THE BYAPINI
Browsing Category

ରାଜ୍ୟ

ପିଲାଙ୍କ ଠାରେ ବ୍ୟାପୁଛି କରୋନା!

ପିଲାଙ୍କ ଠାରେ ବ୍ୟାପୁଛି କରୋନା ସଂକ୍ରମଣ ! ରାଜ୍ୟରେ ୨ ଦିନର ୨ ଗୁଣା ବଢିଲାଣି ସଂକ୍ରମଣ । ରାଜ୍ୟରେ କରୋନା ସଂକ୍ରମଣ ପୁଣିଥରେ ଉପରମୁହାଁ ହେଲାଣି । ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟାରେ ୯ରେ ପହଞ୍ଚିଥିବା ବେଳେ ଗତ ୨୪ ଘଣ୍ଟାରେ

ସୁଧୁରୁଛି ସହଦେବଙ୍କ ସ୍ୱାସ୍ଥ୍ୟବସ୍ଥା

ଧିରେ ଧିରେ ଠିକ୍ ହେଉଛନ୍ତି ‘ବଚପନ୍ କା ପ୍ୟାର୍’ ଗାୟକ ସହଦେବ୍ । ସହଦେବଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି । ପ୍ରାୟ ୫ଘଣ୍ଟା ବେହୋସ ରହିବା ପରେ ତାଙ୍କର ହୋସ ଫେରିଛି । ଡାକ୍ତରଙ୍କ କହିବା ଅନୁସାରେ ସହଦେବ୍ ବର୍ତ୍ତମାନ ସେ

ରାଜ୍ୟରେ ଆଉ ଜଣେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢି ବଢି ଚାଲିଛି । ଓଡିଶାରେ ମଧ୍ୟ ୯ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେଲେଣି । ଆଜି ଆଉ ଜଣେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ଚିହ୍ନଟ ଓମିକ୍ରନ ଆକ୍ରାନ୍ତ ଜଣକ ୟୁଏଇରୁ

ନୂଆବର୍ଷରେ ବନ୍ଦ ରହିବ ସମଲେଶ୍ୱରୀଙ୍କ ମନ୍ଦିର

ନୂଆବର୍ଷରେ ମା ସମଲେଶ୍ୱରୀଙ୍କ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । ଚାରି ଦିନ ପାଇଁ ବନ୍ଦ ରହିବ ସମଲେଶ୍ୱରୀଙ୍କ ମନ୍ଦିର । ନୂଆବର୍ଷ ପାଇଁ ଭିଡ ଓ କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି ।

ଜାନୁଆରୀ ୩ରୁ ରାଜ୍ୟରେ ଖୋଲିବ ପ୍ରାଥମିକ ସ୍କୁଲ..ଆସିଲା ଏସ୍ଓପି

ଜାନୁଆରୀ ୩ରୁ ରାଜ୍ୟରେ ଖୋଲିବ ପ୍ରାଥମିକ ସ୍କୁଲ । ସାରା ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଥିବା ପ୍ରାୟ ୨୭ ହଜାର ବିଦ୍ୟାଳୟକୁ ଜାନୁୟାରୀ ୩ରୁ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । କରୋନାର ସମସ୍ତ ଗାଇଡ ଲାଇନକୁ

ଏକାମ୍ର କ୍ଷେତ୍ର ପାଇଁ ୧୦୩ କୋଟି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭୁବନେଶ୍ୱର ଏକାମ୍ର ଅଞ୍ଚଳରେ ୧୦୩ କୋଟି ଟଙ୍କା ବିନିଯୋଗରେ ୧୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ନବୀନ ପଟ୍ଟନାୟକ ଭୁବନେ ପୁରୁଣା ଭୁବନେଶ୍ବର ଲିଙ୍ଗରାଜ ମାର୍କେଟ କମପ୍ଲେକ୍ସଠାରେ

‘ସଂରକ୍ଷଣ ତାଲିକା ଖୁବ ଶୀଘ୍ର’

ଆଗେଇଲା ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା । ଖୁବ ଶୀଘ୍ର ପ୍ରକାଶ ପାଇବ ସଂଶୋଧିତ ସଂରକ୍ଷଣ ତାଲିକା । ନିର୍ବାଚନ ଆୟୋଗଙ୍କ ନିକଟରେ ଖୁବଶୀଘ୍ର ସଂରକ୍ଷଣ ତାଲିକା ଦାଖଲ କରିବେ ସରକାର । ପଞ୍ଚାୟତିରାଜ ବିଭାଗ ଜିଲ୍ଲା ପରିଷଦ ସଂରକ୍ଷଣ

ସାମାନ୍ୟ କମିଲା ଶୀତ, ୨୭ ଓ ୨୮ ତାରିଖରେ ବର୍ଷା ସମ୍ଭାବନା

ସାମାନ୍ୟ କମିଲା ଶୀତ । ଗତ ଦୁଇ ଦିନ ଅପେକ୍ଷା ରାତ୍ରି ତାପମାତ୍ରା ସାମାନ୍ୟ ବୃଦ୍ଧି ହୋଇଥିବା ବେଳେ ରାଜ୍ୟର ୧୧ଟି ସ୍ଥାନର ତାପମାତ୍ରା ୧୦ଡିଗ୍ରୀ ତଳେ ରହିଛି। ଆସନ୍ତାକାଲି ମଧ୍ୟରେ ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ପର୍ୟ୍ୟନ୍ତ

କଟକଣା ଭିତରେ ବଡ଼ଦିନ

ଆଜି ପବିତ୍ର ବଡ଼ଦିନ । ମଧ୍ୟରାତ୍ରରେ ଧରାପୃଷ୍ଠକୁ ଆଗମନ କରିଛନ୍ତି ଯୀଶୁ । କରୋନା ପାଇଁ ନିରାଡମ୍ବରରେ ପାଳନ ହେଉଛି ଖ୍ରୀଷ୍ଟ୍ରମାସ । ପ୍ରଶାସନର ନିର୍ଦ୍ଦେଶ ମୁତାବକ ମାତ୍ର ୫୦ ଜଣଙ୍କ ଭିତରେ ଚର୍ଚ୍ଚରେ ବଡଦିନ ପାଳନ କରୁଛନ୍ତି

୫୫ଟି ନୂଆ ବସଷ୍ଟାଣ୍ଡର ଭିତ୍ତିପ୍ରସ୍ତର

ଗ୍ରାମାଞ୍ଚଳରେ ଯୋଗାଯୋଗକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱ । ଗ୍ରାମାଞ୍ଚଳରେ ଯୋଗାଯୋଗର ଉନ୍ନତିକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଇଛନ୍ତି। ଗାଁ ଗାଁର ଲୋକେ ସହରକୁ ସହଜ, ସୁବିଧା ଓ ସୁରକ୍ଷିତ ଭାବରେ ଯାତାୟତ କରିବା ପାଇଁ ସରକାର