Browsing Category
ସତ ଖବର
୩ କୃଷ୍ଣକାୟ ବ୍ୟକ୍ତିଙ୍କୁ ଗୁଳିମାରି ଆତ୍ମହତ୍ୟା କଲା ହତ୍ୟାକାରୀ
ଆମେରିକାର ଫ୍ଲୋରିଡା ଠାରେ ପୁଣି ଥରେ ବର୍ଣ୍ଣବୈଷମ୍ୟ ଯୋଗୁଁ ଘୃଣାର କରୁଣ ପରିଣତି ଦେଖିବାକୁ ମିଳିଛି । ଫ୍ଲୋରିଡା ପ୍ରଦେଶର ଜ୍ୟାକସନଭିଲେରେ ଶନିବାର ସନ୍ଧ୍ୟାରେ ଜଣେ ଦୁର୍ବୃତ୍ତ ୩ ଜଣ କୃଷ୍ଣକାୟ ଲୋକଙ୍କୁ ଗୁଳି କରି ହତ୍ୟା!-->…
ପରିବାର ଉଜାଡିଦେଉଛି କରୋନା
ମହାମାରୀ କରୋନା ଯେ କେତେ ଭୟଙ୍କର ଯିଏ ଅଙ୍ଗେ ନିଭାଉଛି ସେ ଜାଣୁଛି । ଖାଲି ଗୋଟିଏ ଗୋଟିଏ ଜୀବନ ନୁହେଁ ପୁରା ପରିବାର ଉଜାଡିଦେଉଛି ସଂକ୍ରମଣ । କେଉଁଠି ପୁଅ ମୃ୍ତ୍ୟୁର ଖବର ଶୁଣି ବାପାର ଜୀବନ ପଳାଉଛି ତ କେଉଁଠି ମା ପରେ ପୁଅ!-->…
ଏମିତି କଣ ଆସିପାରେ ମୃତ୍ୟୁ?
କରୋନା ମହାମାରୀର ପ୍ରାଦୁର୍ଭାବ ରାଜ୍ୟର ସବୁ ଜିଲ୍ଲାରେ ଦେଖିବାକୁ ମିଳୁଛି । ପ୍ରତିଦିନ ଦେଖିବାକୁ ମିଳୁଛି ଭୟଙ୍କର ଚିତ୍ର । କେଉଁଠି ଗୋଟିଏ ପରିବାରର ଏକା ସଂଗେ ବାପା,ମାଆ ଆଖିବୁଜୁଛନ୍ତି ତ କେଉଁଠି ଆଗ ପଛ ହୋଇ ସ୍ୱାମୀ,ସ୍ତ୍ରୀ!-->…
୧୦୦ ଫୁଟରେ ୧୦୦ ଫାଟ…
ରାଜଧାନୀର ଗର୍ବ ବମିଖାଲ ରେଲୱେ ଓଭରବ୍ରିଜ । ଇଂଜିନିୟରିଂ ପାଠର ସମ୍ପୂର୍ଣ ପରିପନ୍ଥୀ ଏହି ଫ୍ଲାଏ ଓଭର କିଏ ଓ କାହିଁକି ତିଆରି କଲା ଏବେ ବି ବୁଝିପାରୁନାହାନ୍ତି ଭୁବନେଶ୍ୱରବାସୀ । ଟ୍ରାଫିକ ନିୟମକୁ ଜଳାଞ୍ଜଳି ଦେଇ, ନିଜ ଜୀବନକୁ!-->…
ମହାମାରୀ ପୋଛିଦେଲା ମଥାରୁ ସିନ୍ଦୁର
ଏମିତି ବି ଆସିପାରେ ମୃତ୍ୟୁ । କେଡେ ନିଷ୍ଠୁର ହୋଇପାରେ ବିଧାତା । ଏ ମହାମାରୀ କେଜାଣି ଆଉ କେତେ ଜଣକ ସୁଖର ସଂସାର ଭାଙ୍ଗିକି ଏମିତି ଚୁରମାର କରିବ । ବାହାଘର ୫ ଦିନ ହୋଇଛି । ଚତୁର୍ଥୀ ହୋମ ନିଆଁ ଲିଭିନାହିଁ । ହେଲେ ମଥାରୁ!-->…
ବିଜେପି ନେତାଙ୍କ ‘ଅର୍ଗସ୍’ ପ୍ରଚାର ?
ରାଜ୍ୟରେ ଆରମ୍ଭ ହେଲା ନୁଆ ଚ୍ୟାନେଲ । ହେଲେ ସାମ୍ବାଦିକ ମାନେ ଯେତିକି ଖୁସି ହେବା କଥା ତାଠାରୁ ଅଧିକ ଖୁସି ବିଜେପି ନେତାମାନେ ହୋଇଛନ୍ତି । ଏହାର କାରଣ ମଧ୍ୟ କାହାକୁ ଅଛପା ନାହିଁ । ମିଡିଆରେ ରୁଚି ରଖୁଥିବା ସମସ୍ତ ବ୍ୟକ୍ତିି!-->…
ଦୁନିଆ ଦେଖିଲା,କରୋନାକୁ ହରାଇଲା
କଥାରେ ଅଛି ରଖେ ହରି ତ ମାରେ କିଏ ! ଯାହା ଉପରେ ଭଗବାଙ୍କ ଆର୍ଶୀବାଦ ଅଛି ତାକୁ ଏ ମହାମାରୀ ବା କଣ କରିବ । ମାଆ ଗର୍ଭରୁ ଜନ୍ମ ହେଉ ହେଉ କରୋନା ଜାଲରେ ଛନ୍ଦି ହୋଇପଡିଥିଲା ନବଜାତକ । କରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ!-->…
ମୁଁ ହରାଇଲି କରୋନାକୁ..
ଯେଉଁଠି ବୟସ ଆଗରେ ହାର ମାନିଛି ସଂକ୍ରମଣ । କରୋନାରେ ସଂକ୍ରମିତ ହୋଇ ଡରିଯାଇନାହାନ୍ତି ବଂର ତାଙ୍କ ଶକ୍ତି ଆଗରେ ହାର ମାନିଛି ମହାମାରୀ । ଯୁବକଠୁ ବୃଦ୍ଧ ସମସ୍ତେ ଯେତେବେଳେ କରୋନା କବଳିତ ହୋଇ କଲବଲ ହେଉଛନ୍ତି । ହଜାର ହଜାର!-->…
ବେଦୀ ବଦଳରେ ମଶାଣୀକୁ ଗଲା ବର
ରାତି ପାହିଲେ ବର ସାଜିଥାନ୍ତେ । ବାହାହୋଇ ନୂଆର ସଂସାର ଗଢିଥାନ୍ତେ । ହେଲେ ସବୁ କିଛି ଆରମ୍ଭ ହେବା ପୂର୍ବର ଶେଷ ହୋଇଯାଇଛି । ସବୁ ସ୍ୱପ୍ନକୁ ଧୂଳିସାତ କରିଦେଇଛି ମହାମାରୀ । ଆଖି ବୁଜିଛନ୍ତି କୋଭିଡ ଡ୍ୟୁଟିରେ ନିୟୋଜିତ ଥିବା!-->…
ନବରଙ୍ଗପୁରରେ ନିଷ୍ଠୁର ବିଧାତା!
କନ୍ଦାଉଛି କରେନା । ପ୍ରତିଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କରୋନାର ଏପରି ଛାତିଥରା ଚିତ୍ର ଆସୁଛି ଯାହାକୁ ସହଜରେ ବିଶ୍ୱାସ କରିବା କଷ୍ଟକର । ଦ୍ୱିତୀୟ ଲହର ସଂକ୍ରମଣ ଯେ ଏତେ ଭୟଙ୍କର ଓ ସାଂଘାତିକ ହେବ କେହି ଅନୁମାନ କରିନଥିଲେ ।!-->…