Browsing Category
ସତ ଖବର
ନବରାତ୍ରୀରେ ଗର୍ବା କରୁଥିବା ବ୍ୟକ୍ତି ପ୍ରଧାନମନ୍ତ୍ରୀ ନୁହଁନ୍ତି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରୀ ସମୟରେ କିଛି ମହିଳାଙ୍କ ସହିତ ଗରବା କରୁଥିବାର ଏକ ଭିଡିଓ ଓ ଚିତ୍ର ନିକଟରେ ସାମାଜିକ ଗଣମାଧ୍ଯମରେ ଖୁବ ଭାଇରାଲ ହୋଇଥିଲା । ତେବେ ଏହି ଭାଇରାଲ ଭିଡିଓରେ ମୋଦି!-->…
ଷଷ୍ଠ ଥର ପାଇଁ ଗିନିଜ ବିଶ୍ୱ ରେକର୍ଡ କଲା ଅଯୋଧ୍ୟାର ଭବ୍ୟ ଦୀପୋତ୍ସବ: ୨୨.୨୩ ଲକ୍ଷ ଦୀପ ପ୍ରଜ୍ବଳନ
ଅଯୋଧ୍ୟା: ଉତ୍ତରପ୍ରଦେଶ ସରକାର ଅଯୋଧ୍ୟାର ୫୧ଟି ଘାଟରେ ୨୨ ଲକ୍ଷ ୨୩ ହଜାର ଦୀପ ଜାଳି ଷଷ୍ଠ ଥର ପାଇଁ ଗିନିଜ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉଭୟ!-->…
ନିୟମିତ ଗଞ୍ଜେଇ ସେବନକାରୀଙ୍କର ହୃଦ୍ଘାତର ଆଶଙ୍କା ୩୪% ଅଧିକ !
ଆମେରିକା: ନିୟମିତ ଗଞ୍ଜେଇ ସେବନ କରୁଥିବା ବ୍ୟକ୍ତିଙ୍କର ହୃଦ୍ଘାତ ହେବାର ଆଶଙ୍କା ୩୪ ପ୍ରତିଶତ ଅଧିକ ବୋଲି ଆମେରିକା ହୃତ୍ପିଣ୍ଡ ସଂଘ ଦାବି କରିଛି। ଏହି ଆଶଙ୍କା ଗଞ୍ଜେଇ ସେବନକାରୀର ବୟସ, ଲିଙ୍ଗ କି ଧୂମପାନ ଇତିହାସ ଦ୍ବାରା!-->…
ମଜୁରିରେ ଆସି ଟଙ୍କା ବଦଳାଉଛନ୍ତି ଲୋକ!
ଭୁବନେଶ୍ବର: ଦିନ ୧୦ଟା ବାଜୁ ବାଜୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ହଜାର ଟଙ୍କିଆ ବଦଳ ପାଇଁ ଲମ୍ବା ଲାଇନ୍ ଲାଗିଯାଉଛି। ଲାଇନ୍ରେ ଠିଆ ହୋଇଥିବା ଅନେକ ଲୋକ ଦିନ ମଜୁରିଆ ଶ୍ରେଣୀର। ଲୋକ!-->…
ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ଗାଁରେ ମାଟିତଳୁ ବାହାରିଲା ପୁରାତନ ଶିବଲିଙ୍ଗ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ଗାଁରେ ଥିବା ତ୍ରିନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଥିବା ଏକ ଆମ୍ବ ଗଛ ତଳୁ ଗ୍ରାମବାସୀ ମାଟି ଖୋଲି ଏକ ଶିବଲିଙ୍ଗ ଆବିଷ୍କାର କରିଛନ୍ତି । ସୂଚନା ଅନୁସାରେ!-->!-->!-->…
ଭାରତର ଦୁର୍ଗମ ଅଞ୍ଚଳରେ ହାଇସ୍ପିଡ ନେଟ ସଂଯୋଗ ପହଞ୍ଚାଇବ ଜିଓ ସ୍ପେସ୍ ଫାଇବର
ଭୁବନେଶ୍ୱର: ଦେଶର ଦୂରଦୂରାନ୍ତ ଅଞ୍ଚଳରେ ହାଇସ୍ପିଡ୍ ଇଣ୍ଟରନେଟ ସଂଯୋଗ ପହଞ୍ଚାଇବା ଲାଗି ରିଲାଏନ୍ସ ଜିଓ ପକ୍ଷରୁ ଜିଓ ସ୍ପେସ୍ ଫାଇବର ନାମକ ଏକ ନୂତନ ପ୍ରଯୁକ୍ତି ଉପସ୍ଥାପନ କରାଯାଇଛି । ଭାରତର ଚାରିଟି ସବୁଠୁ ଦୁର୍ଗମ ଅଂଚଳକୁ!-->…
ଆମେରିକାର ସର୍ବୋଚ୍ଚ ବୈଜ୍ଞାନିକ ପୁରସ୍କାରରେ ସମ୍ମାନିତ ହେଲେ ଦୁଇ ଭାରତୀୟ-ଆମେରିକୀୟ
ୱାସିଂଟନ: ହ୍ବାଇଟ୍ ହାଉସ୍ରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ଭାରତୀୟ-ଆମେରିକୀୟ ଡ. ଅଶୋକ ଗାଡ଼ଗିଲ ଏବଂ ଏସ୍. ସୁରେଶଙ୍କୁ ରାଷ୍ଟ୍ରୀୟ ବିଜ୍ଞାନ ପଦକରେ ସମ୍ମାନିତ କରାଯାଇଛି। ଜୀବନରକ୍ଷକ ଚିକିତ୍ସା ଉପଚାରକୁ ଅଧିକ ପାରଦର୍ଶୀ!-->…
ରାଜଧାନୀରେ ବାର୍ଷିକ ପ୍ରାୟ ୨୦ କୋଟିର ହୋଲ୍ଡିଂ ଟ୍ୟାକ୍ସ ହରାଉଛି ବିଏମ୍ସି
ଭୁବନେଶ୍ବର: ରାଜଧାନୀରେ ହୋଲ୍ଡିଂ ସଂଖ୍ୟା ୧ ଲକ୍ଷ ୨୦ ହଜାର। ହେଲେ ମାତ୍ର ୬୦ ହଜାର ଘରୁ ଆଦାୟ ହେଉଛି ହୋଲ୍ଡିଂ ଟ୍ୟାକ୍ସ। ଅର୍ଥାତ୍ ଅଧା ଘରୁ ଟିକସ ଆସୁନାହିଁ। ଫଳରେ ବାର୍ଷିକ ବିଏମ୍ସି ପ୍ରାୟ ୨୦ କୋଟିର ରାଜସ୍ବ ହରାଉଛି।!-->…
କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବଢ଼ିଲା
ନୂଆଦିଲ୍ଲୀ: କେନ୍ଦ୍ରର ସରକାରୀ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପାର୍ବଣ ଭେଟି ମିଲିଛି। ୪ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା । ପୂର୍ବରୁ ମିଳୁଥିବା ୪୨ ପ୍ରତିଶତ ଡିଏ ଏବେ ୪୬ ପ୍ରତିଶତ ହେବ । କିଛି ଦିନ ଧରି ଏହି ୪ ପ୍ରତିଶତ!-->…
୨୦୩୫ ସୁଦ୍ଧା ନିଜର ସ୍ପେଶ ଷ୍ଟେସନ, ୨୦୪୦ ସୁଦ୍ଧା ଚନ୍ଦ୍ରରେ ପହଞ୍ଚିବେ ଭାରତୀୟ
ନୂଆଦିଲ୍ଲୀ : ଚନ୍ଦ୍ରଯାନ-୩ର ସଫଳତା ପରେ ଭାରତୀୟ ବୈଜ୍ଞାନିକମାନଙ୍କ ମଧ୍ୟରେ ମହାକାଶ ପ୍ରତି ଉତ୍ସାହ ଅଧିକ ରହିଛି। ଚନ୍ଦ୍ରଯାନ-୩ ମିଶନ ପରେ ଆଦିତ୍ୟ L1 ର ସଫଳତା ସମଗ୍ର ବିଶ୍ୱକୁ ଚକିତ କରିଛି। ମହାକାଶରେ ଏକ ଦୃଢ ଉପସ୍ଥିତି!-->…