Browsing Category
ରାଜ୍ୟ
ଆଜିଠୁ ଅଷ୍ଟମ ଶ୍ରେଣୀ କ୍ଲାସରୁମ୍ ପାଠପଢ଼ା
ଆଜିଠୁ ଆରମ୍ଭ ହେଉଛି ଅଷ୍ଟମ ଶ୍ରେଣୀ କ୍ଲାସରୁମ୍ ପାଠପଢ଼ା। କୋଭିଡ୍ ସଂକ୍ରମଣ ଯୋଗୁ ପ୍ରାୟ ୧୮ ମାସ ବନ୍ଦ ରହିବା ପରେ ଆଜିଠୁ ଅଫଲାଇନ୍ରେ ପାଠପଢ଼ା ଆରମ୍ଭ ହେବ। ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ୩୦ ପର୍ୟ୍ୟନ୍ତ ସ୍କୁଲ ଚାଲିବ । ୧୮!-->…
ଜେଲ ଗଲା ଗୋବିନ୍ଦ
ମମିତା ମେହେର ହତ୍ୟା ଘଟଣାର ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଜେଲ୍ ପଠାଇ ଦିଆଯାଇଛି। ୫ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଗୋବିନ୍ଦଙ୍କୁ ଆଜି କଂଟାବାଞ୍ଜି ମାଜିଷ୍ଟ୍ରେଟଙ୍କ ପାଖରେ ହାଜର କରାଇଥିଲା ପୋଲିସ । ଏହା ପରେ ଗୋବିନ୍ଦ!-->…
ବିଜେପିର ୧୨ ଘଣ୍ଟିଆ ବାରିପଦା ବନ୍ଦ
ଆଜି ୧୨ ଘଣ୍ଟିଆ ବାରିପଦା ବନ୍ଦ ଡାକରା ଦେଇଛି ବିଜେପି । କଳାହାଣ୍ଡି ଜିଲ୍ଲା ବି ବନ୍ଦ ଡାକରା ଦିଆଯାଇଛି। ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଦିନ ବିଜେପି କର୍ମୀଙ୍କୁ ମାଡ!-->…
ବିଜେଡିରେ ମିଶିବେ ପ୍ରଦୀପ ମାଝୀ
ପୂର୍ବତନ ନବରଂପୁର ସାଂସଦ ପ୍ରଦୀପ ମାଝି ବିଜେଡିରେ ଯୋଗଦେବେ । ଏନେଇ ନବରଙ୍ଗପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଘୋଷଣା କରିଛନ୍ତି । ଏକ ବିରାଟ କାର୍ୟ୍ୟକ୍ରମର ଆୟୋଜନ କରି ପ୍ରଦୀପ ମାଝି ନିଜର ସମର୍ଥକଙ୍କ ଗହଣରେ ଏହି!-->…
‘ପାର୍ବଣ ପାଇଁ ସତର୍କ ରୁହ’
ପାର୍ବଣ ପୂର୍ବରୁ ଏସଓପି ଜାରି । ପାବଳୀ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ପୁଣିଥରେ ଏସଓପି ଜାରି କରିଛନ୍ତି କେନ୍ଦ୍ର ସରକାର । ଟେଷ୍ଟିଙ୍ଗ, ଟ୍ରାକିଙ୍ଗ, ଟ୍ରିଟ୍, ଟିକାକରଣ ଓ କୋଭିଡ ନିମୟକୁ କଡାକଡି ଭାବେ ପାଳିବାକୁ କେନ୍ଦ୍ର!-->…
୨୪ ଘଣ୍ଟାରେ ୪୪୭ ପଜିଟିଭ୍
ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୪୪୭ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୪୪୭ ନୂଆ ସଂକ୍ରମିତ!-->…
ଭୁବନେଶ୍ୱରରେ ୧୦୮ ଟଙ୍କା ଟପିଲା ପେଟ୍ରୋଲ୍
ତେଲ ଦରରେ ଲାଗୁନି ବ୍ରେକ୍ । ଆଜିକୁ ମିଶାଇ ଦେଶରେ ଇନ୍ଧନ ଦର ବୃଦ୍ଧି ଚତୁର୍ଥ ଦିନରେ ରେକର୍ଡସ୍ତରରେ ପହଞ୍ଚିଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଲିଟର୍ ପିଛା ପେଟ୍ରୋଲ୍ ଦର ଟ. ୧୦୮.୧୯ରେ ପହଞ୍ଚିଥିବା ବେଳେ ଡିଜେଲ୍ ମୂଲ୍ୟ!-->…
‘ଦିବ୍ୟଶଙ୍କରଙ୍କୁ ତୁରନ୍ତ କରାଯାଉ ବହିଷ୍କାର’
ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଦାବି କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ପ୍ରଦୀପ୍ତ ନାୟକ କହିଛନ୍ତି, ମହାଲିଙ୍ଗ କଲେଜ ହେଉଛି ଗୃହ!-->…
ଥାନା ଭିତରେ ଧସେଇ ପଶିଲେ
ମମିତା ମେହେର ମୃତ୍ୟୁ ମାମଲାରେ କ୍ୟାପିଟାଲ ଥାନା ଭିତରେ ଧସେଇ ପଶିଲେ ବିଜେପି ମହିଳା ମୋର୍ଚ୍ଚା କର୍ମୀ । ମନ୍ତ୍ରୀଙ୍କ ନାଁରେ ଏଫଆଇଆର୍ ଦେବାକୁ ଆସିଥିବା ବିଜେପି ମହିଳା ମୋର୍ଚ୍ଚାର କର୍ମୀ ମାନେ ଥାନା ଭିତରେ ଧସେଇ ପଶିବା ସହିତ!-->…
ପୋଲିସ-ବିଜେପି କର୍ମୀ ମୁହାଁମୁହିଁ
କଟକ ଜିଲ୍ଲା ନରସିଂହପୁରରେ ଥାନା ଘେରାଉ ସହ ତାଲା ପକାଇଲା ବିଜେପି । ଶତାଧିକ ବିଜେପି କର୍ମୀ ଥାନା ଆଗରେ ବିକ୍ଷୋଭ କରିବା ସହ ତାଲା ପକାଇ ଦେଇଛନ୍ତି । ମିଛ କେସରେ ପୋଲିସ ବିଜେପି କର୍ମୀଙ୍କୁ ଉଠାଇ ଆଣିଥିବା ପ୍ରତିବାଦରେ!-->…