THE BYAPINI
Browsing Category

ସତ ଖବର

ହସୁଛି ଫସଲ ଚିନ୍ତାରେ ଚାଷୀ

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ଝାରବନ୍ଧ, ପାଇକମାଳ ଏବଂ ଗାଇସିଲାଟ୍‌ ବ୍ଲକ୍‌ରେ ୩୦% ଧାନ ଅମଳକ୍ଷମ ହୋଇସାରିଲାଣ। କେତେକ ଗାଁରେ ଚାଷୀ ଧାନ ଝଡ଼ିବା ପୂର୍ବରୁ କାଟି ସାରିଲେଣି। କିନ୍ତୁ ମଣ୍ଡି ଖୋଲିବ ଡିସେମ୍ବରରେ।

ପାରାଦୀପରୁ ଧରା ହେଲା ୨ କୁଇଣ୍ଟାଲ ଓଜନର ମାଛ

ଦିଘା:ପଶ୍ଚିମବଙ୍ଗର ଦିଘା ମୁହାଣରେ ଥିବା ମାଛ ମାର୍କେଟରେ ଆଜି ଏକ ବିରାଟକାୟ କୋଇଭୋଲା ମାଛ ବିକ୍ରି ହୋଇଛି । ମାଛଟିର ଓଜନ ୨ କୁଇଣ୍ଟାଲ ଥିଲା । କୋଲକାତାର ଏକ ଫାର୍ମା କମ୍ପାନୀ ମାଛଟିକୁ ୧ ଲକ୍ଷ ୨୭ ହଜାର ଟଙ୍କାରେ କିଣି ଥିଲା

ଚିନ୍ତାରେ ଚାଷୀ : ଧାନରେ ଚକଡ଼ା ପୋକ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌ର ବିଭିନ୍ନ ଗ୍ରାମରେ ଧାନ ଫସଲରେ ଚକଡ଼ା ପୋକ ଲାଗିଛନ୍ତି। ଆନନ୍ଦପୁର ପୌରାଞ୍ଚଳ ଶୈଲଙ୍ଗରେ ମଧ୍ୟ ଚକଡ଼ା ପୋକ ଲାଗି ବ୍ୟାପକ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଏଠାରେ ୬୦

ମିଳିଲା ୪ ଲକ୍ଷ ୭୬ ହଜାର ବର୍ଷ ପୁରୁଣା କାଠ ସାମଗ୍ରୀ

ଜାମ୍ବିଆ: ଜାମ୍ବିଆର କଲାମ୍ବୋ ପ୍ରପାତ ନିକଟ ବାଲିଶଯ୍ୟାରୁ ପ୍ରତ୍ନତତ୍ତ୍ୱବିତ୍‌ମାନେ ଏକ କାଠର ନିର୍ମାଣ ସାମଗ୍ରୀ ପାଇଛନ୍ତି, ଯାହା ୪,୭୬,୦୦୦ ବର୍ଷ ତଳର ବୋଲି ଜଣାପଡ଼ିଛି । ପ୍ରସ୍ତର ଯୁଗ ବେଳର ଏହି ସାମଗ୍ରୀଟି ଆମ

କଳାହାଣ୍ଡିରେ ସ୍ରବ୍‌ ଟାଇଫସ୍‌ ଆତଙ୍କ

ଭବାନୀପାଟଣା: ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲା ପରେ କଳାହାଣ୍ଡି ଜିଲ୍ଲାକୁ ସ୍କ୍ରବ୍ ଟାଇଫସ ରୋଗ ବ୍ୟାପିଛି । ଜିଲ୍ଲାରେ ଜଣେ ସ୍କ୍ରବ୍ ଟାଇଫସରେ ପ୍ରାଣ ହରାଇଥିବା ବେଳେ ୨ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଏ ନେଇ

ଗୋଟିଏ ଇଂଜେକ୍ସନରେ ଭଲ ହେବ କ୍ୟାନସର!

ନୂଆଦିଲ୍ଲୀ: ଆଉ ଦୁସାଧ୍ୟ ରୋଗ ହୋଇ ରହିବ ନାହିଁ କ୍ୟାନସର । ଏଣିକି ଗୋଟିଏ ଇଞ୍ଜେକ୍‌ସନ୍‌ ଏହି ଜଟିଳ ଓ କଷ୍ଟଦାୟକ ରୋଗରୁ ସମ୍ପୂର୍ଣ୍ଣ ମୁକ୍ତି ଦେବ । ଏଭଳି ଏକ ସମ୍ଭାବନା ସୃଷ୍ଟି ହୋଇଛି ବ୍ରିଟେନ୍‌ର ବ୍ରେଜ୍ଞାନିକମାନଙ୍କ

ଲିବ୍ୟା ବନ୍ୟା: ଧ୍ୱସଂ ସ୍ତୂପ ପାଲଟିଲା ବନ୍ଦର ସହର ଡର୍ନା, ମୃତ୍ୟୁ ସଂଖ୍ୟା ୨୦ ହଜାର ପାର୍‌

ଲିବ୍ୟା:ଭୂମଧ୍ୟସାଗରୀୟ ବାତ୍ୟା ଡାନିଏଲ୍‌ ପ୍ରଭାବରେ ଲିବ୍ୟାର ପୂର୍ବାଞ୍ଚଳରେ ୨ଟି ଡ୍ୟାମ୍‌ ଭୁଶୁଡ଼ି ପଡ଼ିବାରୁ ଲିବ୍ୟାର ପୂର୍ବରେ ଥିବା ବନ୍ଦର ସହର ଡର୍ନାର ମଧ୍ୟଭାଗରେ ୨୦ ଫୁଟରୁ ଅଧିକ ଉଚ୍ଚରେ ଜଳ ପ୍ରବାହିତ ହୋଇଥିଲା । ଏହି

ଚଳିତ ବର୍ଷରୁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୫ ନୂଆ ପୁରସ୍କାର

ଭୁବନେଶ୍ୱର: ଚଳିତ ବର୍ଷ ଠାରୁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୫ ନୂଆ ପୁରସ୍କାର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଥିବା ଜଣାପଡିଛି । ଏନେଇ ରୂପରେଖ ପ୍ରସ୍ତୁତ ସରିଛି ଓ ଖୁବଶୀଘ୍ର ଏ ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ

ଡେଙ୍ଗୁ ସଚେତନତା ପାଇଁ ରାଜଧାନୀରେ ‘ଘର ଘର ସମ୍ପର୍କ ଅଭିଯାନ’

ଭୁବନେଶ୍ୱର: ରାଜଧାନୀରେ ଗତ ୮ ଦିନରେ ୬ଶହ ଆକ୍ରାନ୍ତ ଚିହ୍ନଟ ହେଲେଣି । ଡେଙ୍ଗୁ ମୁକାବିଲା ପାଇଁ ବିଏମ୍‌ସି ଯାହା ପ୍ରସ୍ତୁତି କରିଥିଲା ତାହା ଆଶାନୁରୂପ ଫଳ ଦେବାରେ ସଫଳ ହୋଇନାହିଁ । ଫଳରେ ଏବେ ଘରେ ଘରେ ଡେଙ୍ଗୁ ଆକ୍ରାନ୍ତ

ୟୁଏସ୍‌ ଓପନ୍‌ର ନୋଭାକ୍‌ ଜୋକୋଭିକ୍‌ ବନାମ ମେଡ୍‌ଭେଡେଭ୍‌

ନ୍ୟୁୟର୍କ: ଗ୍ରାଣ୍ଡସ୍ଲାମ୍‌ ଟୁର୍ଣ୍ଣାମେଣ୍ଟ ୟୁଏସ୍‌ ଓପନ୍‌ର ପୁରୁଷ ଏକକ ଫାଇନାଲରେ ୨ୟ ସିଡ୍‌ ନୋଭାକ୍‌ ଜୋକୋଭିକ୍‌ ଓ ୩ୟ ସିଡ୍‌ ଡାନିଲ ମେଡ୍‌ଭେଡେଭ୍‌ଙ୍କ ମଧ୍ୟରେ ମୁକାବିଲା ହେବ । ଆଜି ଏହି ଫାଇନାଲ ମ୍ୟାଚ୍‌ ଖେଳାଯିବ ।