Browsing Category
ସତ ଖବର
ମନ୍ତ୍ରୀଙ୍କ ନାଁରେ ମିଛ ପ୍ରଚାର
ମାଟ୍ରିକ ପରୀକ୍ଷା ନେଇ ଗୋଟିଏ ଖବର ସୋସିଆଲ ମିଡିଆରେ ଘୁରୁବୁଲୁଛି । ଖବରଟି ହେଲା ଜୁନ ୧୪ରେ ହେବ ମାଟ୍ରିକ ପରୀକ୍ଷା । ଆଉ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଟୁଇଟର ଆକାଉଂଟରୁ ଏଭଳି ଟୁଇଟ ସମସ୍ତଙ୍କୁ ଆଶ୍ଚର୍ୟ୍ୟ!-->…
ସ୍ୱର୍ଗଦ୍ୱାରରେ ଶବଦାହ ମନା
ପୁଣି ପୁରୀରେ ଫେରିଛି କଟକଣା । ଶ୍ରୀମନ୍ଦିରକୁ ସର୍ବସାଧାରଣ ଲୋକଙ୍କ ପ୍ରବେଶ ବନ୍ଦ ପରେ ଏବେ ସ୍ୱର୍ଗଦ୍ୱାରରେ ବି କଟକଣା ଲାଗିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରୀ ସ୍ୱର୍ଗଦ୍ୱାରରେ ଶବ ଦାହକୁ ନେଇ ପ୍ରଶାସନର ବଡ!-->…
ହେ ! ଭଗବାନ ରକ୍ଷା କର…
ହେ ପ୍ରଭୁ ! ଏ କେମିତିକା ସମୟ ? କେମିତିକା ପରିସ୍ଥିତି ? ମାନବ ଜାତିର ଅ୍ଧମ କେତେ ପରୀକ୍ଷା ନେବ ପ୍ରଭୁ ? ମଣିଷ ଆଉ କେତେ ସଂଘର୍ଷ କରିବ ? ଜୀବନ ପାଇଁ ଏଠି ପ୍ରତି ମୁହୂର୍ତ୍ତରେ ଜଳିବାକୁ ପଡୁଛି । ନିଶ୍ୱାସ ପାଇଁ ନିଇତି ନିରାଶ!-->…
ଓଡିଶା: ଭାରତର ନିଶ୍ୱାସ..
ଯେତେବେଳେ ସାରା ଦେଶରେ ଦେଖାଦେଇଛି ମହାବିପଦ । ସବୁଆଡେ ହାହାକାର ପରିସ୍ଥିତି । ଯୁଆଡେ ଦେଖିବ ଚାରିଆଡେ କରୋନାର କରୁଣ ଚିତ୍ର । ସେତେବେଳେ ବିଭିନ୍ନ ରାଜ୍ୟକୁ ଓଡିଶା ଦେଉଛି ଜୀବନ । ଅମ୍ଲଜାନ ଅଭାବ ଯୋଗୁଁ ଦେଶ ଅଣନିଶ୍ୱାସୀ!-->…
ଭାଇରସ ମାରିବ ‘ଭିରାଫିନ୍’!
ଭାଇରସ ମାରିବ ‘ଭିରାଫିନ୍’ । ଦେଶରେ ଦୈନିକ ସଂକ୍ରମଣ ରେକର୍ଡ ସୃଷ୍ଟି କରୁଥିବା ବେଳେ ଟିକିଏ ଆଶ୍ୱସ୍ତି କଲାଭଳି ଖବର ଆସିଛି । କୋଭାକ୍ସିନ୍ , କୋଭିସିଲଡ୍, ଏବଂ ସ୍ପୁଟନିକ୍-ଭି ପରେ ଏବେ କରୋନା ସଂକ୍ରମଣକୁ ରୋକିବା ପାଇଁ!-->…
ଟ୍ରଲି ସାଜିଲା କୋକେଇ…
ଚାଲ ମାଆ ମୁଁ ତତେ ମଶାଣୀ ନେଇଯିବି । ଶ୍ମଶାନ ନେଇ ତୋର ଶେଷକୃତ୍ୟୁ କରିବି । ନଛୁଉଁ ସମାଜ, ନଛୁଉଁ ମଣିଷ, ନଛୁଅଁନ୍ତୁ ବି ସାହିଭାଇ । ତ ପୁଅ ଅଛି ତୁ ଚିନ୍ତା କରନା । ଆ, ମା ଆ… ଏଇ ଟ୍ରଲିରେ ଶୁଆଇ ତତେ ଶ୍ମଶାନ ନେଇଯିବି । ମାଆର!-->…
ଓଡିଶା ସାଜିବ ବିପଦର ବନ୍ଧୁ
ଦେଶରେ କରୋନା ସ୍ଥିତି ଉଦବେଗଜନକ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟେଲିଫୋନ ଯୋଗେ କଥା ହୋଇ କୋଭିଡ ସ୍ଥିତି ନେଇ ଆଲୋଚନା କରିଛନ୍ତି!-->…
ସଂକଟ ମୋଚକ ନବୀନ
କରୋନା ମହାମାରୀ ଦ୍ୱିତୀୟ ପର୍ଯ୍ୟାୟ ଦେଶରେ ଭୟଙ୍କର ସ୍ଥିତି ସୃଷ୍ଟି କରିଛି । ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଦେଶରେ ବିଭିନ୍ନ ରାଜ୍ୟରେ ଦେଖାଦେଇଛି ଅମ୍ଲଜାନ ସମସ୍ୟା । ଦିଲ୍ଲୀରେ ଭୟଙ୍କର ପରିସ୍ଥିତି ସୃଷ୍ଟି!-->…
ମୁର୍ଦ୍ଦାର ପାଲଟୁଛି ମଣିଷ…
ଆଖି ଖୋଲିଲେ ମୃତ୍ୟୁ, ଆଖି ବୁଜିଲେ ମଶାଣୀ… ମାଳ ମାଳ ଶବ, ମୃତ୍ୟୁର ବିଭୀଷିକା । ମହାମାରୀ ପାଇଁ ସବୁଠି ହାହାକାର, ଶବର ସତ୍କାର ପାଇଁ ଚିତ୍କାର । ବଞ୍ଚିଥିବା ବେଳେ ଜୀବନ ପାଇଁ ସଂଗ୍ରାମ, ପ୍ରାଣ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ।!-->…
ଚାଲିବି ଚାଲିବି… ନ ପଡିବି ଥକି…
ସହର ଯେବେ ପର କରିଦିଏ ସେବେ ଅଲୋଡା ହୁଏ ଶ୍ରମିକ । ସ୍ୱାର୍ଥ ସରିଗଲେ ତ ସହର ତୁଟାଇଦିଏ ଶ୍ରମିକ ସହ ସମ୍ପର୍କ । ହଁ, ଶ୍ରମିକ ସ୍ୱାର୍ଥର ସହରରେ ଜଳୁଥିବା ଗୋଟେ ଷ୍ଟ୍ରିଟ ଲାଇଟ୍, ଝାଳ ବୁହାଉ ଥିବା ଗୋଟେ ରକ୍ତମାଂସର ମେସିନ । ସିଏ!-->…