Browsing Category
ରାଜ୍ୟ
ଅନ୍ଧାରରେ ବୁଡ଼ିପାରେ ବ୍ରହ୍ମପୁର!
ଆସନ୍ତା ୧୭ରୁ ଅନ୍ଧାରରେ ବୁଡ଼ିପାରେ ରେଶମ ସହର ବ୍ରହ୍ମପୁର । ବିଦ୍ୟୁତ ବିଲ୍ ବାବଦରେ ବ୍ରହ୍ମପୁର ମହାନଗର ନିଗମ ପ୍ରାୟ ୭କୋଟି ୬୫ ଲକ୍ଷ ଟଙ୍କା ବାକି ରଖିଥିବାରୁ ଏଭଳି ପଦକ୍ଷେପ ନେଇପାରେ ବିଦ୍ୟୁତ ବିଭାଗ । ବକେୟା ଅର୍ଥ ନେଇ!-->…
ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ
ପର୍ୟ୍ୟଟକଙ୍କ ପାଇଁ ବନ୍ଦ ରହିଲା ଶିମିଳିପାଳ । ବର୍ଷା ଓ କୁହୁଡି ଯୋଗୁଁ ବନ୍ଦ ରହିଲା ଜାତୀୟ ଉଦ୍ୟାନ ।ପାଗ ଶୁଖିଲା ହେଲା ପରେ ଶିମିଳିପାଳ ଖୋଳିବ । ଏନେଇ ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ନଭେମ୍ବର ପହିଲାରୁ ଶିମିଳିପାଳ!-->…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ହୀରାକୁଦ ବିସ୍ଥାପିତଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ।ହୀରାକୁଦ ବନ୍ଧ ବିସ୍ଥାପିତଙ୍କୁ ଘରଡିହ ଜମି ଯୋଗାଇବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।ରାକୁଦ ବନ୍ଧ ବିସ୍ଥାପିତଙ୍କୁ ଘରଡିହ ଜମି ଯୋଗାଇବାକୁ ଘୋଷଣା କରିଛନ୍ତି!-->…
ଆଜିଠୁ ଷଷ୍ଠ, ସପ୍ତମ ପାଠପଢା
ଆଜିଠୁ ସ୍କୁଲରେ ଆରମ୍ଭ ହେଲା ଷଷ୍ଠ, ସପ୍ତମ ଶ୍ରେଣୀ ପାଠପଢା । ସକାଳ ୯ଟା ୩୦ରୁ ଦିନ ଗୋଟାଏ ପର୍ୟ୍ୟନ୍ତ ପାଠ ପଢ଼ା ହେବ । ତେବେ ଅଫଲାଇନ ସହ ଅନଲାଇନରେ ବି ପାଠପଢ଼ା ଜାରି ରହିବ । କାହାକୁ ସ୍କୁଲକୁ ଆସିବାକୁ ବାଧ୍ୟ କରାଯିବ ନାହିଁ!-->…
ଆଜିଠୁ ପଞ୍ଚୁକ…ପୁରୀ ବଡ଼ଦାଣ୍ଡରେ ବଢିଲା ସୁରକ୍ଷା
ଆଜିଠୁ ଆରମ୍ଭ ପଞ୍ଚୁକ ବ୍ରତ । ପଞ୍ଚୁକ ବ୍ରତର ପ୍ରଥମ ଦିନରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଲକ୍ଷ୍ମିନାରାୟଣ ବେଶ । କିନ୍ତୁ ଶ୍ରୀମନ୍ଦିରରେ ଆଜି ଦର୍ଶନ କରିପାରିବେନି ଭକ୍ତ ।ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା!-->…
ଆଜିଠୁ ବଦଳିବ ପାଣିପାଗ
ଆଜିଠୁ ରାଜ୍ୟରେ ବଦଳିବ ପାଣିପାଗ । ବିଭିନ୍ନ ଜିଲ୍ଲାରେ ବର୍ଷାର ପ୍ରଭାବ କମିବ । ଆକାଶ ମେଘାଛନ୍ନ ସମ୍ଭବନା ରହିଛି । ସେହିପରି ରାତି ତାପମାତ୍ରାରେ ବିଶେଷ ପରିବର୍ତନର ନାହିଁ । ଶୀତର ପ୍ରଭାବ ରହିବ ନାହିଁ । ୧୭ ତାରିଖରୁ ଦକ୍ଷିଣ!-->…
ଜଗା ଦର୍ଶନ ବନ୍ଦ
ଆଜି ଓ ଆସନ୍ତାକାଲି ଶ୍ରଦ୍ଧାଳୁଙ୍କ ପାଇଁ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଏହି ୨ ଦିନ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ। ଆଜି ଶ୍ରୀମନ୍ଦିରରେ ସାନିଟାଇଜ୍ ହେବାକୁ ଥିବାବେଳେ କାଲି ବଡ଼!-->…
ବିରୋଧୀଙ୍କୁ ବିଜେଡିର ପ୍ରଶ୍ନବାଣ
ମମିତା ମୃତ୍ୟୁ ମାମଲାରେ ବିରୋଧୀଙ୍କୁ ବିଜେଡିର ପ୍ରଶ୍ନବାଣ । ମମିତା ମୃତ୍ୟୁ ମାମଲାକୁ ନେଇ ବିଜେପି ଓ କଂଗ୍ରେସକୁ ଟାର୍ଗେଟ କରିଛି ବିଜେଡ଼ି । ସୋସିଆଲ ମିଡ଼ିଆରେ ଥିବା ଭକ୍ତ ଦାସଙ୍କ ଫଟୋ ଦେଖାଇ ବିଜେଡ଼ି ଟାର୍ଗେଟ କରିଛି । ମୁଖ୍ୟ!-->…
‘ଆବଶ୍ୟକ ହେଲେ ଲକଡାଉନ୍ କର’
ଦିଲ୍ଲୀରେ ସ୍ଥିତି ଅସମ୍ଭାଳ । ପ୍ରଦୂଷଣ ସ୍ତର ଦିନକୁ ଦିନ ବିଗିଡିବାରେ ଲାଗିଛି । ଏହାକୁ ନେଇ ଦିଲ୍ଲୀ ସରକାରଙ୍କ ଉପରେ ଖପ୍ପା ହୋଇଛନ୍ତି ସୁପ୍ରିମ କୋର୍ଟ । ଏହାସହ ପ୍ରଦୂଷଣର ଗମ୍ଭୀରତାକୁ ଦେଖି ୨ ଦିନର ଲକଡାଉନ ପାଇଁ ପ୍ରସ୍ତାବ!-->…
ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା
ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । ଦକ୍ଷିଣ ବଙ୍ଗୋପସାଗରରେ ଅବପାତ ଯୋଗୁଁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ପୁରୀ, ନୟାଗଡ଼, ଖୋର୍ଧା, ଜଗତସିଂହପୁର!-->…