Browsing Category
ରାଜ୍ୟ
ଡିସିପି ଅଫିସ୍ ସିଲ୍
ଡିସିପି ଅଫିସରେ ପଶିଲା କରୋନା । ଏକାଧିକ କର୍ମଚାରୀ ପଜିଟିଭ ଚିହ୍ନଟ ପରେ ଅଫିସ ବନ୍ଦ କଲା ବିଏମସି । ଡିସିପି ଅଫିସକୁ ବିଏମସି କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ।ସେପଟେ, ରାଜ୍ୟରେ ୨୪ ଘଂଟା ଭିତରେ ୬୮୦ ଜଣ ନୂଆ ଆକ୍ରାନ୍ତ!-->…
କୋଭିଡ୍ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
କୋଭିଡ୍ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ସନ୍ଧ୍ୟା ୫ଟାରେ ଓମିକ୍ରନ୍ ଓ କରୋନା ସଂକ୍ରମଣ ନେଇ କରିବେ ସମୀକ୍ଷା । ମୁଖ୍ୟ ସଚିବ ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ରାଜ୍ୟରେ ମାତ୍ର ୫ ଦିନ ଭିତରେ!-->…
ରାଜ୍ୟରେ ମାଡୁଛି କରୋନା..ଖୋର୍ଦ୍ଧାରେ ସର୍ବାଧିକ
ରାଜ୍ୟରେ ଉପରମୁହାଁ କରୋନା ମିଟର । ଓଡିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୦ ଟପିସାରିଛି । ଗତ ୨୪ ଘଣ୍ଟାରେ ୬୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨ ଦିନ ହେଲା ୪୩୦ ଭିତରେ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଆଜି ୭୦୦!-->…
ଓଡିଶାରୁ ଚିହ୍ନଟ ହେଲେ ଆଉ ୨୩ ଓମିକ୍ରନ୍ ସଂକ୍ରମିତ
ବଢ଼ୁଛି ଓମିକ୍ରନ୍ ସଂକ୍ରମଣ ମାମଲା । ରାଜ୍ୟରୁ ଚିହ୍ନଟ ହେଲେ ଆଉ ୨୩ ଓମିକ୍ରନ୍ ଆକ୍ରାନ୍ତ । ଏନେଇ ଆଇଏଲଏସ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି । ତେବେ ଆଗରୁ ରାଜ୍ୟରେ ୧୪ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ!-->…
୧୦ରୁ କଟକରେ ବୁଷ୍ଟର ଡୋଜ୍ ଟିକାକରଣ
ଆସନ୍ତା ୧୦ରୁ କଟକରେ ଆରମ୍ଭ ହେବ ବୁଷ୍ଟର ଡୋଜ ଟିକାକରଣ । ନୋଡ଼ାଲ ଅଫିସର ଡକ୍ଟର ଉମେଶ ରାୟ ଏନେଇ ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ, ଆସନ୍ତା ୧୦ରୁ କଟକରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ କୋଭିଡ୍ ଯୋଦ୍ଧା ପ୍ରଥମେ ନେବେ ବୁଷ୍ଟର!-->…
ଥଣ୍ଡାରେ ଥରିବ ପଶ୍ଚିମ ଓଡିଶାର ୫ ଜିଲ୍ଲା
ଥଣ୍ଡାରେ ଥରିବ ପଶ୍ଚିମ ଓଡିଶା । ପ୍ରବଳ ଜାଡ଼ରେ ଥରିବ ପଶ୍ଚିମ ଓଡ଼ିଶାର ୫ ଜିଲ୍ଲା । ଅନୁଗୁଳ, ଭବାନୀପାଟଣା, ଫୁଲବାଣୀ, ଟିଟିଲାଗଡ଼, ପାରଳାଖେମୁଣ୍ଡି ଆଦି ଅଞ୍ଚଳରେ ଭୋର୍ ସମୟରେ ଘନ କୁହୁଡ଼ି ଦେଖାଯାଉଛି । ଆଜି!-->…
ଜାନୁଆରୀ ୮ ପରେ ମାଟ୍ରିକ ପିଲାଙ୍କୁ କରୋନା ଟିକା
ଜାନୁଆରୀ ୮ ପରେ କରୋନା ଟିକା ନେବେ ମାଟ୍ରିକ ପିଲା । ସମ୍ମେଟିଭ୍-୧ ପରୀକ୍ଷା ପାଇଁ ନିଆଗଲା ବଡ ନିଷ୍ପତ୍ତି । ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି!-->…
ବଦଳିଲା ନିଷ୍ପତ୍ତି..କାଲିଠୁ ଖୋଲିବନି ସ୍କୁଲ
ବଦଳିଲା ନିଷ୍ପତ୍ତି । ସାମୟିକ ଭାବେ ସ୍ଥଗିତ ରହିଲା ପ୍ରାଥମିକ ସ୍କୁଲ ଖୋଲାଯିବା ନିଷ୍ପତ୍ତି । ଅର୍ଥାତ ଜାନୁଆରୀ ୩ ତାରିଖରୁ ପ୍ରାଥମିକ ସ୍କୁଲ ଖୋଲିବା ନେଇ ଯେଉଁ ନିଷ୍ପତ୍ତି ନିଆଯାଇଥିଲା, ତାହା ଏବେ କାର୍ୟ୍ୟକାରୀ ହେବ ନାହିଁ!-->…
କାହିଁକି ଆତ୍ମହତ୍ୟା କଲେ ଛାତ୍ରୀ?
କଲେଜ କ୍ୟାମ୍ପସରୁ ମିଳିଲା ଯୁବତୀଙ୍କ ମୃତଦେହ । ଭୁବନେଶ୍ୱରରରେ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା । ଏକ ଘରୋଇ କଲେଜରେ ଏମବିଏ ପଢୁଥିବା ଛାତ୍ରୀ ହଷ୍ଟେଲରେ ଆତ୍ମହତ୍ୟା କରିଛନ୍ତି । ଏ ନେଇ ସଂପୃକ୍ତ କଲେଜ ପକ୍ଷରୁ ଇନଫୋସିଟି ଥାନାରେ!-->…
ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ନୂଆବର୍ଷରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୨ ଓଡ଼ିଶା ପାଇଁ ସମୃଦ୍ଧିର ବର୍ଷ ହେଉ ବୋଲି କହିଛନ୍ତି ମୁଖୃମନ୍ତ୍ରୀ ।ଭିଡିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବବର୍ଷର ଶୁଭେଚ୍ଛା ଜଣାଇବା!-->…