THE BYAPINI
Browsing Category

ରାଜ୍ୟ

ତୃତୀୟ ଦିନରେ ବି ଚାଲି ପାରିଲାନି ଗୃହ

ଆଜି ତୃତୀୟ ଦିନରେ ବି ଚାଲି ପାରିଲାନି ଗୃହ । ଆରମ୍ଭରୁ ଗୃହରେ ମମିତା ମେହେର ଝଡ଼ । ମନ୍ତ୍ରୀ ଦିବ୍ୟଶଙ୍କର ବହିଷ୍କାର ଦାବି କଲେ ବିରୋଧୀ । ପ୍ଲାକାଡ଼ ଧରି ଗୃହ ମଧ୍ୟ ଭାଗରେ କଂଗ୍ରେସ ଓ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ । ହୋହଲ୍ଲା

ପୁରୀ ସ୍ଥଳଭାଗ ଛୁଇଁ ଯିବ ବାତ୍ୟା !

ପୁରୀ ସ୍ଥଳଭାଗ ଛୁଇଁ ଯିବ ବାତ୍ୟା ! ଆସନ୍ତା ୪ତାରିଖ ସନ୍ଧ୍ୟା କିମ୍ବା ୫ତାରିଖରେ ସ୍ଥଳଭାଗ ଛୁଇଁବ ବାତ୍ୟା ।ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଖୋର୍ଦ୍ଧା ଜିଲ୍ଲା

ଆଜି ବାତ୍ୟା ରୂପ ନେବ ଅବପାତ!

ଆଜି ବାତ୍ୟା ରୂପ ନେବ ଅବପାତ । ଆଉ ୨୪ ଘଣ୍ଟାରେ ବାତ୍ୟା ରୂପ ନେବ ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ। ବାତ୍ୟା କେଉଁଠାରେ ସ୍ଥଳଭାଗ ଛୁଇଁବ, ସେ ସଂକ୍ରାନ୍ତରେ ଭାରତୀୟ ପାଣିପାଗ ବିଜ୍ଞାନ

କାଲି ବାତ୍ୟାର ରୂପ ନେବ ‘ଜୱାଦ’

ଆସନ୍ତାକାଲି ବତ୍ୟାର ରୂପ ନେବ ‘ଜୱାଦ’ । ସାମ୍ଭାବ୍ୟ ବାତ୍ୟା ନେଇ ସୂଚନା ଦେଇଛନ୍ତି ଏସଆରସି । ଏସଆରସି କହିଛନ୍ତି, ଆସନ୍ତାକାଲି ବତ୍ୟାର ରୂପ ନେବ ଲଘୁଚାପ । କାଲି ମଧ୍ୟ ରାତିରୁ ବର୍ଷା ହେବାର ସମ୍ଭାବନା ରହିଛି । ୪ତାରିଖ

‘ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ୍ ଟୀକା’

ଓଡ଼ିଶାରେ ଡିସେମ୍ବର ସୁଦ୍ଧା ସମସ୍ତଙ୍କ ପ୍ରଥମ ଡୋଜ ଟୀକାକରଣ ଲକ୍ଷ୍ୟ । ଓମିକ୍ରନ ଭାରିଆଣ୍ଟକୁ ନେଇ ଏବେ ସାରା ବିଶ୍ୱକୁ ଚିନ୍ତା ଘାରିଛି । ଏହି ଭାରିଆଣ୍ଟର ପ୍ରଭାବ କଣ ରହିବ ଓ ଏହା କେତେ ଘାତକ ହେବ ତାହାର ସଠିକ୍ ଆକଳନ ଏଯାବତ

କରୋନା ପାଇଁ କଲେଜ ସିଲ୍

ଢେଙ୍କାନାଳସ୍ଥିତ ଆବାସିକ କଲେଜରୁ ୩୩ ଛାତ୍ରଛାତ୍ରୀ ପଜିଟିଭ ଘଟଣା । ସଂପୃକ୍ତ ମହାବିଦ୍ୟାଳୟକୁ ସିଲ୍ କରାଯାଇଛି । ପ୍ରଶାସନ ପକ୍ଷରୁ ପୌର ନିର୍ବାହୀ ଅଧିକାରୀ ଓ ସ୍ୱତନ୍ତ୍ର କୋଭିଡ୍ ଟିମ୍ ପହଂଚି କଲେଜକୁ ସିଲ୍ କରିଛନ୍ତି । ୨ଟି

ଦ୍ୱିତୀୟ ଦିନରେ ବି ଚାଲିପାରିଲାନି ଗୃହ

ଦ୍ୱିତୀୟ ଦିନରେ ବି ଚାଲିପାରିଲାନି ବିଧାନସଭା । ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ବିଧାନସଭାରେ ବିରୋଧୀଙ୍କ ଜୋରଦାର ହଟ୍ଟଗୋଳ ଓ ନାରାବାଜୀ ଦେଖିବାକୁ ମିଳିଛି । ମମିତା ପ୍ରସଙ୍ଗରେ କଂଗ୍ରେସ ଓ ବିଜେପି ହାତରେ ପ୍ଲା-କାର୍ଡ ଧରି

ଆଜି ଅବପାତର ରୂପ ନେଇପାରେ ଲଘୁଚାପ

ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାଶ୍ୱବର୍ତ୍ତୀ ଆଣ୍ଡାମାନ ସାଗର ଅଂଚଳରେ କେନ୍ଦ୍ରୀଭୂତ ଲଘୁଚାପ ଆଜି ଅବପାତର ରୂପ ନେଇପାରେ । ଆସନ୍ତାକାଲି ଏହା ଆହୁରି ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ବାତ୍ୟାର ରୂପ ନେବାର ସମ୍ଭାବନା

ମାଡ଼ି ଆସୁଛି ବାତ୍ୟା..

କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ପହଞ୍ଚିଛି ଲଘୁଚାପ । ପଶ୍ଚିମ-ଉତର ପଶ୍ଚିମ ଦିଗରେ ଗତିକରି ୨ ତାରିଖରେ ଅବପାତର ରୂପ ନେବ । ପରବର୍ତୀ ୨୪ ଘଣ୍ଟାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ରହିଛି । ପ୍ରଭାବରେ କାଲିଠୁ

୪ କୋଚଙ୍କୁ ବାଧ୍ୟତାମୂଳକ ଅବସର

୪ କୋଚଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର ।ଅପାରଗତା ଓ କର୍ତବ୍ୟରେ ଅବହେଳା ଯୋଗୁଁ ଏଭଳି କଡ଼ା ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏହି ୪ଜଣ ହେଲେ ଭଲି ବଲ୍ କୋଚ୍ ପ୍ରଭାକର ତ୍ରୀପାଠୀ, ବକ୍ସିଙ୍ଗ କୋଚ ଶଙ୍କର ପ୍ରସାଦ