Browsing Category
ସତ ଖବର
ଭୋକ: ନଗଡାରୁ କୋଇଡା…
ସେଦିନ ସୁଦାନ, ଆଜି ସୁନ୍ଦରଗଡ… ସେଦିନ ନଗଡା, ଆଜି କୋଇଡା । ସେଠି ବି ଥିଲା ଭୋକିଲା ପେଟ, ଏଠି ବି ଅଛି ଭୋକିଲା ପେଟ । ସେଦିନ ଭାତ ବିନା ଭିତରକୁ ପଶିଯାଇଥିଲା କଅଁଳ ଶିଶୁର କଅଁଳା ପେଟ । ଲୁଣ ଟିଙ୍କାରେ ଜରିଯାଉଥିଲା ଜୀବନର!-->…
ବରିଷ୍ଠ ସାମ୍ବାଦିକଙ୍କ ‘ସେୟାର’ କିଣା !
ମିଡିଆ ଜଗତରେ ନୁଆ ନୁଆ ବହୁତ ଘଟଣା ଘଟିବାରେ ଲାଗିଛି । ମାଳ ମାଳ ୱେବ ଚ୍ୟାନେଲ, ୱେବସାଇଟ୍, ଟିଭି, ପେପର୍ ଭିତରେ ତାଜା ଖବର ସାମ୍ନାକୁ ଆସିଛି । ଖୁବଶୀଘ୍ର ଆଉ ଏକ ନୁଆ ଚ୍ୟାନେଲ ରାଜ୍ୟରେ ମୁଣ୍ଡ ଟେକିବାକୁ ଯାଉଛି । ପ୍ରସ୍ତୁତି!-->…
ଯୁବଶକ୍ତିକୁ ରାଜ୍ୟ ସରକାରଙ୍କର ବେଖାତିର୍ ?
ଅବସର ପରେ ନିଯୁକ୍ତି । ରାଜ୍ୟରେ ଏହି କଥାଟି ଯେମିତି ଆଉ ନୁଆ ନୁହେଁ । ରାଜ୍ୟ ସରକାରଙ୍କର ଗୁଡ ବୁକରେ ରହି ଯେଉଁ ଅଧିକାରୀ ଅବସର ନେଉଛନ୍ତି, ତୁରନ୍ତ ତାଙ୍କ ପାଇଁ ସରକାର ଅନ୍ୟ ଏକ ପଦବୀ ରଖିଥାଉଛନ୍ତି । ଅବସର ନେବାର ଠିକ ଗୋଟିଏ!-->…
୪୭, ୦୫୫ କରୋନା ରୋଗୀ, ଖର୍ଚ୍ଚ ୩୮୯, ୫୯, ୬୬, ୪୬୬ ଟଙ୍କା
କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ଭିତ୍ତିଭୁମି ସୃଷ୍ଟି କରିବା ଦିଗରେ ଦେଇଥିଲେ ସର୍ବାଧିକ ଜୋର । ଆକ୍ରାନ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇଦେବାକୁ ତିଆରି ହୋଇଥିଲା ବ୍ଲୁ-ପ୍ରିଂଟ । ୩୨ଟି ଘରୋଇ ହସ୍ପିଟାଲର!-->…
ଆରମ୍ଭରୁ କୋଟିଆ
ବିଧାନସଭାର ବଜେଟ ଅଧିବେଶନର ପ୍ରଥମ ଦିନ । ରାଜ୍ୟପାଳଙ୍କ ଅଭିଭାଷଣର ପରମ୍ପରା । ଅନୁମାନ ମୁତାବକ ସେସନ୍ ଆରମ୍ଭ ହେଉ ହେଉ ବିରୋଧୀ କୋଟିଆ ପ୍ରସଙ୍ଗକୁ ନେଇ ନିଜର ଶାଣିତ ଆଉ କଡା ଆଭିମୁଖ୍ୟ ଦେଖାଇଛନ୍ତି । ରାଜ୍ୟପାଳଙ୍କ ଅଭିଭାଷଣକୁ!-->…
ଛି… କି କଥା ଏଗୁଡା !
ଓଡ଼ିଆରେ ଏକ ଲୋକକଥା ରହିଛି, ନାନା ମୁନିଙ୍କ ନାନା ମତ । ଆଉ ଏକାମ୍ର କ୍ଷେତ୍ରରୁ ବାଇ ଲ ପ୍ରତ୍ୟାହାର ପ୍ରସଙ୍ଗରେ ରାଜ୍ୟ ବିଜେପି ନେତାଙ୍କ ମଧ୍ୟରେ ଏବେ ସମାନ ସ୍ଥିତି ଦେଖିବାକୁ ମିଳିଛି । କିଏ କେତେବେଳେ କଣ କହୁଛି ତାହା କିଛି!-->…
ପ୍ରଭାରୀଙ୍କୁ ଫାଙ୍କିଦେଲେ ! ମିଛ କହିଲେ…
ରାଜ୍ୟ ବିଜେପିର ଅନ୍ଦର ମହଲରୁ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଦଳର ପ୍ରଭାରୀ ଡି. ପୁରନ୍ଦେଶ୍ୱରୀଙ୍କ ସମୀକ୍ଷା ସମୟରେ ଗଣମାଧ୍ୟମ ଉପରେ ଏକ ବଡ ଧରଣର ଚର୍ଚ୍ଚା ଆଲୋଚନା ହୋଇଥିଲା । ଏହି ସମୟରେ ମିଡିଆ କଥା ବୁଝୁଥିବା ଦଳର ଜଣେ!-->…
ତେଜେଶ୍ୱରଙ୍କ ଛାତିରେ ନବୀନ !
ରାଜ୍ୟ ରାଜନୀତିରେ ସେ ଅଭିଜ୍ଞ ହୋଇନପାରନ୍ତି, ହେଲେ ତାଙ୍କ ଅକାଟ୍ୟ ଯୁକ୍ତିକୁ ସମସ୍ତେ ବେଶ ଆଦର କରନ୍ତି । ଦିଲ୍ଲୀ ଦରବାରରେ ଥିବା ବେଳୁ ସଂଗଠନ ଗଢି ଯେଉଁ ରାଜନୈତିକ ଦୃଶ୍ୟପଟ୍ଟକୁ ସେ ନିଜ ମନ ଭିତରେ ଆଙ୍କିଥିଲେ, ହଠାତ୍!-->…
ପ୍ଲେ ଗ୍ରାଉଣ୍ଡ ଓ ପାଣ୍ଡିଆନ !
ସମୟ ସକାଳ ପାଖାପାଖି ୬ଟା ୩୦ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରୁ ପ୍ରାତଃଭ୍ରମଣ ସାରି ବାହାରକୁ ଆସୁଥିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫ଟି ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ । ଠିକ ସେତିକିବେଳେ ଷ୍ଟାଡିୟମ ଗେଟ ସମ୍ମୁଖରେ!-->…
ଆଉ କେତେ ମିଛ କହିବେ ଜାଗୀ ମଙ୍ଗତ ପଣ୍ଡା?
ହାଇକୋର୍ଟଙ୍କ ରାୟରୁ ଗୋଟିଏ କଥା ସ୍ପଷ୍ଟ ଶାସକ ଦଳର ଇଙ୍ଗିତରେ ଓଟିଭି ବିରୁଦ୍ଧରେ ଆକ୍ରୋଶମୂଳକ ପଦକ୍ଷେପ ନିଆଯାଉଥିବା ଯୁକ୍ତିକୁ ଗ୍ରହଣ କରାଯାଇ ପାରିବ ନାହିଁ । ତଥାପି ଓଟିଭିର ପରିଚାଳନା ନିର୍ଦ୍ଦେଶିକା ଲଗାତର ଭାବେ ସରକାରଙ୍କ!-->…