THE BYAPINI
Browsing Category

ରାଜ୍ୟ

କେନ୍ଦ୍ର ଅବହେଳା ଅସ୍ତ୍ର ଛାଡିଲା ବିଜେଡି

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ରର ଅବହେଳା ଅଭିଯୋଗରେ ବିଜେଡ଼ିର ପ୍ରତିବାଦ । ବିଧାନସଭାରୁ ଚାଲି ଚାଲି ରାଜଭବନ ପର୍ୟ୍ୟନ୍ତ ଯାଇଛି ବିଜେଡ଼ି ।ରାଜଭବନ ସମ୍ମୁଖରେ ବିଜେଡି ବିଧାୟକ ଓ କର୍ମୀମାନେ ଧାରଣା ଦେଇଛନ୍ତି । ଦରଦାମ୍‌

ମମିତା ହତ୍ୟା: ତଦନ୍ତ ତଦାରଖ କରିବେ ଅବସରପ୍ରାପ୍ତ ଜିଲ୍ଲା ଜଜ୍‌

ମମିତା ହାତ୍ୟା ମାମଲାରେ ଯେଉଁ ତଦନ୍ତ ହେଉଛି ତାହାର ଅନୁଧ୍ୟାନ କରିବେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଜଷ୍ଟିସ ଏ.ବି.ଏସ ନାଇଡୁ । ଏନେଇ ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ମମିତା ମୃତ୍ୟୁ ମାମଲାର ତଦନ୍ତର ଅନୁଧ୍ୟାନ

ଫିକା ପଡିବ ନୂଆବର୍ଷ

ଫିକା ପଡ଼ିବ ନୂଆବର୍ଷ । ନୂଆବର୍ଷକୁ ସ୍ୱାଗତ କରିବାକୁ ହେବନି କୌଣସି କାର୍ୟ୍ୟକ୍ରମ । ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲଗାଇଲେ ସରକାର । ନୂଆ ବର୍ଷରେ ସର୍ବସାଧାରଣ ସ୍ଥାନରେ ପିକନିକ ଉପରେ ବି କଟକଣା ଲଗାଯାଇଛି । ହୋଟେଲ,

ଏଇ ଶନିବାର ବାତ୍ୟା!

ଡିସେମ୍ବର ୪ରେ ବାତ୍ୟା ! ୪ ତାରିଖରେ ଓଡ଼ିଶା ଉପକୂଳ ଛୁଇଁପାରେ ବାତ୍ୟା । ଏନେଇ ପାଣିପାଗ ବିଭାଗର ପୂର୍ବାନୁମାନ କରିଛି ।ଆଜି ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ପଶ୍ଚିମ-ଉତ୍ତର-ପଶ୍ଚିମକୁ ଗତି କରି

ଆଗାମୀ ୧୨ ଘଣ୍ଟାରେ ଲଘୁଚାପ!

ଆଗାମୀ ୧୨ ଘଂଟା ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ପଶ୍ଚିମ, ଉତ୍ତର ପଶ୍ଚିମ ଦିଗକୁ ଗତି କରି ପରବର୍ତ୍ତୀ ୪୮ ଘଂଟାରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ।ଅବପାତ ପ୍ରଭାବରେ ୨ ତାରିଖରୁ

କନେଷ୍ଟବଳଙ୍କ କୋଟି କୋଟି ସମ୍ପତ୍ତି

କନେଷ୍ଟବଳଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି । କନେଷ୍ଟବଳଙ୍କ ଘରେ ଚଢାଉ ବେଳେ ଏତେ ଟଙ୍କାର ସମ୍ପତ୍ତି ଦେଖି ତାଜୁବ ହୋଇଯାଇଛନ୍ତି ଭିଜିଲାନ୍ସ ଅଧିକାରୀ । କୁବେର କନେଷ୍ଟବଳ ଜଣକ ହେଉଛନ୍ତି ବ୍ରହ୍ମପୁର ଥାନାର ସୁଦର୍ଶନ ପ୍ରଧାନ ।

ଇଡିରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀ

ଇଡିରେ ହାଜର ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଟାଟା ନିଯୁକ୍ତି ଠକେଇ ଘଟଣାରେ ତାଙ୍କୁ ସମନ୍ ହୋଇଥିବା ବେଳେ ଆଜି ସେ ଇଡିରେ ହାଜର ହୋଇଛନ୍ତି । ପୂର୍ବରୁ ସ୍ୱାସ୍ଥ୍ୟଗତ କାରଣରୁ ୨ଥର ହାଜର ହୋଇପାରିନଥିଲେ ପ୍ରଦୀପ ।

ପୁଣି ବାତ୍ୟା ଭୟ

ଦାନା ବାନ୍ଧୁଛି ବାତ୍ୟା । ଆସନ୍ତା ୩୦ ତାରିଖବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପ ନେବା ସମ୍ଭାବନା ଅଛି । ଲଘୁଚାପ କ୍ଷେତ୍ର ପ୍ରଭାବରେ ଡିସେମ୍ବର ୨ରୁ ୪ତାରିଖ ପର୍ୟ୍ୟନ୍ତ

ସୁଡ଼ଙ୍ଗ ଭିତରେ ଚାଲିବ ରେଳ

ଆଗେଇ ଚାଲିଛି ତାଳଚେର ବିମଳାଗଡ଼ ରେଳ ପ୍ରକଳ୍ପ । ସୁନାଖଣି ଓ ସମଲ ଷ୍ଟେସନ ମଧ୍ୟରେ ଥିବା ବାରୁଅଁ ପାହାଡରେ ରେଳପଥ ପାଇଁ ୮୪୦ ମିଟର ସୁଡଙ୍ଗ ଖୋଳା କାମ ଶେଷ ପର୍ୟ୍ୟାୟରେ ପହଂଚିଛି । ୯୨୮ କୋଟି ଟଙ୍କା ବ୍ୟୟରେ ୧୪୯ ଦଶମିକ ୭୮

ଆସନ୍ତା ୨ରୁ ପୁଣି ବର୍ଷା!

ଆସନ୍ତା ୩୦ରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଆସନ୍ତା ୨ରୁ ୪ ତାରିଖ ମଧ୍ୟରେ ବର୍ଷା ହେବା ସମ୍ଭାବନା ରହିଛି ବୋଲି କହିଛନ୍ତି ଭାରତୀୟ