THE BYAPINI
Browsing Category

News

ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଅତ୍ୟାଧୁନିକ ଡିଜିଟାଲ ଟାୱାର ଉଦଘାଟିତ

ଭୁବନେଶ୍ଵର: ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଅଧ୍ୟକ୍ଷ ସଞ୍ଜୀବ କୁମାର ଭୁବନେଶ୍ଵର ଆନ୍ତର୍ଜାତିକ ବିମାନବନ୍ଦର ପରିସରରେ ନୂଆ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଟାୱାରର ଉଦଘାଟନ କରିଛନ୍ତି । ସମଗ୍ର ଦେଶରେ ପ୍ରଥମକରି ବିଜୁ ପଟ୍ଟନାୟକ

ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ଆମ ଓଡ଼ିଶା ନବୀନ ଓଡ଼ିଶାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଗୁରୁବାର ଆମ ଓଡ଼ିଶା ନବୀନ ଓଡ଼ିଶାରେ ସାମିଲ ହେବ ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲା । ଖୋର୍ଧା ଜିଲ୍ଲାରେ ୯୫ କୋଟି ଟଙ୍କା ବ୍ୟୟରେ ୨ ହଜାର ୭୬୩ଟି ପ୍ରକଳ୍ପ ଏବଂ ଜଗତସିଂହପୁରରେ ୯୯ କୋଟି ଟଙ୍କା ବ୍ୟୟରେ ୨ ହଜାର

ତାମିଲନାଡୁର ରାଜଭବନକୁ ବୋମା ମାଡ଼

ତାମିଲନାଡୁ: ତାମିଲନାଡୁର ରାଜଭବନର ମୁଖ୍ୟ ଫାଟକ ଉପରକୁ ହୋଇଛି ବୋମା ମାଡ଼। ରାଜ୍ୟର ରାଜ୍ୟପାଳ ଆରଏନ ରବି ଏଠାରେ ରହୁଥିବା ବେଳେ ତାଙ୍କ ସରକାରୀ ବାସଭବନ ଉପରକୁ ଏପରି ପେଟ୍ରୋଲ ବୋମା ମାଡ଼ ହୋଇଛି। ନିଶାସକ୍ତ ଅବସ୍ଥାରେ ଜଣେ

ଭତ୍ତା ଟଙ୍କା ମାଗିବାରୁ ବୃଦ୍ଧବୃଦ୍ଧାଙ୍କୁ ଦୁର୍ବ୍ୟବହାର, ଥାନାରେ ଅଭିଯୋଗ

ଚଣ୍ଡିଖୋଲ: ବଡ଼ଚଣା ବ୍ଲକ୍‌ ଅଣକା ପଞ୍ଚାୟତର ସରପଞ୍ଚ ଓ ନିର୍ବାହୀ ଅଧିକାରୀ ଭତ୍ତା ଟଙ୍କା ମାଗିବାରୁ ବୃଦ୍ଧବୃଦ୍ଧାଙ୍କୁ ଦୁର୍ବ୍ୟବହାର ଓ ଗାଳିଗୁଲଜ କରିଥିବାର ସଂଗିନ୍‌ ଅଭିଯୋଗ ହେବା ପରେ ପୁଲିସ ଏକ ୩୭୩/୨୩ରେ ମାମଲା ରୁଜୁ

ବିଧାନସଭା ନିର୍ବାଚନ ପରେ ଆସନ ବୁଝାମଣା ଆଲୋଚନା ଆରମ୍ଭ କରିବ ଇଣ୍ଡିଆ ମେଣ୍ଟ

ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟର ଦଳଗୁଡ଼ିକ ମଧ୍ୟରେ ଏଯାବତ ଅନେକ ବଡ଼ ବଡ଼ ରାଜ୍ୟ ଗୁଡ଼ିକରେ ଆସନ ବୁଝାମଣା ଆରମ୍ଭ ହୋଇନାହିଁ ବୋଲି ଜଣେ ବରିଷ୍ଠ କଂଗ୍ରେସ ନେତା ସ୍ବୀକାର କରିଛନ୍ତି। ସେ କହିଛନ୍ତି, ମୁମ୍ବାଇ ପ୍ରସ୍ତାବରେ ଏହା

ପାଠ୍ୟ ପୁସ୍ତକରେ ଇଣ୍ଡିଆ ବଦଳରେ ଲେଖାଯିବ କି ଭାରତ

ଏନ୍‌ସିଇଆରଟି କମିଟିର ମଂଜୁରି ନୂଆଦିଲ୍ଲୀ : ଜାତୀୟ ଶୈକ୍ଷିକ ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) କମିଟିର ଏକ ପ୍ରସ୍ତାବ ଅନୁଯାୟୀ ଆଗକୁ ଏନ୍‌ସିଇଆରଟି ପାଠ୍ୟପୁସ୍ତକରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ଲେଖାଯିବ।

ଯୁଦ୍ଧ ବନ୍ଦ ପାଇଁ ହମାସ୍‌ ର ଦୁଇଟି ସର୍ତ୍ତ

ତେଲ୍‌ ଆବିଭ୍‌ : ଇସ୍ରାଏଲ ଉପରେ ସିରିଆ ପକ୍ଷରୁ କ୍ଷେପଣାସ୍ତ୍ର ଆକ୍ରମଣ ପରେ ଇସ୍ରାଏଲ ଏହାର ଜବାବ ଦେଇଛି। ଇସ୍ରାଏଲ ସିରିଆର ସାମରିକ ଘାଟିକୁ ନିଶାଣ କରି ଆକ୍ରମଣ ଚଳାଇଛି। ଏଥିସହ ୱେଷ୍ଟ ବ୍ୟାଙ୍କର ବିଭିନ୍ନ ସ୍ଥାନରେ

୯ ବର୍ଷ ପରେ ପର୍ଯ୍ୟଟକମାନେ ନନ୍ଦନକାନନରେ ଦେଖିବେ କାସ୍‌ୱାରି ପକ୍ଷୀ

ବାରଙ୍ଗ/ତ୍ରିଶୁଳିଆ: ହାଇଦ୍ରାବାଦରୁ ନନ୍ଦନକାନନ କର୍ତ୍ତୃପକ୍ଷ ୨ଟି କାସ୍‌ୱାରି ପକ୍ଷୀ ଆଣିଛନ୍ତି। ଏବେ ସେମାନଙ୍କୁ ପ୍ରାଣୀ ଚିକିତ୍ସା କେନ୍ଦ୍ରର କ୍ବାରେଣ୍ଟାଇନ୍‌ ରେ ରଖାଯାଇଛି। ୨୦୧୪ ନଭେମ୍ବର ରେ ନନ୍ଦନକାନନରେ ଥିବା

ଆମେରିକାର ସର୍ବୋଚ୍ଚ ବୈଜ୍ଞାନିକ ପୁରସ୍କାରରେ ସମ୍ମାନିତ ହେଲେ ଦୁଇ ଭାରତୀୟ-ଆମେରିକୀୟ

ୱାସିଂଟନ: ହ୍ବାଇଟ୍‌ ହାଉସ୍‌ରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ଭାରତୀୟ-ଆମେରିକୀୟ ଡ. ଅଶୋକ ଗାଡ଼ଗିଲ ଏବଂ ଏସ୍‌. ସୁରେଶଙ୍କୁ ରାଷ୍ଟ୍ରୀୟ ବିଜ୍ଞାନ ପଦକରେ ସମ୍ମାନିତ କରାଯାଇଛି। ଜୀବନରକ୍ଷକ ଚିକିତ୍ସା ଉପଚାରକୁ ଅଧିକ ପାରଦର୍ଶୀ

ଜାନୁଆରି ୨୨ରେ ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ

ନୂଆଦିଲ୍ଲୀ: ୨୨ ଜାନୁଆରି ୨୦୨୪ରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍‌ କାର୍ଯ୍ୟକର୍ତ୍ତା ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର