THE BYAPINI
Browsing Category

ରାଜ୍ୟ

ଭୁବନେଶ୍ୱର: ବର୍ଷକରେ ଦୁର୍ଘଟଣାରେ ଯାଇଛି ୧୪୯ ଜୀବନ

ଭୁବନେଶ୍ୱରରେ ଚଳିତ ବର୍ଷ ଦୁର୍ଘଟଣାରେ ଯାଇଛି ୧୪୯ ଜୀବନ । ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ସଡ଼କ ସୁରକ୍ଷା ପରିଷଦ ବୈଠକ ଅନୁଷ୍ଠିତ

ଏପ୍ରିଲ ସୁଦ୍ଧା ୧୧, ୪୦୩ ଶିକ୍ଷକ ନିଯୁକ୍ତି

ଏପ୍ରିଲ ସୁଦ୍ଧା ୧୧, ୪୦୩ ଶିକ୍ଷକ ନିଯୁକ୍ତି । ରାଜ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକର ୫-ଟି ରୂପାନ୍ତର କାର୍ୟ୍ୟକ୍ରମରେ ରୂପାନ୍ତରଣ ସହିତ ଶିକ୍ଷକ ନିଯୁକ୍ତି ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ

ପଞ୍ଚାୟତ ନିର୍ବାଚନରେ ରହିବନି ଓବିସି ସଂରକ୍ଷଣ

ଚଳିତ ପଞ୍ଚାୟତ ନିର୍ବାଚନରେ ରହିବନି ଓବିସି ସଂରକ୍ଷଣ । ଯେଉଁଠି ଜିଲ୍ଲାପରିଷଦ, ସରପଞ୍ଚ, ସମିତି ସଭ୍ୟଙ୍କ ପାଇଁ ଆସନ ଓବିସିଙ୍କ ପାଇଁ ସଂରକ୍ଷଣ ହୋଇଛି ତାହାକୁ ପରିବର୍ତନ କରାଯାଇ ସେହି ଆସନ ସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷିତ

ନୂଆ ବର୍ଷରେ ଆସିପାରେ ନୂଆ ଗାଇଡଲାଇନ୍ !

ନୂଆ ବର୍ଷ ପାଇଁ ଆସିପାରେ ନୂଆ ଗାଇଡଲାଇନ୍ । ରାଜ୍ୟରେ ଓମିକ୍ରନ୍ ଭୟ ଭିତରେ ଆଗକୁ ଆସୁଛି ନୂଆ ବର୍ଷ । ନୂଆ ବର୍ଷରେ ଯେପରି ଲୋକେ ବହୁମାତ୍ରାରେ ଏକାଠି ନହୁଅନ୍ତି, ଯେପରି ସଂକ୍ରମଣ ନବଢୁ ସେନେଇ ଆସିପାରେ ନୂଆବର୍ଷ ଗାଇଡଲାଇନ୍ ।

ସତର୍କ କଲେ ମୁଖ୍ୟମନ୍ତ୍ରୀ

କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ସଂପର୍କରେ ଲୋକଙ୍କୁ ସତର୍କ କରାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓମିକ୍ରନକୁ ନେଇ ଚିନ୍ତା ପ୍ରକଟ୍ଟ କରିବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓମିକ୍ରନ୍ ବହୁତ ଜୋରରେ ବଢୁଛି, ଆମକୁ ସତର୍କ

ବ୍ରହ୍ମପୁର ବ୍ରହ୍ମାନଗରରେ ୧୪୪ ଧାରା ଜାରି

ବ୍ରହ୍ମପୁର ବ୍ରହ୍ମାନଗରରେ ୧୪୪ ଧାରା ଜାରି କଲା ପ୍ରଶାସନ । ଡ଼ାକ୍ତର ସୁମିତ ଓ ତପସ୍ୱିନଙ୍କ ପାରିବାରିକ ବିବାଦ ମାମଲା ଲାଗି ରହିଥିବା ବେଳେ ଗତକାଲି ସଂଧ୍ୟାରେ ସୁମିତଙ୍କ ଘର ଗେଟ୍ ଭାଙ୍ଗି ଘର ଭିତରକୁ ଧସେଇ ପଶିଥିଲେ ଉତ୍ୟକ୍ତ

ଓଡ଼ିଶାରେ ଓମିକ୍ରନ ଆକ୍ରାନ୍ତ

ଓଡ଼ିଶାରେ ଓମିକ୍ରନ । ପ୍ରଥମ ଥର ପାଇଁ ଓଡ଼ିଶାରେ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନାଇଜେରିଆ ଓ କାତାରରୁ ଫେରିଥିବା ବ୍ୟକ୍ତିଙ୍କ ଠାରେ ଓମିକ୍ରନ ଭୂତାଣୁ ଚିହ୍ନଟ ହୋଇଛନ୍ତି । ଜିନମ ସ୍ୱିକେନ୍ସିଂ ପରେ ଏହି ଦୁଇ

ମହାନଦୀରେ ଦୀର୍ଘତମ ସେତୁର ଲୋକାର୍ପଣ

ମହାନଦୀରେ ଦୀର୍ଘତମ ସେତୁର ଲୋକାର୍ପଣ । ‘ଟି’ ସେତୁର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଙ୍କୀର ବୈଦେଶ୍ୱର ଓ ବଡ଼ମ୍ବାର ଗୋପିନାଥପୁରକୁ ସଂଯୋଗ କରୁଥିବା ମହାନଦୀ ଉପରେ ନିର୍ମିତ ଦୀର୍ଘତମ ସେତୁକୁ ଲୋକାର୍ପଣ

ଜାଡରେ ଥରୁଛି ଓଡିଶା

ପ୍ରଚଣ୍ଡ ଜାଡରେ ଥରୁଛି ସାରା ଓଡିଶା । କନ୍ଧମାଳର ଦାରିଙ୍ଗବାଡି ଏବେ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି । ଦାରିଙ୍ଗବାଡିର ତାପମାତ୍ରା ୪ ଡିଗ୍ରୀ ତଳକୁ ଖସିବା ସହ ଏଠାରେ ପ୍ରଥମ ତୁଷାରପାତ ହୋଇଛି । ସପ୍ତାହେ ହେଲାଣି ଜିଲ୍ଲାରେ

ବିପଦ ଆଣିବେ କି ବିଦେଶ ଫେରନ୍ତା!

ସାରା ବିଶ୍ୱରେ ଏବେ ଓମିକ୍ରନ ଭୟ । ଦେଶକୁ ଦେଶ ମାଡିଚାଲିଛି କରୋନାର ଏହି ନୂଆ ପ୍ରଜାତି । ଓଡିଶାରେ ବର୍ତ୍ତମାନ ସୁଦ୍ଧା ୭ ଜଣ ବିଦେଶ ଫେରନ୍ତା କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟରୁ ୪ ଜଣଙ୍କ ଜିନମ ସିକ୍ୱେନସିଂ