THE BYAPINI
Browsing Category

ରାଜ୍ୟ

ଏକାମ୍ର ମହାବିଦ୍ୟାଳୟରେ ହାଇଭୋଲଟେଜ୍ ଡ୍ରାମା

ଭୁବନେଶ୍ୱର ଏକାମ୍ର ମହାବିଦ୍ୟାଳୟରେ ହାଇଭୋଲଟେଜ୍ ଡ୍ରାମା । ଏକାମ୍ର ମହାବିଦ୍ୟାଳୟକୁ ମନ୍ତ୍ରୀ ଅଶୋକ ପଣ୍ଡା ଏକ କାର୍ୟ୍ୟକ୍ରମକୁ ଆସିବା ପୂର୍ବରୁ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ । ମୁହାଁମୁହଁ ହେଲେ ବିଜେପି ଓ ବିଜେଡି କର୍ମୀ

ଜଙ୍ଗଲରୁ ଉଦ୍ଧାର ହେଲା ଶିଶୁକନ୍ୟା

ଜଙ୍ଗଲରୁ ଉଦ୍ଧାର ହେଲା ଶିଶୁକନ୍ୟା । ବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ଶିଶୁକନ୍ୟା ଅର୍ଜୁନପୁର ଜଙ୍ଗଲରୁ ଉଦ୍ଧାର କରିଛି ପୋଲିସ । ଜଙ୍ଗଲରୁ ଶିଶୁକନ୍ୟାକୁ ଉଦ୍ଧାର କରିବା ପରେ ପୋଲିସ ତାକୁ ହସ୍ପିଟାଲକୁ ଆଣିଥିବା

ରାଜନୀତିରେ ‘ରୋଷେଇ ଗ୍ୟାସ’

ଗ୍ୟାସ ଦର ବୃଦ୍ଧିର ପ୍ରତିବାଦ କରିବ ବିଜେଡି । ଆସନ୍ତାକାଲି କଟକ ଆରଡିସି ଅଫିସ୍ ସମ୍ମୁଖରେ ଧାରଣା ଦେବ ବିଜେଡିର ସମସ୍ତ ଛାମୁଆ ସଂଗଠନ । ୨୩ରେ ସମ୍ବଲପୁର ଓ ୨୪ରେ ବ୍ରହ୍ମପୁର ଆରଡିସି ଅଫିସ୍ ସହ ବ୍ଲକ ସମ୍ମୁଖ୍ୟରେ ଆନ୍ଦୋଳନ

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ

ପ୍ରକାଶ ପାଇଲା ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଫଳ । ପାସହାର ୬୮.୬୬ ପ୍ରତିଶତ । ୧୨,୩୨୧ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିବାବେଳେ ସେଭିତରୁ ୮୪୬୦ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ୟ୍ୟ ହୋଇଛନ୍ତି । ଛାତ୍ରଙ୍କ ତୁଳନାରେ

ଯାତ୍ରା, ଅପେରା, ଡ୍ରାମା, ମେଲୋଡିକୁ ଅନୁମତି

ରାଜ୍ୟରେ ସଂକ୍ରମଣ କମିବା ପରେ ଯାତ୍ରାଠୁ ଆରମ୍ଭ କରି ଅପେରା, ଡ୍ରାମା ଓ ମେଲୋଡିକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଖାଲି ସେତିକି ନୁହେଁ ତା ସହିତ ଶାସ୍ତ୍ରୀୟ ନୃତ୍ୟ, ସାଂସ୍କୃତିକ ପ୍ରତିଯୋଗିତାକୁ ମଧ୍ୟ ରାଜ୍ୟ ସରକାର

୩ ଦିନ ରହିବ ମେଘୁଆ ପାଗ

ଅବପାତର ରୂପ ନେଲା ଲଘୁଚାପ । କ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଉତ୍ତର ତାମିଲନାଡୁ ଉପକୂଳରେ ଅବପାତ ରୂପ ନେଇଛି । ଏହାର ପ୍ରଭାବରେ ଅଗାମୀ ୨ ଦିନ ଓଡ଼ିଶାରେ ମେଘୁଆ

ଆଜି +୨ ଅଫଲାଇନ୍ ରେଜଲ୍ଟ

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ । ଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପୂର୍ବାହ୍ନ ୧୧ଟାରେ ଫଳ ପ୍ରକାଶ କରାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ସୂଚନା

କଟକଣା ସତ୍ତ୍ୱେ ଭସାଇଲେ ଡଙ୍ଗା

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଦିନରେ ପୁରୁଣା ଉକ୍ରଳୀୟ ପରମ୍ପରାକୁ ମନେ ପକାଇ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୁଏ । ସକାଳୁ ସକାଳୁ ଗାଁରୁ ସହର ସବୁଠି ନଦୀ ପୁଷ୍କରଣୀରେ ଲୋକଙ୍କ ଭିଡ । କିନ୍ତୁ ଚଳିତ ବର୍ଷ କରୋନା

ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟ

ମମିତା ହତ୍ୟା ମାମଲା ତଦନ୍ତ ନେଇ ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟ । ତଦନ୍ତର ଷ୍ଟାଟସ ରିପୋର୍ଟ ମାଗିଲେ । ହାଇକୋର୍ଟ ରିପୋର୍ଟ ଦାଖଲ ପରେ ଆସନ୍ତା ୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ନିରପେକ୍ଷ ତଦନ୍ତ

ଓକାକ୍ ଠକେଇର ନାଇଜେରିଆ ଲିଙ୍କ୍

ଓକାକ୍ ସିଇଓଙ୍କ ହ୍ୱାଟ୍ସଆପ୍‌ ହ୍ୟାକ୍‌ ଘଟଣାରେ ନାଇଜେରିଆ ଲିଙ୍କ୍ । ଏନେଇ ସୁଚନା ଦେଇଛନ୍ତି କ୍ରାଇମବ୍ରାଂଚ ଏଡ଼ିଜି । ଦିଲ୍ଲୀ ଓ ବାଙ୍ଗାଲୁରରୁ ଏହି ଠକମାନେ ଅପରେଟ୍ କରୁଥିବା ଜଣାପଡ଼ିଛି । ଲିଙ୍କ ପଠାଇ ହ୍ୱାଟ୍ସଅପ୍ ଆକାଉଂଟକୁ