Browsing Category
ସତ ଖବର
ମଧ୍ୟବୟସ୍କଙ୍କୁ ମାରୁଛି କରୋନା!
ମହାମାରୀ କରୋନା କେତେ ଭୟଙ୍କର, ଯିଏ ଅଙ୍ଗେ ନିଭେଇଛି ସେ ହିଁ ଜାଣିଛି । ରାଜ୍ୟରେ ସଂକ୍ରମଣର ସ୍ଥିତି ଅତି ସାଂଘାତିକ ହୋଇପଡିଥିବା ବେଳେ ପ୍ରଥମ ପର୍ଯ୍ୟାୟଠୁ ବଳିଯାଇଛି ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ । କିଏ କେତେବେଳେ କରୋନାର!-->…
ରକ୍ତ ସଂପର୍କ ବନାମ ମାନବିକତା!
ମହାମାରୀ କରୋନାର ଭୟ ମଣିଷ ପାଖରୁ ହଜାଇ ଦେଉଛି ମାନବିକତା । କରୋନାରେ ମୃତ୍ୟୁ ପରେ କେହି ଶାହି ପଡିଶା ଶବ ପାଖକୁ ଆସିବା ତ ଦୂରର କଥା ନିଜ ଘର ଲୋକ ମଧ୍ୟ ମୁହଁ ବୁଲାଇ ପଳାଉଛନ୍ତି । କେଉଁଠି ପରିବାର ଲୋକ ଶବ ନେବାକୁ!-->…
କିଏ କହୁଛି ମିଛ? ଶ୍ମଶାନ ନା ସରକାର?
ମାଳ ମାଳ ମୁର୍ଦ୍ଦାରର ସାକ୍ଷୀ ପାଲଟିଛି ଶ୍ମଶାନ । ପ୍ରତିଦିନ ପୋଡାହେଉଛି ଶହ ଶହ ଶବ । ଏ କଥା ଆମେ କହୁନୁ । ପ୍ରତିଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସୁଥିବା କରୋନାର କରୁଣ ଚିତ୍ର କହୁଛି । ମଶାଣୀରେ ହୁତୁ ହୁତୁ ହୋଇ ଜଳୁଥିବା!-->…
ଦୁଇ ଜଣରେ ଜଣେ ପଜିଟିଭ, ଜାଣନ୍ତୁ କେଉଁ ଜିଲ୍ଲାରେ?
ପଶ୍ଚିମ ଓଡିଶାର ଦୁଇ ପ୍ରମୁଖ ଜିଲ୍ଲାର ସଂଖ୍ୟା ପଛର ତଥ୍ୟ ଆପଣଙ୍କ ହୋସ୍ ଉଡାଇଦେବ । ସମ୍ବଲପୁରରେ ପ୍ରତି ଦୁଇ ଜଣରେ ଜଣେ ପଜିଟିଭ । ଏଭଳି ସାଂଘାତିକ ସ୍ଥିତି ଦେଇ ଗତି କରୁଛି ପଶ୍ଚିମ ଓଡିଶାର ଏହି ପ୍ରମୁଖ ଜିଲ୍ଲା । ସୁନ୍ଦରଗଡରେ!-->…
ମଲା ପରେ ବି ମିଳୁନି ମଶାଣୀ
ଶବ ପୋଡିବାକୁ ଶ୍ମଶାନ ମନା । ମଲା ପରେ ବି ମିଳୁନି ମଶାଣୀ । ରାଜ୍ୟରେ କରୋନାରେ ପ୍ରତିଦିନ ହଜାର ହଜାର ଲୋକ ଆକ୍ରାନ୍ତ ହେଉଥିବା ବେଳେ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଉଛି । ପ୍ରତିଦିନ କରୋନାର କରୁଣ ଚିତ୍ର ସାମାନାକୁ ଆସୁଛି ।!-->…
ଦ୍ୱିତୀୟ ସରିନି ତୃତୀୟ ଚିନ୍ତା!
ଦେଶରେ କରୋନା ସଂକ୍ରମଣ କାୟା ମେଲାଉଥିବା ବେଳେ ଆସିଛି ଆଉ ଏକ ଚିନ୍ତା ବଢାଇଦେବା ଭଳି ଖବର । କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ପରେ ନିଶ୍ଚୟ ଆସିବ କରୋନାର ତୃତୀୟ ଲହର । ଏନେଇ ଚେତାବନୀ ଦେଇଛନ୍ତି କେନ୍ଦ୍ର ସରକାରଙ୍କ ବୈଜ୍ଞାନିକ!-->…
ରୋହିତ ତୁମେ ଫେରି ଆସ..
କରୋନା ଦଙ୍ଗଲରେ ହାରିଗଲେ ରୋହିତ । କାନକୁ ବିଶ୍ୱାସ ହେଉନଥିବା,ସତକୁ ଗ୍ରହଣ କରିହେଉନଥିବା ଏ ଖବର ଆଜି ଯେମିତି ସମସ୍ତଙ୍କୁ ନିସ୍ତବ୍ଧ କରିଦେଇଛି । କେବେଳ ସାମ୍ବାଦିକ ନୁହଁନ୍ତି କି ସହକର୍ମୀ ନୁହଁନ୍ତି, ରୋହିତଙ୍କୁ ଯେ ଜାଣିଛି!-->…
କରୋନା କଷୁଛି ମୃତ୍ୟୁର ଅଙ୍କ…
ମୃତ୍ୟୁ… ମୃତ୍ୟୁ… ମୃତ୍ୟୁ… ସବୁଠି ମୃତ୍ୟୁ, ସବୁଠି କାଳ । ଗଳିଗଳିରେ ମୃତ୍ୟୁ, ଛକଛକରେ ମୃତ୍ୟୁ, ଘରେଘରେ ମୃତ୍ୟୁର ଆଶଙ୍କା, ହସ୍ପିଟାଲରେ ମୃତ୍ୟୁର ମହାଫାଶ । ଖବର କାଗଜ ଖୋଲିଲେ ମୃତ୍ୟୁର ଖବର, ଟିଭି ଖୋଲିଲେ ମୃତ୍ୟୁର ହେଡଲାଇନ!-->…
କୋଭିଡ ବେଡ୍ରୁ ଭବିଷ୍ୟତର ସ୍ୱପ୍ନ
ମୁଁ ପାଠ ପଢିବି, ପରୀକ୍ଷା ଦେବି । ଭଲ ଚାକିରି କରି ଭବିଷ୍ୟତ ଗଢିବି । ଅଟକାଇପାରିବନି କରୋନା,ବାଧା ଦେଇପାରିବନି ସଂକ୍ରମଣ, ମନୋବଳ ଭାଙ୍ଗିପାରିବନି ମହାମାରୀ । ମୁଁ ଜିତିବି ନିଶ୍ଚୟ ଜିତିବି । ମହାମାରୀର ଏ ମହାଯୁଦ୍ଧ ଜିତି,!-->…
ଜଣଙ୍କଠୁ ହୋଇପାରିବେ ୪୦୬ ଜଣ ସଂକ୍ରମିତ
ଜଣେ କରୋନା ସଂକ୍ରମିତ ୪୦୬ ଜଣକୁ ସଂକ୍ରମିତ କରିପାରିବ । ସାମାଜିକ ଦୂରତା ରକ୍ଷା ନକଲେ ଜଣେ କରୋନା ଆକ୍ରାନ୍ତ ୩୦ଦିନରେ ୪୦୬ଜଣଙ୍କୁ ସଂକ୍ରମିତ କରିପାରିବ ବୋଲି କହିଛନ୍ତି କେନ୍ଦ୍ର ସରକାର। ସାରା ଦେଶରେ ଏବେ କୋଭିଡର!-->…