଠାବ । ବଲାଙ୍ଗୀର ଖୁଜେନପାଲି ରେଳ ଫାଟକ ନିକଟ ରେଳଧାରଣାରୁ ମୃତଦେହ ଠାବ ହୋଇଛି । ସୋମବାର ଖୁଜେନପାଲି ରେଳ ଫାଟକ ନିକଟ ଧାରଣାରେ ଜଣଙ୍କ ମୃତଦେହ ପଡିଥିବାର ଦେଖିଥିଲେ କିଛି ଲୋକେ । ଏହାପରେ!-->…