THE BYAPINI
Browsing Category

ରାଜ୍ୟ

କେନ୍ଦ୍ରାପଡ଼ାକୁ ୧୫୮୧ କୋଟି ଟଙ୍କାର ଭେଟି

ସ୍ମାର୍ଟ ହେଲଥ କାର୍ଡରେ ସାମିଲ ହେଲା କେନ୍ଦ୍ରାପଡ଼ା । ଭିଡ଼ିଓ କନଫରେନ୍ସି ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏହାଦ୍ୱାରା କେନ୍ଦ୍ରାପଡା ଜିଲ୍ଲାର ୩

ଆଇପିଏସ ସୁନୀଲ ବଂଶଲ ହେବେ ନୂଆ ଡିଜିପି

ବରିଷ୍ଠ ଆଇପିଏସ୍‌ ସୁନୀଲ ବଂଶଲ ହେବେ ରାଜ୍ୟ ପୋଲିସର ନୂଆ ମୁଖିଆ । ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ । ନୂଆ ବର୍ଷରୁ ଦାୟିତ୍ୱ ନେବେ ନୂଆ ଡିଜିପି । ୧୯୮୭ ବ୍ୟାଚର ବରିଷ୍ଠ ଆଇପିଏସ ହେଉଛନ୍ତି ସୁନୀଲ

ଚିତ୍ତରଞ୍ଜନଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି । କ୍ରାଇମବ୍ରାଞ୍ଚ ଏହି ମାମଲାର ଅନେକ ଦିଗକୁ ନେଇ ତଦନ୍ତ କରିପାରେ । ଭୋଜି ବାହାନାରେ ଚିତ୍ତରଞ୍ଜନଙ୍କୁ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୪ଟାରୁ ବନ୍ଦ ରହିବ ସାଧାରଣ ଦର୍ଶନ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି । ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଶ୍ରୀମୁଖ ସିଂଗାର ନୀତି । ଅପରାହ୍ଣ ୪ଟାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି। ପ୍ରତି ମାସରେ

ଆଜି ଓଡିଶା ଆସୁଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ

ଭୁବନେଶ୍ୱର : ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ୩ ଦିନିଆ ଗସ୍ତରେ ନୀତି ଆୟୋଗ ଉପାଧ୍ୟକ୍ଷ ଆସୁଛନ୍ତି । ଲୋକସେବା ଭବନର କନଭେନସନ ହଲରେ ହେବାକୁ ଥିବା ବୈଠକେର ନୀତି ଆୟୋଗ ସଦସ୍ୟ ଭିକେ ପଲ,

ରାତି ୧୦ ପରେ ଡିଜେ,ବାଣ ମନା

ରାଜଧାନୀରେ ରାତି ୧୦ ପରେ ବିବାହ ଶୋଭାଯାତ୍ରା କଲେ ବାନ୍ଧିବ ପୋଲିସ । ଭୁବନେଶ୍ୱରରେ ବିବାହ ଶୋଭାଯାତ୍ରାରେ ବାଜିବନି ଡିଜେ, ଫୁଟିବନି ବାଣ । ଏନେଇ ପୂର୍ବରୁ ନିୟମ ରହିଛି । କିନ୍ତୁ ଏହି ନିୟମକୁ ଫୁ କରି ଉଡାଇ ଦେଉଛନ୍ତି

ରାଜଧାନୀରେ ଗାଁ ସାଥୀଙ୍କ ଗର୍ଜନ

ରାଜଧାନୀରେ ଗାଁ ସାଥୀଙ୍କ ଗର୍ଜନ । ୫ଦଫା ଦାବିରେ ଲୋୟର ପିଏମଜିରେ ଗାଁ ସାଥୀଙ୍କ ଧାରଣା । ମାସିକ ୮ ହଜାର ଟଙ୍କାରୁ ଅଧିକ ପ୍ରୋତ୍ସହନ ରାଶି, ପଂଚାୟତରାଜ ବିଭାଗରେ ସ୍ଥାୟରୀ ନିଯୁକ୍ତି, ରାଜ୍ୟର ସମସ୍ତ ଜବକାର୍ଡଧାରୀଙ୍କୁ ମଜୁରୀ

ଆଜି ସବୁ ଏସପି ଅଫିସ ଘେରିବ ଛାତ୍ର କଂଗ୍ରେସ

ଭୁବନେଶ୍ୱର: କଂଗ୍ରେସ ଭବନରେ ପୋଲିସ ପଶି ପିଟିବା ଘଟଣାରେ ଆଜି ସବୁ ଜିଲ୍ଲା ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ କରିବ ଛାତ୍ର କଂଗ୍ରେସ । ଛାତ୍ର କଂଗ୍ରେସ ପକ୍ଷରୁ ସବୁ ଏସପି ଅଫିସର ସମ୍ମୁଖରେ ଗଣ ଧାରଣା ଦିଆଯିବ । ଆକ୍ରମଣରେ

‘ପୁରୀ ଓ ଗଞ୍ଜାମରେ ଚାଷୀଙ୍କର ବ୍ୟାପକ କ୍ଷୟକ୍ଷତି’

ବାତ୍ୟା ‘ଜୱାଦ୍‌’ ଯୋଗୁଁ ଚଳିତ ମାସର ପ୍ରଥମ ସପ୍ତାହରେ ଲଗାଣ ବର୍ଷାରେ ପୁରୀ ଓ ଗଂଜାମ ଜିଲ୍ଲାରେ ଚାଷୀଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଛି । ଗ୍ରାଉଣ୍ଡ ଜିରୋରେ ବାତ୍ୟା ଜନିତ କ୍ଷୟକ୍ଷତି ଆକଳନ କରି ରାଜ୍ୟ ସରକାରଙ୍କ

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସ୍ଥଗିତ

ସ୍ଥଗିତ ରହିଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର । ଆସନ୍ତାକାଲି ହେବାକୁ ଥିବା ରାଜ୍ୟ ଚଳଚିତ୍ର ପୁରସ୍କାରକୁ ବିତରଣ ଉତ୍ସବକୁ ସ୍ଥଗିତ ରଖିବାକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଚୟନକୁ ନେଇ