THE BYAPINI
Browsing Category

News

‘ଜୟ ଜଗନ୍ନାଥ’ ଶିଶୁମାନଙ୍କ ପାଇଁ ଆନିମେସନ୍‌ ସିରିଜ୍‌

ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ପ୍ରଥମ ଓଡ଼ିଆ ଆନିମେସନ୍‌ ସିରିଜ୍‌ ତିଆରି କରାଯାଇଛି। ‘ଜୟ ଜଗନ୍ନାଥ’ ନାଁରେ ନାମିତ ଏହି ବିବିଧ ବିଭାଗର ସିରିଜ୍‌ ବିଶେଷ କରି ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ। ଏହି ସିରିଜ୍‌

କରଣୀ ସେନା ସଭାପତିଙ୍କୁ ଗୁଳି କରି ହତ୍ୟା

ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରରେ ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ସଭାପତି ସୁଖଦେବ ସିଂହ ଗୋଗାମେଡ଼ିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ୪ ଜଣ ଦୁର୍ବୃତ୍ତ ଘରେ ପଶି ଗୋଗାମେଡ଼ିଙ୍କୁ ହତ୍ୟା କରିଛନ୍ତି। ଏଥିସହ ଗୋଗାମେଡ଼ିଙ୍କ

ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ଖାରଜ

କଟକ: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ଖାରଜ ହୋଇଛି। ବିଧାୟକ ଶ୍ରୀ ଦାସଙ୍କ ଆବଦେନକୁ କଟକ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟର ବିବାହ ପଞ୍ଜୀକରଣ ଅଧିକାରୀ ବିବାହ ଆବେଦନରେ ତ୍ରୁଟି

ସାର, ଏଲ୍‌ପିଜି ଓ ଖାଦ୍ୟଶସ୍ୟରେ ବଢ଼ିବ ସବ୍‌ସିଡି

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ହେବାକୁ ଥିବାରୁ କେନ୍ଦ୍ର ସରକାର ସାର, ଏଲ୍‌ପିଜି ଓ ଖାଦ୍ୟଶସ୍ୟ ଉପରେ ଅଧିକ ସବ୍‌ସିଡି ଦେବା ଉପରେ ବିଚାର କରୁଛନ୍ତି। ଏହାର ପ୍ରଭାବରେ ୨୦୨୩-୨୪ ଆର୍ଥିକ ବର୍ଷର ସବ୍‌ସିଡି ବିଲ୍‌ରେ

ବିଜେଡିରେ ସାମିଲ ହୋଇ ପ୍ରତ୍ଯକ୍ଷ ରାଜନୀତିରେ ଯୋଗଦେଲେ ଭି କାର୍ତ୍ତିକେୟନ୍ ପାଣ୍ଡିଆନ

ଭୁବନେଶ୍ବର: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଜୁ ଜନତା ଦଳରେ ସାମିଲ ହୋଇ ସିଧାସଳଖ ରାଜନୀତିକୁ ଓହ୍ଲାଇଛନ୍ତି ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ୫-ଟି ଅଧ୍ୟକ୍ଷ ଭି କାର୍ତ୍ତିକେୟନ୍ ପାଣ୍ଡିଆନ। ଆଜି ନବୀନ ନିବାସରେ ବିଜେଡି

ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ପାଇଁ ଆସିବ ନୂଆ ନିୟମ : ଶିଳ୍ପ ସଚିବ

ଭୁବନେଶ୍ବର: ଓଡ଼ିଆ ଫିଲ୍ମ ପ୍ରଯୋଜିକା ସନଲିସା ପଟେଲ ଷଷ୍ଠ ଦିନରେ ମଙ୍ଗଳବାର ଧାରଣା ପ୍ରତ୍ୟାହାର କରିଛନ୍ତି। ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ ନେଇ ସେ ଗତ ଗୁରୁବାର (୨୦୨୩ ନଭେମ୍ବର ୨୩) ଠାରୁ ଅନିଦିଷ୍ଟ କାଳ ପାଇଁ ଧାରଣାରେ

ଭିଜିଲାନସ୍ ଜାଲରେ ବୈପାରିଗୁଡା ଥାନା ଅଧିକାରୀ, ୩୭ଲକ୍ଷ ୨୭ହଜାର ଜବତ

ଜୟପୁର: କୋରାପୁଟ ଜିଲ୍ଲାର ବୈପାରିଗୁଡା ଥାନାଅଧିକାରୀ ସୁଶାନ୍ତ ଶତପଥୀଙ୍କ ନିକଟରୁ ଏପର୍ଯ୍ୟନ୍ତ ୩୭ଲକ୍ଷ ୨୭ହଜାର ୭୦୦ଟଙ୍କା ଜବତ କରିଛି ଭିଜିଲାନସ୍। ଏହା ସହ ତାଙ୍କ ନିକଟରେ ଗୋଟିଏ କ୍ରେଟା, ବୁଲେଟ ଓ ସ୍କୁଟି ବି ରହିଥିବା

ଡିସେମ୍ବର ୧ ରୁ ୬ ଦଫା ଦାବି ନେଇ ଶ୍ରୀକ୍ଷେତ୍ରକୁ ତୁଳସୀ ଯାତ୍ରା କରିବ କଂଗ୍ରେସ

ଭୁବନେଶ୍ବର: ଡିସେମ୍ବର ୧ ତାରିଖରେ କଂଗ୍ରେସ ପକ୍ଷରୁ ୬ ଦଫା ଦାବି ନେଇ ଶ୍ରୀକ୍ଷେତ୍ରକୁ ତୁଳସୀ ଯାତ୍ରା ଆରମ୍ଭ ହେବ ସେଥିପାଇଁ ରାଜ୍ୟର ସବୁ ଅଞ୍ଚଳରୁ ତୁଳସୀ ସଂଗ୍ରହ ଜାରି ରହିଛି। ରାଜଧାନୀରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ

ଯୁଦ୍ଧ-ବିରତି ରାଜିନାମାରେ ସମ୍ମତ ହେଲେ ଇସ୍ରାଏଲ୍‌-ହମାସ୍‌

ତେଲ୍‌ ଆଭିଭ୍‌: ଯୁଦ୍ଧ ବିରତି ପାଇଁ ଇସ୍ରାଏଲ୍‌ ଓ ହମାସ୍‌ ଆଜି ପ୍ରତ୍ୟୁଷରେ ଏକ ରାଜିନାମାରେ ଉପନୀତ ହୋଇଛନ୍ତି ଓ ଏହାକୁ ଇସ୍ରାଏଲ୍‌ର କ୍ୟାବିନେଟ୍‌ ମଞ୍ଜୁର କରିଥିବା କଥା ‘ଦି ଟାଇମ୍‌ସ୍‌ ଅଫ୍‌ ଇଜ୍ରାଏଲ୍‌’ ରିପୋର୍ଟ

ଓଡ଼ିଶାରେ କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟରେ ପିଏମ ଶ୍ରୀ ସ୍କୁଲ ଯୋଜନାର ଶୁଭାରମ୍ଭ

ଭୁବନେଶ୍ୱର : ୨୦୨୨ ସେପ୍ଟେମ୍ବର ୭ରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମହତ୍ୱକାଂକ୍ଷୀ ପିଏମ ଶ୍ରୀ ଯୋଜନାର ପ୍ରଥମ ପର୍ୟ୍ୟାୟରେ ସାଢେ ୬ ହଜାର ସ୍କୁଲର ଚୟନ ହୋଇଛି। ଆଜି ଓଡ଼ିଶାରେ ଥିବା ୯୭ଟି