THE BYAPINI
Browsing Category

News

ଆଜି ଶପଥ ନେବେ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ବର: ଆଜି ଓଡ଼ିଶାର ୨୬ ତମ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ । ଦିନ ୧୧ଟା ୪୫ ମିନିଟରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଶ୍ରୀ ଦାସ ସୋମବାର ଅପରାହ୍ଣରେ ଭୁବନେଶ୍ବରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ…

ଆଜି ସୁପ୍ରିମକୋର୍ଟରେ ନିର୍ବାଚନୀ ବଣ୍ଡ୍‌ ଯୋଜନା ବୈଧତାର ଶୁଣାଣି: ରାଜନୈତିକ ପାଣ୍ଠିର ଉତ୍ସ ଜାଣିବାର ଅଧିକାର…

ନୂଆଦିଲ୍ଲୀ: ରାଜନୈତିକ ଦଳଗୁଡ଼ିକୁ ପାଣ୍ଠି ଯୋଗାଣ ପାଇଁ ନିର୍ବାଚନୀ ବଣ୍ଡ୍‌ ଯୋଜନାର ବୈଧତାକୁ ଚାଲେଞ୍ଜ କରି ହୋଇଥିବା ଏକାଧିକ ଆବେଦନର ଶୁଣାଣି ଆଜି ଠାରୁ ସୁପ୍ରିମକୋର୍ଟର ୫ ଜଣିଆ ସମ୍ବିଧାନ ପୀଠ ଆରମ୍ଭ କରିବେ।…

ମଦ , ଗଞ୍ଜେଇ କି ବ୍ରାଉନସୁଗାର ନୁୁୁହେଁ ଏବେ କଫ୍ ସିରପ୍ ଚୋରା ଚାଲଣ ରୋକିବା ଅବକାରୀ ବିଭାଗ ପାଇଁ ଚ୍ୟାଲେଞ୍ଜ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ମାଡ଼ିବାରେ ଲାଗିଛି କଫ୍ ସିରପ ଚୋରା ଚାଲଣ । ଶହ ଶହ ଲିଟର କଫ୍ ସିରପ୍ ଜବତ ହେଉଥିଲେ ମଧ୍ୟ ଏହି କାରବାର କରୁଥିବା ବ୍ୟକ୍ତିଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ୁନି। ବ୍ରାଉନସୁଗାର, ମଦ ଭଳି…

କେଜରିୱାଲଙ୍କୁ ଇଡି ସମନ: ନଭେମ୍ବର ୨ ରେ ହେବେ ହାଜର

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଅବକାରୀ ନୀତି ଅନିୟମିତତା ମାମଲାରେ ଜେରା ପାଇଁ ସମନ ଜାରି କରିଛି। ସମନରେ କେଜରିୱାଲଙ୍କୁ ନଭେମ୍ବର ୨ ରେ ହାଜର ହେବାକୁ…

ତେଲେଙ୍ଗାନା ବିଧାନସଭା ନିର୍ବାଚନ ୨ୟ ପ୍ରାର୍ଥୀ ତାଲିକା: ଜୁବିଲି ହିଲ୍ସରୁ କଂଗ୍ରେସ ଟିକେଟରେ ଲଢିବେ ମହମ୍ମଦ…

ନୂଆଦିଲ୍ଲୀ: ଆଗାମୀ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଶୁକ୍ରବାର ୪୫ ଜଣିଆ ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କୁ ରାଜ୍ୟର ହାଇଦ୍ରାବାଦ…

ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ବିରାମ ପ୍ରସ୍ତାବରେ ଭୋଟ୍‌ ଦେଇନାହିଁ ଭାରତ

ଜେନେଭା: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ବିରାମ ଲଗାଇବା ପାଇଁ ଜାତସଂଘ ଏକ ପ୍ରସ୍ତାବ ଆଗତ କରିଛି। ଶୁକ୍ରବାର ଏହି ପ୍ରସ୍ତାବ ଆଗତ କରାଯାଇଥିଲା। ତେବେ ଏଥିରୁ ବିରତି ରହିଛି ଭାରତ। ଜାତିସଂଘର ଏହି ଯୁଦ୍ଧ ବିରାମ ପ୍ରସ୍ତାବରେ…

ଭାରତର ଦୁର୍ଗମ ଅଞ୍ଚଳରେ ହାଇସ୍ପିଡ ନେଟ ସଂଯୋଗ ପହଞ୍ଚାଇବ ଜିଓ ସ୍ପେସ୍ ଫାଇବର

ଭୁବନେଶ୍ୱର: ଦେଶର ଦୂରଦୂରାନ୍ତ ଅଞ୍ଚଳରେ ହାଇସ୍ପିଡ୍ ଇଣ୍ଟରନେଟ ସଂଯୋଗ ପହଞ୍ଚାଇବା ଲାଗି ରିଲାଏନ୍ସ ଜିଓ ପକ୍ଷରୁ ଜିଓ ସ୍ପେସ୍ ଫାଇବର ନାମକ ଏକ ନୂତନ ପ୍ରଯୁକ୍ତି ଉପସ୍ଥାପନ କରାଯାଇଛି । ଭାରତର ଚାରିଟି ସବୁଠୁ ଦୁର୍ଗମ ଅଂଚଳକୁ…

ଲୋକଙ୍କୁ ଭୋଟ୍‌ ଦେବାକୁ ନିବେଦନ କରିବେ ରାଜକୁମାର ରାଓ

ମୁମ୍ବଇ: ରାଜକୁମାର ରାଓ ଜଣେ ଏପରି ଅଭିନେତା, ତାଙ୍କୁ ଯେକୌଣସି ଚରିତ୍ର ଦେଲେ ସେ ତାକୁ ଜୀବନ୍ତ କରିଦିଅନ୍ତି। ତେବେ ରାଜକୁମାରଙ୍କୁ ଏଣିକି ଲୋକଙ୍କୁ ଭୋଟ୍ ଦେବାକୁ ନିବେଦନ କରୁଥିବା ଦେଖିବାକୁ ମିଳିବ। ଲୋକପ୍ରିୟ ଅଭିନେତା…

୩ ଦିନରେ ପିଆଜ ଦର ୩୦ ରୁ ୬୦ଟଙ୍କାକୁ ବୃଦ୍ଧି

ଭୁବନେଶ୍ବର : ବିଲାତି, ଆଳୁ ପରେ କନ୍ଦାଇବା ଆରମ୍ଭ କରିଛି ପିଆଜ। ମାସକ ଭିତରେ ଦର ଦୁଇଗୁଣା ବଢ଼ିଲାଣି। ବଜାରରେ ପିଆଜ ଦର ବୃଦ୍ଧି ପାଇବା ଯୋଗୁଁ ହାଣ୍ଡିଶାଳରୁ ପିଆଜ ଉଭାନ ହେବାରେ ଲାଗିଛି। ଓଡ଼ିଶାରେ ପିଆଜ ଉତ୍ପାଦନ…

ଦାୟିତ୍ଵ ଗ୍ରହଣ ପରେ ପୁରୀରୁ ସମୀକ୍ଷା ଆରମ୍ଭ କଲେ ଭି.କେ. ପାଣ୍ଡିଆନ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ଶନିବାର ବଡିଭୋରରୁ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା…