THE BYAPINI
Browsing Category

ରାଜ୍ୟ

ପୂର୍ବତନ ସରପଞ୍ଚଙ୍କୁ ହତ୍ୟା

ବ୍ରହ୍ମପୁର ବାଉରି ସୁକିଣ୍ଡା ଛକରେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା । ଲଙ୍ଗରଦେଇର ପୂର୍ବତନ ସରପଞ୍ଚ ଥିଲେ ପ୍ରଦୀପ ବିଷୋୟୀ ।ଆଜିି ଭୋରୁ କେହି ଦୁବୃର୍ତ୍ତ ତାଙ୍କୁ ଆକ୍ରମଣ କରି ହତ୍ୟା କରିଛନ୍ତି । ହତ୍ୟାକାଣ୍ଡ ଘଟାଇବା ପରେ ଫେରାର

ତେଲରୁ ୩ ଟଙ୍କା ଭାଟ୍ କମାଇଲା ରାଜ୍ୟ

କେନ୍ଦ୍ର ପରେ ଓଡ଼ିଶା କମାଇଲା ପେଟ୍ରୋଲ ଡିଜେଲ୍ ରେଟ୍‌ । ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କଲେ ରାଜ୍ୟ ସରକାର । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫ ତାରିଖ ମଧ୍ୟରାତ୍ରୀରୁ ନୂଆ ଦର ଲାଗୁ

ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା

ଦୀପାବଳି ପାଇଁ ଶ୍ରୀମନ୍ଦିର ଚାରିପଟେ ଜାରି ହେଲା ୧୪୪ ଧାରା । ସିଂହଦ୍ୱାର ଓ ଏହାର ଚାରିପଟେ ଜନସମାଗମକୁ ଦୃଷ୍ଟିରେ ରଖି ଜାରି ହୋଇଛି ୧୪୪ଧାରା ଭୋର ୪ଟାରୁ କଟକଣା ଲାଗୁ ହୋଇଛି । ଏହି କଟକଣା ମଧ୍ୟରାତ୍ର ପର୍ୟ୍ୟନ୍ତ ବଳବତର ରହିବ

ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠି ଜାଳିବା ମନା

ଆସନ୍ତାକାଲି ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ମଧ୍ୟ ବନ୍ଦ ରହିବ । ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠି ଜାଳିବା ମନା । ପ୍ରଦୂଷଣ ଓ ଜନସମାଗମକୁ ରୋକିବାକୁ ପ୍ରଶାସନର ନିଷ୍ପତ୍ତି । ସିଂହଦ୍ୱାର ଓ ଏହାର ଚତୁର୍ପାଶ୍ୱରେ ୧୪୪ ଧାରା ।

ପୁରୀ ପାଇଁ ‘କାଳିଆ’ ସହାୟତା

ପୁରୀ ଜିଲ୍ଲା ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତା ଘୋଷଣା । ଲ୍ଲାର ୧,୬୫,୧୩୧ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ୩୩.୦୩କୋଟି ଟଙ୍କା ପାଇବେ । ଏହି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ ।

ଦୀପାବଳି ପରେ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ

ଦୀପାବଳି ପରେ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏନେଇ ସୂଚନା ଦେଇଛନ୍ତି । ତେବେ ସ୍କୁଲ କେବେ ଖୋଲିବ ତାକୁ ନେଇ ବିଚାର ବିମର୍ଶ ଚାଲିଛି । ନୂଆ ବର୍ଷ ପରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ଆଶା

ମନ୍ତ୍ରୀଙ୍କୁ ତାଲା ପକାଇଲେ ବିରୋଧୀ

ବିରୋଧୀଙ୍କ କୁଚିଣ୍ଡା ବନ୍ଦ ବେଳେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ବିରୋଧ । ଡାକ ବଙ୍ଗଳାରେ ତାଲା ପକାଇଲେ କଂଗ୍ରେସ ଓ ବିଜେପି କର୍ମୀ । କଂଗ୍ରେସ ଓ ବିଜେପି ପକ୍ଷରୁ ଆଜି କୁଚିଣ୍ଡା ୧୨ ଘଣ୍ଟା ବନ୍ଦ କରାଯାଇଛି। ବିଜେଡି କର୍ମୀଙ୍କ

ଆଜି କୁଚିଣ୍ଡା ୧୨ ଘଣ୍ଟିଆ ବନ୍ଦ

ଆଜି କୁଚିଣ୍ଡା ୧୨ ଘଣ୍ଟିଆ ବନ୍ଦ । କଂଗ୍ରେସ ଓ ବିଜେପି ପକ୍ଷରୁ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ । ବିଜେଡି କର୍ମୀଙ୍କ ଗୁଣ୍ଡାଗିରି ପ୍ରତିବାଦରେ ବନ୍ଦ ପାଳନ କରାଯାଉଛି । ଗତକାଲି

ଏଥର ଦୀପାବଳୀରେ ଫୁଟିବ ଗ୍ରୀନ କ୍ରାକର

ଥର ଦୀପାବଳୀରେ ଫୁଟିବ ଗ୍ରୀନ କ୍ରାକର । ଗ୍ରୀନ କ୍ରାକର ଫୁଟାଇବାକୁ ଅନୁମତି ଦେଲେ ହାଇକୋର୍ଟ । ରାତି ୮ରୁ ୧୦ କେବଳ ୨ ଘଣ୍ଟା ବାଣ ଫୁଟାଇବାକୁ ଅନୁମତି । ବାଣ ଫୁଟାଇବା ପାଇଁ ଅନୁମତି ମାଗିଥିଲା ଅଲ ଓଡିଶା ଫାୟାର ଡିଲର ଆସୋସିଏସନ

ଟିକା ନେଇ ନଥିବା ବ୍ୟକ୍ତିଙ୍କୁ ଖୋଜିବେ ଆଶାକର୍ମୀ

ମହାମାରୀ ରୋକିବା ପାଇଁ ଟିକାକରଣ ଏକମାତ୍ର ଉପାୟ ବୋଲି କୁହାଯାଉଛି । ଏପରି ସ୍ଥଳେ ଗ୍ରାମାଂଚଳରେ ବହୁ ଲୋକ ଆଦୌ ଟିକା ନେଇନଥିବା ବେଳେ ଦ୍ୱିତୀୟ ଡୋଜ ଟିକା ନେଇନଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ