THE BYAPINI
Browsing Category

ରାଜ୍ୟ

‘ପାଠପଢା ଭୁଲିଗଲେଣି ପିଲା’

କରୋନା ପାଇଁ ସ୍କୁଲ ନଖୋଲିବା ନେଇ ଚିନ୍ତା ପ୍ରକଟ କଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ସେ କହିଛନ୍ତି, ଦୁଇ ବର୍ଷ ହେବ ସ୍କୁଲ ହତା ମାଡିନାହାନ୍ତି ଛାତ୍ରଛାତ୍ରୀ । ପଢିଥିବା ପାଠ ଭୁଲିଗଲେଣି ପିଲା । ସ୍କୁଲ ବନ୍ଦ ପାଇଁ

ସତର୍କ ହେଲେ ଓଡିଶା ସରକାର

ଆନ୍ଧ୍ରରେ ଓମିକ୍ରନ ଚିହ୍ନଟ ପରେ ସତର୍କ ହେଲେ ଓଡିଶା ସରକାର । ରାଜ୍ୟର ସମସ୍ତ ବଡର୍ର ଜିଲ୍ଲା ଗୁଡିକୁ ସଜାଗ କରାଇଲେ ସରକାର । ଏନେଇ ପ୍ରତିକ୍ରିୟା ରଖି ଡିଏମଇଟି କହିଛନ୍ତି ଆନ୍ଧ୍ରରେ ଓମିକ୍ରନ ବାହରିବା ନେଇ ଆମ ପାଖରେ ଖବର ଅଛି

କଟକକୁ ୧୬ ଶହ କୋଟିର ଭେଟି

କଟକକୁ ୧୬ ଶହ କୋଟିର ଭେଟି ଦେଲେ ମୁଖ୍ୟମନ୍ତ୍ରୀ । କଟକରେ ଲେଖା ହେଲା ସେବା ଆଉ ବିକାଶର ନୂଆ କାହାଣୀ । ବିଏସକେୱାଇ ସ୍ମାର୍ଟ ହେଲ୍‌ଥ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ଜିଲ୍ଲାର ୧୮ ଲକ୍ଷ ଲୋକ ଉପକୃତ ହେବେ ।

ବିଜୁ ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନାରେ ସାମିଲ ହେଲା ଗଞ୍ଜାମ

ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନୂଆ ସ୍ମାର୍ଟ କାର୍ଡ ବାଂଟିବା ସହ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି

ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି । ୨୦୧୯ ମେ’ ମାସରେ ହୋଇଥିବା ମହାବାତ୍ୟାରେ ଓଡିଶାର ଅନେକ ଜିଲ୍ଲାରେ ଲୋକେ ବାସହରା ହୋଇ ଆଜିଯାଏଁ ଘର ଖଣ୍ଡେ ପାଇନାହାଁନ୍ତି । ଏନେଇ ଦୃଷ୍ଟି ଆକର୍ଷଣ କରିବା ସହ କ୍ଷତିଗ୍ରସ୍ତଙ୍କ

ଅଶ୍ରୁଳ ଆଖିରେ ବୀରପୁଅକୁ ବିଦାୟ ଜଣାଇଲା ଜନ୍ମମାଟି

ଚାଲିଗଲେ କୃଷ୍ଣଚନ୍ଦ୍ରପୁର ଗାଁରେ ବୀର ପୁଅ ରାଣାପ୍ରତାପ । ସବୁଦିନ ପାଇଁ ସମସ୍ତଙ୍କ ପର କରି ଆଜି ସେ ପଞ୍ଚଭୂତରେ ବିଲୀନ ହୋଇଛନ୍ତି । ଆଉ ବୀର ପୁଅକୁ ହରାଇ ଆଜି କାନ୍ଦିଛି କୃଷ୍ଣଚନ୍ଦ୍ରପୁର ଗାଁ । ସମସ୍ତେ ଆଜି ନିଜର ଗାଁ ପୁଅ

ଆଉ ୪ ମାସ ମାଗଣା ଚାଉଳ

ରାଜ୍ୟ ସରକାରଙ୍କ ବଡ ଘୋଷଣା । ଡିସେମ୍ବରରୁ ମାର୍ଚ୍ଚ ମାସ ଯାଏଁ ମିଳିବ ମାଗଣା ଚାଉଳ । ଡିସେମ୍ବରରୁ ମାର୍ଚ୍ଚ ୨୨ ପର୍ୟ୍ୟନ୍ତ ମାସକୁ ୫ କେଜି ଅତିରିକ୍ତ ଚାଉଳ ମାଗଣାରେ ପାଇବେ। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ

୭ ଦିନ ବାରଣ୍ଡାରେ ଶୋଉଥିଲେ ସୁମିତ୍

କୋର୍ଟଙ୍କ ନିର୍ଦ୍ଦେଶକୁ ମାନିଲେନି ଡାକ୍ତର ସ୍ୱାମୀ । ସ୍ୱାମୀ-ସ୍ତ୍ରୀଙ୍କ କଳି ତୁଟାଇବା ପାଇଁ ବ୍ରହ୍ମପୁର ଏସଡିଜେଏମ କୋର୍ଟ ଯେଉଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ, ଆଠ ଦିନ ପରେ ସେହି ନିର୍ଦ୍ଦେଶ ପାଣିରେ ମିଳାଇ ଯାଇଛି

ବରଗଡ ଧନୁଯାତ୍ରା ସ୍ଥଗିତ

ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ସ୍ଥଗିତ ନିଷ୍ପତ୍ତି । କୋଭିଡ କଟକଣା ପାଇଁ ସ୍ଥଗିତ ନିଷ୍ପତ୍ତି ହୋଇଛି । ହେଲେ ଜାନୁଆରୀ ଗାଇଡଲାଇନ ଦେଖିବା ପରେ ପୁନଃବିଚାର କରାଯିବ । ଚଳିତ ମାସରେ ଶୁଭସ୍ତମ୍ଭ ଦେବାର କାର୍ୟ୍ୟକ୍ରମ ରହିଥିଲା

ନୂଆବର୍ଷରେ ବନ୍ଦ ରହିବ ଜଗା ଦର୍ଶନ

ନୂଆବର୍ଷରେ ଜଗା ଦର୍ଶନ ବନ୍ଦ । ନୂଆବର୍ଷରେ ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର । କୋଭିଡ୍ ସଂକ୍ରମଣ ଓ ଭିଡକୁ ଆଖି ଆଗରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ମିଳିଥିବା ସୂଚନା ମୁତାବକ, ଡିସେମ୍ବର ୩୧ ତାରିଖ ଓ ଜାନୁଆରୀ ୧ ତାରିଖ ଦିନ