THE BYAPINI
Browsing Category

ରାଜ୍ୟ

୨୦ ଦିନ ଆଗରୁ ବିଧାନସଭା ଶୀତ ଅଧିବେଶନ ଶେଷ

୨୦ ଦିନ ଆଗରୁ ବିଧାନସଭା ଶୀତ ଅଧିବେଶନ ଶେଷ । ବିଧାୟକଙ୍କ ହୋହଲ୍ଲା ଆଉ ହଟ୍ଟଗୋଳ ଭିତରେ ଶେଷ ହୋଇଛି ବିଧାନସଭାର ଶୀତ ଅଧିବେଶନ । ୧୭ଟି କାର୍ୟ୍ୟଦିବସ ପୂର୍ବରୁ ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି

‘ଶଙ୍ଖ’ ଧରିଲେ ପ୍ରଫୁଲ୍ଲ ମାଝୀ

ହାତ ଛାଡିଲେ ଶଙ୍ଖ ଧରିଲେ । କଂଗ୍ରେସର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ ବିଜେଡିରେ ଯୋଗ ଦେଇଛନ୍ତି । ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ, ବିଧାୟକ ପ୍ରତାପ ଦେବ ଓ ପ୍ରୀତିରଂଜନ ଘଡେ଼ଇଙ୍କ ଉପସ୍ଥିତି ରେ ଦଳରେ ଯୋଗ

ୠଣକ୍ଷେତ୍ର ପାଲଟିଲା ରାଜଧାନୀ ରାଜରାସ୍ତା

ରଣକ୍ଷେତ୍ର ପାଲଟିଲା ରାଜଧାନୀ ରାଜରାସ୍ତା । ବିଧାନସଭା ଫାଟକ ସମ୍ମୁଖରେ ଛାତ୍ର କଂଗ୍ରେସର ହଙ୍ଗାମା । ବିଧାନସଭାକୁ ଧସେଇ ପଶିବା ବେଳେ ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀ ମୁହାଁମୁହିଁ । ପୋଲିସ ଉପରକୁ ଅଣ୍ଡା ଓ ଟମାଟୋ ଫିଙ୍ଗିଲେ

ମାହାଙ୍ଗା ଥାନା ଆଇଆଇସି ହାଜର

ମାହାଙ୍ଗା ଡବଲ ମର୍ଡର ଘଟଣା । ଜେଏମ୍ଏଫସି କୋର୍ଟରେ ହାଜର ହେଲେ ଥାନା ମାହାଙ୍ଗା ଥାନା ଆଇଆଇସି । କୋର୍ଟଙ୍କ ନିର୍ଦ୍ଦେଶରେ ହାଜର ହୋଇଛନ୍ତି ମାହାଙ୍ଗା ଥାନା ଆଇଆଇସି ନିହାର ରଞ୍ଜନ ମହାନ୍ତି । ମାହାଙ୍ଗା ଡବଲ ମର୍ଡର ଘଟଣାର

ଆଜି ବି ଚାଲିପାରିଲାନି ବିଧାନସଭା

ଆଜି ବି ଚାଲିପାରିଲାନି ବିଧାନସଭା । ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଗୃହକୁ ଦିନ ସାଢେ ୧୧ଟା ଯାଏଁ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି । ଗୃହ ଆରମ୍ଭ ହେବା ମାତ୍ରେ ବିରୋଧୀ ଘଣ୍ଟ ପିଟିବା ସହ ହାତରେ ପ୍ଲା-କାର୍ଡ ଧରି ବିରୋଧି ବିରୋଧ

କୁନ୍ନୁର କ୍ରାସ୍: ଓଡିଆ ଯବାନ ସହିଦ

ତାମିଲନାଡୁ କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାରେ ଜଣେ ଓଡିଆ ଯବାନ ସହିଦ ହୋଇଛନ୍ତି । ଭାରତୀୟ ବାୟୁସେନାରେ ଜୁନିଅର ୱାରେଂଟ ଅଫିସର ଭାବେ କାର୍ୟ୍ୟରତ ରାଣ ପ୍ରତାପ ଦାସ ସେହି ହେଲିକପ୍ଟରରେ ଥିବା ଜଣାପଡିଛି । ତାଙ୍କ ଘର

ବୀର ପୁଅକୁ ହରାଇଲା ଦେଶ

ତାମିଲନାଡୁ କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ବିପିନ ରାୱତ ଆଖି ବୁଜିଛନ୍ତି । ଆଜି ମଧ୍ୟାହ୍ନରେ ସିଡିଏସ୍ ବିପିନ ରାୱତ, ତାଙ୍କ ପତ୍ନୀଙ୍କ ୯ ଜଣ ସଦସ୍ୟ ଓ ୪ ଜଣ କ୍ରିଉ ମେମ୍ବର ୱେଲିଂଟନ୍ ଯାଉଥିବା ବେଳେ

ସପ୍ତମ ଦିନରେ ବି ବିଧାନସଭାରେ ଅଚଳାବସ୍ଥା

ଆଜି ସପ୍ତମ ଦିନରେ ବି ବିଧାନସଭାରେ ଅଚଳାବସ୍ଥା । ବିଧାନସଭା ଆରମ୍ଭରୁ ଗୃହରେ ବିରୋଧୀ ଘଣ୍ଟ ପିଟିବା ସହ ହାତରେ ପ୍ଲା-କାର୍ଡ ଧରି ହୋହାଲ୍ଲା ଓ ନାରାବାଜି କରିଥିଲେ । ଯାହାକୁ ନେଇ ଗୃହକୁ ଦିନ ସାଢେ ୧୧ଟା ଯାଏଁ ମୁଲତବୀ ରଖିଥିଲେ

ବିଦେଶ ଫେରନ୍ତା ୪ଜଣଙ୍କୁ କରୋନା

ବିଦେଶ ଫେରନ୍ତା ୪ଜଣଙ୍କୁ କରୋନା । ଗତକାଲି ସୁଦ୍ଧା ରାଜ୍ୟକୁ ଫେରିଛନ୍ତି ୯୮୨ଜଣ । ସେମାନଙ୍କ ମଧ୍ୟରୁ ୪ଜଣଙ୍କର କରୋନା ପଜିଟିଭ ଚିହ୍ନଟ ହୋଇଛି । ୪ଜଣଙ୍କର ସାମ୍ପୁଲ ଜିନମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । ଅନ୍ୟପଟେ ବିଦେଶ

ଆଉ ନାହାନ୍ତି ପଦ୍ମଶ୍ରୀ ନନ୍ଦ ସାର

ପଦ୍ମଶ୍ରୀ ନନ୍ଦ ସାରଙ୍କ ପରଲୋକ । ୧୦୨ ବର୍ଷ ବୟସରେ ଶେଷରେ ଆଖିବୁଜିଛନ୍ତି ଶତାୟୁ ଶିକ୍ଷକ ନନ୍ଦ କିଶୋର ପୃଷ୍ଟି । ଚାଟଶାଳୀରେ ଛୋଟ ଛୋଟ ପିଲାଙ୍କୁ ଭବିଷ୍ୟତର ରାସ୍ତା ଦେଖାଉଥିବା ଏହି ଶିକ୍ଷକ ଆଜି ନିସ୍ତବ୍ଧ ପାଲଟି ଯାଇଛନ୍ତି ।