Browsing Category
News
ଆଜି ଶପଥ ନେବେ ରାଜ୍ୟପାଳ ରଘୁବର ଦାସ
ଭୁବନେଶ୍ବର: ଆଜି ଓଡ଼ିଶାର ୨୬ ତମ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ । ଦିନ ୧୧ଟା ୪୫ ମିନିଟରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଶ୍ରୀ ଦାସ ସୋମବାର ଅପରାହ୍ଣରେ ଭୁବନେଶ୍ବରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ!-->…
ଆଜି ସୁପ୍ରିମକୋର୍ଟରେ ନିର୍ବାଚନୀ ବଣ୍ଡ୍ ଯୋଜନା ବୈଧତାର ଶୁଣାଣି: ରାଜନୈତିକ ପାଣ୍ଠିର ଉତ୍ସ ଜାଣିବାର ଅଧିକାର…
ନୂଆଦିଲ୍ଲୀ: ରାଜନୈତିକ ଦଳଗୁଡ଼ିକୁ ପାଣ୍ଠି ଯୋଗାଣ ପାଇଁ ନିର୍ବାଚନୀ ବଣ୍ଡ୍ ଯୋଜନାର ବୈଧତାକୁ ଚାଲେଞ୍ଜ କରି ହୋଇଥିବା ଏକାଧିକ ଆବେଦନର ଶୁଣାଣି ଆଜି ଠାରୁ ସୁପ୍ରିମକୋର୍ଟର ୫ ଜଣିଆ ସମ୍ବିଧାନ ପୀଠ ଆରମ୍ଭ କରିବେ।!-->…
ମଦ , ଗଞ୍ଜେଇ କି ବ୍ରାଉନସୁଗାର ନୁୁୁହେଁ ଏବେ କଫ୍ ସିରପ୍ ଚୋରା ଚାଲଣ ରୋକିବା ଅବକାରୀ ବିଭାଗ ପାଇଁ ଚ୍ୟାଲେଞ୍ଜ
ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ମାଡ଼ିବାରେ ଲାଗିଛି କଫ୍ ସିରପ ଚୋରା ଚାଲଣ । ଶହ ଶହ ଲିଟର କଫ୍ ସିରପ୍ ଜବତ ହେଉଥିଲେ ମଧ୍ୟ ଏହି କାରବାର କରୁଥିବା ବ୍ୟକ୍ତିଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ୁନି। ବ୍ରାଉନସୁଗାର, ମଦ ଭଳି!-->…
କେଜରିୱାଲଙ୍କୁ ଇଡି ସମନ: ନଭେମ୍ବର ୨ ରେ ହେବେ ହାଜର
ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଅବକାରୀ ନୀତି ଅନିୟମିତତା ମାମଲାରେ ଜେରା ପାଇଁ ସମନ ଜାରି କରିଛି। ସମନରେ କେଜରିୱାଲଙ୍କୁ ନଭେମ୍ବର ୨ ରେ ହାଜର ହେବାକୁ!-->…
ତେଲେଙ୍ଗାନା ବିଧାନସଭା ନିର୍ବାଚନ ୨ୟ ପ୍ରାର୍ଥୀ ତାଲିକା: ଜୁବିଲି ହିଲ୍ସରୁ କଂଗ୍ରେସ ଟିକେଟରେ ଲଢିବେ ମହମ୍ମଦ…
ନୂଆଦିଲ୍ଲୀ: ଆଗାମୀ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଶୁକ୍ରବାର ୪୫ ଜଣିଆ ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କୁ ରାଜ୍ୟର ହାଇଦ୍ରାବାଦ!-->…
ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ବିରାମ ପ୍ରସ୍ତାବରେ ଭୋଟ୍ ଦେଇନାହିଁ ଭାରତ
ଜେନେଭା: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ବିରାମ ଲଗାଇବା ପାଇଁ ଜାତସଂଘ ଏକ ପ୍ରସ୍ତାବ ଆଗତ କରିଛି। ଶୁକ୍ରବାର ଏହି ପ୍ରସ୍ତାବ ଆଗତ କରାଯାଇଥିଲା। ତେବେ ଏଥିରୁ ବିରତି ରହିଛି ଭାରତ। ଜାତିସଂଘର ଏହି ଯୁଦ୍ଧ ବିରାମ ପ୍ରସ୍ତାବରେ!-->…
ଭାରତର ଦୁର୍ଗମ ଅଞ୍ଚଳରେ ହାଇସ୍ପିଡ ନେଟ ସଂଯୋଗ ପହଞ୍ଚାଇବ ଜିଓ ସ୍ପେସ୍ ଫାଇବର
ଭୁବନେଶ୍ୱର: ଦେଶର ଦୂରଦୂରାନ୍ତ ଅଞ୍ଚଳରେ ହାଇସ୍ପିଡ୍ ଇଣ୍ଟରନେଟ ସଂଯୋଗ ପହଞ୍ଚାଇବା ଲାଗି ରିଲାଏନ୍ସ ଜିଓ ପକ୍ଷରୁ ଜିଓ ସ୍ପେସ୍ ଫାଇବର ନାମକ ଏକ ନୂତନ ପ୍ରଯୁକ୍ତି ଉପସ୍ଥାପନ କରାଯାଇଛି । ଭାରତର ଚାରିଟି ସବୁଠୁ ଦୁର୍ଗମ ଅଂଚଳକୁ!-->…
ଲୋକଙ୍କୁ ଭୋଟ୍ ଦେବାକୁ ନିବେଦନ କରିବେ ରାଜକୁମାର ରାଓ
ମୁମ୍ବଇ: ରାଜକୁମାର ରାଓ ଜଣେ ଏପରି ଅଭିନେତା, ତାଙ୍କୁ ଯେକୌଣସି ଚରିତ୍ର ଦେଲେ ସେ ତାକୁ ଜୀବନ୍ତ କରିଦିଅନ୍ତି। ତେବେ ରାଜକୁମାରଙ୍କୁ ଏଣିକି ଲୋକଙ୍କୁ ଭୋଟ୍ ଦେବାକୁ ନିବେଦନ କରୁଥିବା ଦେଖିବାକୁ ମିଳିବ। ଲୋକପ୍ରିୟ ଅଭିନେତା!-->…
୩ ଦିନରେ ପିଆଜ ଦର ୩୦ ରୁ ୬୦ଟଙ୍କାକୁ ବୃଦ୍ଧି
ଭୁବନେଶ୍ବର : ବିଲାତି, ଆଳୁ ପରେ କନ୍ଦାଇବା ଆରମ୍ଭ କରିଛି ପିଆଜ। ମାସକ ଭିତରେ ଦର ଦୁଇଗୁଣା ବଢ଼ିଲାଣି। ବଜାରରେ ପିଆଜ ଦର ବୃଦ୍ଧି ପାଇବା ଯୋଗୁଁ ହାଣ୍ଡିଶାଳରୁ ପିଆଜ ଉଭାନ ହେବାରେ ଲାଗିଛି। ଓଡ଼ିଶାରେ ପିଆଜ ଉତ୍ପାଦନ!-->!-->!-->…
ଦାୟିତ୍ଵ ଗ୍ରହଣ ପରେ ପୁରୀରୁ ସମୀକ୍ଷା ଆରମ୍ଭ କଲେ ଭି.କେ. ପାଣ୍ଡିଆନ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ଶନିବାର ବଡିଭୋରରୁ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା!-->!-->!-->…