Browsing Category
ରାଜ୍ୟ
ପରଲୋକରେ କାର୍ଟୁନିଷ୍ଟ କିଶୋର ରଥ
ପରଲୋକରେ ବରିଷ୍ଠ କାର୍ଟୁନିଷ୍ଟ କିଶୋର ରଥ । ହୃଦଘାତରେ ୫୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ‘କଟାକ୍ଷ କିଶୋର’ ପାଇଁ ସେ ଘରେ ଘରେ ପରିଚିତ ଥିଲେ । ତାଙ୍କ ସମାଲୋଚନାମୂଳକ କାର୍ଟୁନ ବେଶ ଲୋକପ୍ରିୟ ହୋଇଥିଲା । ଦୀର୍ଘଦିନ ଧରି!-->…
ଆଜି କଳାହାଣ୍ଡି ଗସ୍ତ କରିବେ ନବୀନ
ଆଜି ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିବାକୁ କଳାହାଣ୍ଡି ଗସ୍ତ କରବେ ନବୀନ । ଭବାନୀପାଟଣାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ।ଗରିବଙ୍କ ଆଶା ବାଡ଼ି ସାଜିଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ!-->…
ଏକା ସାଙ୍ଗେ ୪୦ରୁ ଅଧିକ ବୋମାମାଡ଼
ବୋମାମାଡ଼ରେ ଜଳୁଛି ପୁରୀ କୃଷ୍ଣପ୍ରସାପୁର ବ୍ଲକ ସ୍ଥିତ ନାଥପୁର । ଗୋଟିଏ କି ଦୁଇଟି ନୁହେଁ ଏକାସାଙ୍ଗେ ୪୦ଟି ବୋମାମାଡ଼ ହୋଇଛି । ଘଟଣାସ୍ଥଳରେ ଅତିରିକ୍ତ ଏସପି, ଏସଡିପିଙ୍କ ସମେତ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଥିବା ସୂଚନା!-->…
କନ୍ଧମାଳରେ ସର୍ବନିମ୍ନ ତାପମାତ୍ରା ରେକର୍ଡ
ରାଜ୍ୟରେ ରାତି ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ରାଜ୍ୟରେ ୬ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । କନ୍ଧମାଳ ଜିଲ୍ଲାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ଦାରିଙ୍ଗବାଡ଼ି ସବୁଠାରୁ ଅଧିକ!-->…
ମଦମୁକ୍ତ ନିର୍ବାଚନ ପାଇଁ ପ୍ରସ୍ତାବ
ପଞ୍ଚାୟତ ଭୋଟ୍ ପାଇଁ ସରିଲା ସର୍ବଦଳୀୟ ବୈଠକ । ମଦମୁକ୍ତ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ଏହି ବୈଠକରେ ପ୍ରସ୍ତାବ ଦେଇଛନ୍ତି । ଭୋଟ ଗ୍ରହଣ ସମୟ ଅବଧି ବଢାଇବାକୁ ଦାବି ହୋଇଛି । ସଂଶୋଧିତ ଭୋଟର ତାଲିକାରେ ଯୁବବର୍ଗଙ୍କୁ!-->…
‘ସବୁ ନିୟମ ମାନି ସ୍କୁଲ ଖୋଲିଲେ ଅସୁବିଧା ନାହିଁ’
କରୋନାର ଛକାପଞ୍ଝା ଭିତରେ ସ୍କୁଲ ଖୋଲିବାକୁ ନେଇ ଆଶଙ୍କା ରହୁଥିବାବେଳେ ସେ କହିଛନ୍ତି ଯେ, ‘ପିଲାମାନଙ୍କ ଠାରେ ରୋଗ ପ୍ରତିଷେଧକ ଶକ୍ତି ଅଧିକ । ତେବେ କୋଭିଡର ସମସ୍ତ ନିୟମକୁ କଡାକଡି ଭାବେ ପାଳନ କରାଯାଇ ସ୍କୁଲ ଖୋଲିଲେ କିଛି!-->…
ବିଜେପିର ବନ୍ଦ ପାଳନ
ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି । ଜି ବିଜେପି ପକ୍ଷରୁ ୧୨ଘଂଟିଆ ଗଜପତି ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରାଯାଉଛି । ଏହାର ପ୍ରଭାବରେ!-->…
ସ୍କୁଲ ଖୋଲିବାକୁ ସୁପାରିଶ
ସ୍କୁଲ ଖୋଲିବାକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରିବ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ଥମିକ ଶିକ୍ଷା ହେଉଛି ମୂଳଦୁଆ । ମୂଳଦୁଆ ବିଗିଡିଗଲେ ଉଚ୍ଚ ଶ୍ରେଣୀରେ ବହୁତ ଅସୁବିଧା ହେବ । ଛୋଟ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି!-->…
ଆସୁଛି ଆଉ ଏକ ଲଘୁଚାପ
ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୯ରେ ଆସୁଛି ଏହି ଲଘୁଚାପ ! ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ନେଇ ପାଣିପାଗ କେନ୍ଦ୍ରର ସୂଚନା ଟୁଇଟ୍ ଯୋଗେ ସୂଚନା ଦେଲା ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର!-->…
ମମିତା ହତ୍ୟା ମାମଲାରେ ଗୁରୁତ୍ୱପୂର୍ଣ୍ଣ ସୂଚନା
ମମିତା ହତ୍ୟା ମାମଲାରେ ନୂଆ କଥା ସାମନାକୁ ଆସିଛି। ଗୋବିନ୍ଦ ସାହୁଙ୍କୁ ଟାୟାର ଦେଇଥିବା ଦୋକାନୀ ବିବେକ ଅଗ୍ରୱାଲଙ୍କ ବୟାନ ରେକର୍ଡ। ଦୋକାନୀ ବିବେକ ଅଗ୍ରୱାଲଙ୍କ ଠାରୁ ଟାୟାର ଆଣିଥିଲା ଗୋବିନ୍ଦ ସାହୁ । ଏଥିପାଇଁ ଗୋବିନ୍ଦ!-->…