THE BYAPINI
Browsing Category

ରାଜ୍ୟ

ରାଜ୍ୟରେ ଆରମ୍ଭ ହେବ ବାୟୁ ସ୍ୱାସ୍ଥ୍ୟ ସେବା

ସୋମବାର ଠାରୁ ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା । ଭୁବନେଶ୍ୱର ବିମାନବନ୍ଦରରେ ଏହି କାର୍ୟ୍ୟକ୍ରମରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ ମୁଖ୍ୟମନ୍ତ୍ରୀ

ଶୀତରେ ଥରୁଛି ଓଡିଶା

ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ରାଜ୍ୟର ୯ ସହରରେ ପାରଦ ୧୨ ଡିଗ୍ରୀ ତଳେ ରହିଛି । ୮.୫ ଡିଗ୍ରୀ ସେଲସିୟସ୍ ସହ ଦାରଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ୧୦ ଡିଗ୍ରୀ ତଳେ ସୁନ୍ଦରଗଡ଼, ବଲାଙ୍ଗିର,

ପଞ୍ଚାୟତ ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲେ ରାଜ୍ୟ ନିର୍ବାଚନ କମିଶନ

ପଞ୍ଚାୟତ ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲେ ରାଜ୍ୟ ନିର୍ବାଚନ କମିଶନ । ନିର୍ବାଚନ ପାଇଁ ନିର୍ଦ୍ଦେଶନାମା ଜାରି କଲେ ରାଜ୍ୟ ନିର୍ବାଚନ ଆୟୋଗ । ରାଜ୍ୟରେ ଯେକୌଣସି ସମୟରେ ପଞ୍ଚାୟତ ନିର୍ବାଚନ ନେଇ ପ୍ରକାଶ ପାଇବ ବିଜ୍ଞପ୍ତି ।

ଅଗ୍ନି ପ୍ରାଇମ ମିସାଇଲ୍‌ର ସଫଳ ପରୀକ୍ଷଣ

ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା । ମିସାଇଲ ପରୀକ୍ଷଣ କ୍ଷେତ୍ରରେ ଭାରତ ଆଉପାଦେ ଆଗେଇଛି । ଅଗ୍ନି ପ୍ରାଇମ୍‌ ମିସାଇଲ୍‌ର ସଫଳ ପରୀକ୍ଷଣ ହୋଇଛି। ଓଡିଶାର ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଏହି

ଖିଅ ଖୋଜୁଛି କ୍ରାଇମବ୍ରାଞ୍ଚ

ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ଘଟଣାର ଛାନ୍‌ଭିନ୍‌ । ମୃତ୍ୟୁ ମାମଲାର ଖିଅ ଖୋଜୁଛି କ୍ରାଇମବ୍ରାଞ୍ଚ । କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଘଟଣାର ପ୍ରକୃତ ସତ୍ୟାସତ୍ୟ ପାଇଁ ଜାରି

‘ତୃତୀୟ ଲହର ସମ୍ଭାବନା ନିଶ୍ଚିତ’

ଧିରେ ଧିରେ କାୟା ବିସ୍ତାର କରୁଛି ଓମିକ୍ରନ୍‌ । ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ବ୍ରିଟେନରେ ଯେମିତି ସଂକ୍ରମଣ ବଢ଼ୁଛି, ତୃତୀୟ ଲହର ସମ୍ଭାବନା ନିଶ୍ଚିତ ।ତୃତୀୟ ଲହର ମୁକାବିଲା ଲାଗି ଆମେ ଆମେ

ନିଯୁକ୍ତି କ୍ଷେତ୍ରରେ ନୂଆ ରେକର୍ଡ,୬୧୩୧ ଶିକ୍ଷକଙ୍କୁ ଏକାଥରେ ନିଯୁକ୍ତି ପତ୍ର

ଓଡ଼ିଶାରେ ନିଯୁକ୍ତି କ୍ଷେତ୍ରରେ ନୂଆ ରେକର୍ଡ । ଏକାଥରେ ନିଯୁକ୍ତି ପାଇଲେ ୬ ହଜାର ୧୩୧ ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ।ସ୍କୁଲ ସ୍ମାର୍ଟ ହେଲା, ନବନିଯୁକ୍ତ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ମିଳିଲା । ଆଜି କଳିଙ୍ଗ ଷ୍ଟାଡିୟମରେ

‘ତପସ୍ୱିନୀ ମୋତେ ବରବାଦ୍ କରିଦେଲେ’

ବହୁ ଚର୍ଚ୍ଚିତ ଡିମ୍ପଲ-ସୁମିତ ବିବାହ ପ୍ରସଙ୍ଗରେ ପୁଣି ଏକ ଟୁଇଷ୍ଟ । ସାମ୍ନାକୁ ଆସିଲେ ୧୦ ତାରିଖରୁ ଗାଏବ ଥିବା ଡାକ୍ତର ସୁମିତ ସାହୁ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସେ ଫେରାର ହୋଇନାହାନ୍ତି ବରଂ ଅସୁସ୍ଥତା

୧୯ ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ

୧୯ ବର୍ଷ ପରେ ଜେଲରୁ ଖଲାସ ହେଲେ ଆଜୀବନ କଏଦୀ। ୩ ଜଣଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ ହାବିଲ ସିନ୍ଧୁ । ୨୦୦୩ରେ ଏହି ହତ୍ୟା ଘଟଣା ଘଟିଥିଲା । ଏହାପରଠାରୁ ସେ ଜେଲରେ ଥିଲେ । ପାଖାପାଖି ୧୯

ଝାରପଡା ଜେଲରେ ଏନଆଇଏ ଟିମ୍

ଝାରପଡ଼ା ଜେଲ୍‌ରେ ଏନ୍‌ଆଇଏ ଟିମ୍‌ । ଦୁର୍ଦ୍ଦାନ୍ତ ମାଓନେତା ଦୁବାସି ଶଙ୍କରଙ୍କୁ ଏନ୍‌ଆଇଏର ୨ ଜଣିଆ ଟିମ୍‌ ଜେରା କରୁଛି । ଚିତ୍ରକୋଣ୍ଡା ମାଓବାଦୀ ଆକ୍ରମଣରେ ବିଏସଏଫ କମାଣ୍ଡାଂଟ ଓ ଅନ୍ୟ ୩ ଯବାନଙ୍କ ମୃତ୍ୟୁ ମାମଲାରେ ଖୋଳତାଡ